Sign in
Sign in
Recover your password.
A password will be e-mailed to you.
Browsing Category
ଅପରାଧ
ରାଜଧାନୀରେ ମୋ’ ବସରୁ ପୁଣି ଚୋରି ଅଭିଯୋଗ, ଦମ୍ପତିଙ୍କ ଠାରୁ ୪୨ ହଜାର ଟଙ୍କା ଲୁଟିନେଲ ଦୁର୍ବୃତ୍ତ
ଭୁବନେଶ୍ବର: ରାଜଧାନୀରେ ମୋ’ ବସରୁ ପୁଣି ଚୋରି । ଦମ୍ପତିଙ୍କ ଠାରୁ ୪୨ ହଜାର ଟଙ୍କା ଚୋରି କରିନେଲେ ଦୁର୍ବୃତ୍ତ । ଏହି ଚୋରିର ଶିକାର ହୋଇଛନ୍ତି ନୟାଗଡ଼ ଜିଲ୍ଲାର ବିରଞ୍ଚି ସେଠି । ସେ ଭୁବନେଶ୍ୱର ଭିଏସଏସ ନଗରରେ ରୁହନ୍ତି।
ସେ ବୃତ୍ତିରେ ଜଣେ ଡ୍ରାଇଭର। ବାଣୀବିହାରରୁ!-->!-->!-->…
ଇଡିରେ ହାଜର ହେଲେ ଚର୍ଚ୍ଚିତ ମିଶ୍ର
ଭୁବନେଶ୍ବର: ଶିଳ୍ପପତି ମହିମା ମିଶ୍ରଙ୍କ ପୁଅ ଚର୍ଚ୍ଚିତ ମିଶ୍ର ସୋମବାର ପ୍ରବର୍ତ୍ତନ ନିର୍ଦେଶାଳୟରେ ହାଜର ହୋଇଛନ୍ତି। ପୂର୍ବତନ ଆଇଏଫଏସ ଅଭୟକାନ୍ତ ପାଠକଙ୍କ ବିଏମଡବ୍ଲ୍ୟୁ କିଣା ଲିଙ୍କ୍ରେ ଚର୍ଚ୍ଚିତଙ୍କୁ ଇଡି ଜେରା କରିଛି। ହାଜର ହେବା ପାଇଁ ପୂର୍ବରୁ ଚର୍ଚ୍ଚିତଙ୍କୁ ନୋଟିସ୍ କରିଥିଲା!-->…
ପରିତ୍ୟକ୍ତ କୂଅରୁ ମିଳିଲା କାର୍ ସହିତ ୪ ଜଣଙ୍କ ମୃତଦେହ
ଉମରକୋଟ: ବାହାଘର ଭୋଜି ଖାଇ ଫେରିବାବେଳେ ୪ ଜଣଙ୍କୁ ଅପହରଣ ଘଟଣାରେ ଏକ ପରିତ୍ୟକ୍ତ କୂଅରୁ ମିଳିଲା କାର। ରାସ୍ତା ପାର୍ଶ୍ୱରେ ଥିବା କୂଅ ଭିତରେ କାର୍ ପଶିଯାଇଛି। ଟାୟାର ଫାଟି ଯାଇଥିବାରୁ ଦୁର୍ଘଟଣା ଘଟିଥିବା ସନ୍ଦେହ କରାଯାଉଛି। କାର ଭିତରେ ରହିଛି ୪ ଜଣଙ୍କ ମୃତଦେହ। ଉଦ୍ଧାର ପରେ!-->…
ସ୍କୁଲରେ ଚାଲିଥିଲା ଭେଜାଲ ବିଦେଶୀ ମଦ ବ୍ୟବସାୟ: ଅବକାରି ବିଭାଗର ଚଢାଉ, ୨ଗିରଫ
ରାଉଲକେଲା: ସ୍କୁଲରେ ମଦ ବ୍ୟବସାୟ । ସୁନ୍ଦରଗଡ ଜିଲ୍ଲା ବିଶ୍ରା ଥାନା ଫୁଲଝର ଗାଁର ଏକ ଘରୋଇ ସ୍କୁଲରେ ଚାଲୁଥିଲା ଭେଜାଲ ବିଦେଶୀ ମଦ ବ୍ୟବସାୟ । ଖବର ପାଇ ଚଢଉ କରିଥିଲା ରାଉରକେଲା ଅବକାରୀ ବିଭାଗ । ଚଢଉ ବେଳେ ୯୩୬ ଲିଟର ନକଲି ଦେଶୀ ମଦ ଜବତ କରିଛି ଅବକାରି ବିଭାଗ । ଘଟଣାରେ ମଦ ବ୍ୟବସାୟୀ!-->…
ତିନି ଦିନ ପରେ ପୁଣି ଖସିବ ପାରଦ, ବଢ଼ିବ ଶୀତ
ଭୁବନେଶ୍ବର: ଆଉ ତିନି ଦିନ ପରେ ପୁଣି ଖସିବ ପାରଦ, ବଢ଼ିବ ଶୀତ। ଆସନ୍ତା ୩ ଦିନ ଏମିତି ସ୍ଥିତି ଜାରି ରହିବା ପରେ ପୁଣି ଶୀତ ଫେରିବ। ବାତ୍ୟା ମାଣ୍ଡୋସ୍ ପ୍ରଭାବରେ ରବିବାର ଦିନ ରାଜ୍ୟରେ ପାଗ ମେଘୁଆ ରହିବା ସହିତ କିଛି ସ୍ଥାନରେ ବର୍ଷା ହୋଇଥିଲା। ଯାହାଦ୍ବାରା ଶୀତ କମିଛି। କିନ୍ତୁ !-->…
ଆଜି ଶେଷ ହେବ ଅର୍ଚ୍ଚନାଙ୍କ ରିମାଣ୍ଡ ଅବଧି, ପୁଣି ନେବାକୁ ଆବେଦନ କରିବ ଇଡି
ଭୁବନେଶ୍ୱର: ଆଜି ଶେଷ ହେବ ଅର୍ଚ୍ଚନାଙ୍କ ରିମାଣ୍ଡ । ପୁଣି ରିମାଣ୍ଡରେ ନେବାକୁ ଆବେଦନ କରିବ ଇଡି । ମନି ଲଣ୍ଡରିଂ ମାମଲାରେ ଅର୍ଚ୍ଚନାଙ୍କୁ ପଚାରି ପଚାରି ବେଦମ ହେଲେଣି ଇଡି ଅଧିକାରୀ । ହେଲେ ଅର୍ଚ୍ଚନା ମୁହଁ ଖୋଲୁନାହାନ୍ତି । ଯାହାକୁ ନେଇ ଇଡି ଅଧିକାରୀ ନ୍ଦ୍ୱନ୍ଦ୍ୱରେ ପଡ଼ିଛନ୍ତି ।!-->…
ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର ନଗ୍ନ ଚିତ୍ର…
ଧର୍ମକୁ ଆଖିଠାର ନୀତି ରେ ହୋଇଛି କାମ...!
ହୋଟେଲରେ ଚାଲିଥିଲା ଜୁଆଖେଳ, ୧୨ ଜଣଙ୍କ ଠାରୁ ୧୩ ଲକ୍ଷ ଜବତ
ରାଉରକେଲା: ହୋଟେଲରେ ଚାଲିଥିଲା ଜୁଆ ଖେଳ। ଅଚାନକ ଚଢ଼ାଉ କଲା ପୁଲିସ। ପୁଲିସ ହାବୁଡ଼ରୁ ଖସିପାରିଲେନି ଜୁଆଡ଼ି। ସେମାନଙ୍କୁ ପୁଲିସ କାବୁ କରିବା ସହ ଜୁଆରେ ଲାଗିଥିବା ବିପୁଳ ପରିମାଣର ଟଙ୍କା ଜବତ କରିଛି। ଆଜି ରାଉରକେଲା ସହରରେ ଘଟିଛି ଏହି ଘଟଣା।
ସୂଚନା ମୁତାବକ, ଜୁଆ ଖେଳ ଚାଲିଥିବା!-->!-->!-->…
ଜଗତପୁର ଖଇରାପୋଲ ନିକଟରେ ସିରିଜ୍ ଦୁର୍ଘଟଣା: ଜଣେ ମୃତ, ୮ ଜଣ ଗୁରୁତର
କଟକ: ଜଗତପୁର ଖଇରପୋଲ ନିକଟରେ ଆଜି ସନ୍ଧ୍ୟାରେ ସିରିଜ ଦୁର୍ଘଟଣା ଘଟିଛି। ଦୁଇଟି ବାଇକ ଓ ୫ଟି କାର ଉପରେ ଦ୍ରୁତଗାମୀ ଟ୍ରକ୍ ମାଡି ଯାଇଛି। ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିଲା ବେଳେ ଅନ୍ୟ ୮ ଜଣ ଗୁରୁତର ହୋଇଛନ୍ତି। ମୃତ ବ୍ୟକ୍ତି ହେଲେ ସୁବାସ ସାହୁ। ଗୁରୁତରମାନଙ୍କ ମଧ୍ୟରୁ ଆରତୀ ଦାସ!-->…
ଡିଜେ ବଜାଇବାକୁ ମନା କରିବାରୁ ପୋଲିସକୁ କାମୁଡି ଦେଲେ ବରଯାତ୍ରୀ
ଭୁବନେଶ୍ବର: ଡିଜେ ବଜାଇବାକୁ ମନା କରିବାରୁ ପୋଲିସକୁ କାମୁଡି ଦେଲେ ବରଯାତ୍ରୀ।ଯାହାକୁ ନେଇ ଖାରବେଳନଗର ଥାନା ଆଗରେ ଦେଖିବାକୁ ମିଳିଥିଲା ହଙ୍ଗାମା। ପୋଲିସ ସହ ଧସ୍ତା ଧସ୍ତି ମଧ୍ୟ ଘଟି ଆରମ୍ଭ ହୋଇଥିଲା ତୁମୁଳକାଣ୍ଡ।ଶେଷରେ ୫ଜଣ ବରଯାତ୍ରୀକୁ ଥାନାରେ ଅଟକ ପରେ ଜଣକୁ ଗିରଫ କରିଛି ପୋଲିସ।!-->…