Sign in
Sign in
Recover your password.
A password will be e-mailed to you.
Browsing Category
ଅପରାଧ
ଭଡ଼ା ଘରେ ଚାଲିଥିଲା ଦେହ ବେପାର, ୨ ଯୁବକଙ୍କ ସମେତ ୩ ଜଣ ଗିରଫ
ମାଲକାନଗିରି: ଭଡ଼ା ଘରେ ଚାଲିଥିଲା ସେକ୍ସ ରାକେଟ। ରାତି ହେଲେ ଆସୁଥିଲେ ଭଳିକି ଭଳି ଗରାଖ । ସବୁବେଳେ ଲୋକଙ୍କ ଗହଳି ସାଙ୍ଗକୁ ଅଚିହ୍ନା ଲୋକଙ୍କୁ ଦେଖି ସ୍ଥାନୀୟ ଲୋକେ ପୁଲିସ୍କୁ ଖବର ଦେଇଥିଲେ। ପୁଲିସ୍ ଚଢ଼ାଉ କରି ସେଠାରେ ସେକ୍ସ ରାକେଟ ଚାଲୁଥିବା ଜାଣିବାକୁ ପାଇଲା। ପୁଲିସ୍ ଉକ୍ତ!-->…
ଶିଶୁ ଶ୍ରମିକକୁ ମାଡ଼ ମାରି ୨ ଗିରଫ, ୧୧ ବର୍ଷୀୟ ନାବାଳିକାକୁ ଉଦ୍ଧାର କଲା ଚାଇଲ୍ଡ ଲାଇନ
ଭୁବନେଶ୍ୱର : ସାଲିଆ ସହିରେ ଗତକାଲି ଜଣେ ନାବାଳିକାକୁ ଅତ୍ୟନ୍ତ ନିର୍ମମ ଭାବେ ମାଡ଼ ମାରିଥିବା ଅଭିଯୋଗ। ଘଟଣାସ୍ଥଳରେ ଚାଇଲଡ ଲାଇନ ଓ ନୟାପଲ୍ଲୀ ପୋଲିସ ପହଂଚି ଉକ୍ତ ନାବାଳିକାକୁ ଉଦ୍ଧାର କରିବା ସହ କ୍ୟାପିଟାଲ ହସ୍ପିଟାଲ ପଠାଇଥିଲେ। ପରେ ସେମାନଙ୍କ ନାଁ ରେ ମାମଲା ରୁଜ୍ଜୁ ପରେ!-->…
ଜାରକା ଅଞ୍ଚଳରେ ଜିଲ୍ଲା ସ୍ପେଶାଲ ସ୍କ୍ୱାର୍ଡର ଚଢ଼ାଉ: ବ୍ରାଉନ ସୁଗାର ଜବତ ସହ, ୨ ଗିରଫ
ଯାଜପୁର: ପକ୍ଷରୁ ଜାରକା ଷ୍ଟାଡିୟମ ନିକଟରେ ଚଢ଼ାଉ କରି ଜଣେ ବେପାରୀକୁ ଉଠାଇ ନିଆଯାଇଥିଲା। ପଚରା ଉଚରା ସମୟରେ ଧର୍ମଶାଳା ଥାନା ଅଞ୍ଚଳର ଜଣେ ଯୁବକ ବ୍ରାଉନ ସୁଗାର କାରବାରରେ ସାମିଲ ଥିବା ପୋଲିସ ଜାଣିବାକୁ ପାଇଥିଲା। ଯାଞ୍ଚ ପରେ ସେମାନଙ୍କ ନିକଟରୁ ୧.୭୭ଗ୍ରାମ ବ୍ରାଉନ ସୁଗାର ସହ!-->…
ଗାଁରେ ବର୍ଷୁଛି ଗୁଳି, ଭୟଭୀତ ଅବସ୍ଥାରେ ଗ୍ରାମବାସୀ
ଆଠଗଡ଼: ଆଠଗଡ଼ ଖୁଣ୍ଟୁଣି ଥାନା ନୂଆଶାସନ ଗାଁରେ ଗୁଳି ବର୍ଷାକୁ ନେଇ ଚର୍ଚ୍ଚା ଜୋର । ଘଟଣା ସମ୍ପର୍କରେ କଟକ ଗ୍ରାମାଞ୍ଚଳ ଏସପିଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିବା କଟକ ଜିଲ୍ଲାପାଳ କହିଛନ୍ତି । କେଉଁ ପରିସ୍ଥିତିରେ ଏପରି ଘଟଣା ଘଟୁଛି ତାହାର ଅନୁଧ୍ୟାନ ପାଇଁ ଏସପିଙ୍କୁ କହିଛନ୍ତି କଟକ!-->…
ଅର୍ଚ୍ଚନା ନାଗଙ୍କ ରିମାଣ୍ଡର ଆଜି ଦ୍ୱିତୀୟ ଦିନ: ହନିଟ୍ରାପ୍ ଓ ଆର୍ଥିକ କାରବାର ନେଇ ପଚରାଉଚରା
ଭୁବନେଶ୍ୱର: ଅର୍ଚ୍ଚନା କେଳେଙ୍କାରୀ ମାମଲାରେ ଆଜି ଇଡି ଜେରାର ଦ୍ୱିତୀୟ ଦିନ । ଲେଡି ବ୍ଲାକମେଲର୍ ଅର୍ଚ୍ଚନା ନାଗଙ୍କୁ ମନି ଲଣ୍ଡରିଂ ନେଇ ଗୁଡ଼େଇ ତୁଡେଇ ତଦନ୍ତକାରୀ ଅଫିସର ଜେରା କରୁଛନ୍ତି । ଇଡି ଆଗରେ ଏବେ ଅସମାହିତ ପ୍ରଶ୍ନ । ଜେରାବେଳେ ଗଣମାଧ୍ୟମ ଆଗରେ ଅର୍ଚ୍ଚନା ଯେଉଁ!-->…
ଗ୍ୟାସ୍ ଲିକ୍ ଯୋଗୁ ହୋଟେଲରେ ଲାଗିଲା ନିଆଁ!
ଯାଜପୁର : ହୋଟେଲରେ ନିଆଁ। ଯାଜପୁର ଟାଉନ୍ ମେଡିକାଲ ଛକ ସ୍ଥିତ ରୁଚିକା ହୋଟେଲରେ ଅଗ୍ନିକାଣ୍ଡ ହୋଇଛି । କେମିତି ଓ କେଉଁ ପରିସ୍ଥିତିରେ ନିଆଁ ଲାଗିଲା କାରଣ ଜଣା ପିଡିନି । ତେବେ ଗ୍ୟାସ୍ ଲିକ୍ ଯୋଗୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି।
ଅଗ୍ନି ନିରାପତ୍ତା ବ୍ୟବସ୍ଥା ନଥିବାରୁ!-->!-->!-->…
ମହଙ୍ଗା ପଡିଲା ରାଗିଂ: ବ୍ରହ୍ମପୁର ଖଲ୍ଲିକୋଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୭ ଜଣ ଛାତ୍ରଙ୍କୁ କରାଗଲା ବହିଷ୍କାର
ବ୍ରହ୍ମପୁର:ମହଙ୍ଗା ପଡିଲା ରାଗିଂ । ୭ ଜଣ ଛାତ୍ରଙ୍କୁ ବହିଷ୍କାର । ଆଣ୍ଟି ରାଗିଂ କମିଟିର ତଦନ୍ତ ରିପୋର୍ଟ ପରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ଅଧ୍ୟକ୍ଷ। ବ୍ରହ୍ମପୁର ଖଲ୍ଲିକୋଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର କିଛି ଛାତ୍ର ସେମାନଙ୍କୁ ରାଗିଂ କରାଯାଉଥିବାନେଇ ୧୯ ତାରିଖରେ ଅଧ୍ୟକ୍ଷଙ୍କ!-->…
କେନ୍ଦୁଝର ଜୁଡ଼ିଆ ବାଇପାସ ନିକଟରୁ ଗୋରୁ ବୋଝେଇ କଣ୍ଟେନର ଜବତ, ପୋଲିସ୍ ଉପରକୁ ଗୁଳି ଚଳାଇ ମାଫିଆ ଫେରାର୍
କେନ୍ଦୁଝର: ଗୋରୁ ବୋଝେଇ କଣ୍ଟେନର ଜବତ । କେନ୍ଦୁଝର ଜୁଡ଼ିଆ ବାଇପାସ ନିକଟରୁ ଗୋରୁ ବୋଝେଇ ଦୁଇ କଣ୍ଟେନର ଜବତ କରିଛି STF ଟିମ୍ । କେନ୍ଦୁଝର ଜିଲ୍ଲା ଦେଇ ସଂଖ୍ୟାଧିକ ବେଆଇନ ଗୋରୁ ଚାଲାଣ ଖବର ପାଇ ଭୁବନେଶ୍ୱରରୁ STF ଟିମ ଟାଉନ ଥାନା ପୋଲିସ ସହଯୋଗରେ ଚଢ଼ାଉ କରିଥିଲା । STF!-->…
ରାଜଧାନୀରେ ନକଲି ସିଗାରେଟ କମ୍ପାନୀ ସିଜ
ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ଛତାବର ପଞ୍ଚାୟତ ଅଲକର ଗାଁରେ ଏକ ନକଲି ସିଗାରେଟ କମ୍ପାନୀକୁ ସିଜ କରିଛି ଇଣ୍ଟେଲିଜେନ୍ସ ବ୍ୟୁରୋ ଓ ପୁଲିସ । ଏଠାରେ ବିହାରର ଏକ ପ୍ରତିଷ୍ଠିତ ସିଗାରେଟ କମ୍ପାନୀ H-10 ନାଁରେ ଡୁପ୍ଲିକେଟ ସିଗାରେଟ ପ୍ରସ୍ତୁତ ହେଉଥିଲା । ଏହାବ୍ୟତୀତ ଅନ୍ୟ ଏକ ସିଗାରେଟକୁ!-->…
୪୦ ବୋତଲ କଫ ସିରଫ ଜବତ କଲା ଅବକାରୀ ବିଭାଗ, ଜଣେ ମହିଳା ଗିରଫ
ଭୁବନ, ୦୬।୧୨: ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ବାସୁଦେବ ପୁର ଗ୍ରାମରେ ଅବକାରୀ ବିଭାଗ ପକ୍ଷରୁ ଜଣକ ଘରୁ ୪୦ ବୋତଲ ବେଆଇନ କଫ ସିରଫ ଜବତ କରାଯାଇଛି । ଏଥିସହିତ ଜଣେ ମହିଳାଙ୍କୁ ଗିରଫ କରି କୋର୍ଟ ଚାଲଣ କରିଛି ଅବକାରୀ ବିଭାଗ । ଗିରଫ ମହିଳା ଜଣକ ହେଉଛନ୍ତି ସେହି ଗ୍ରାମର ଗୋଲାପ!-->…