Sign in
Sign in
Recover your password.
A password will be e-mailed to you.
Browsing Category
ଅପରାଧ
ଦୁର୍ବୁର୍ତ୍ତ ଦ୍ୱାରା ସେଣ୍ଟ ଜୋହନ ଇଂଲିସ ମିଡିୟମ ସ୍କୁଲର ସ୍କାଇଲାଇଟ, ପାଣି ମୋଟର ପାଇପ ଓ ବାରଣ୍ଡା ଭଙ୍ଗାରୁଜା।
ଦାରିଙ୍ଗବାଡ଼ି, ୫/୧୨, ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଥାନା ଅଧିନ ଇଂଲିଶ ମିଡିୟମ ସ୍କୁଲର ପାଇଖାନା ସ୍କାଇ ଲାଇଟ, ପାଣି ମୋଟର ପାଇପ ଓ ବାରଣ୍ଡାକୁ ଲୁହା ଦ୍ୱାରା ଭାଙ୍ଗି ଥିବା, ଇଂଲିଶ ମିଡିୟମ ସ୍କୁଲର ପ୍ରିନ୍ସିପାଲ କପିଳାଶ ନାୟକ ଆଜି ଥାନାରେ ଲିଖିତ ଅଭିଯୋଗ!-->!-->!-->…
ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟିଲା କାର୍, ଜଣେ ମୃତ
ଆନନ୍ଦପୁର : ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ କେନ୍ଦୁଝର ଜିଲ୍ଲା ଭାରତୀୟ ଜୀବନ ବିମା ନିଗମର ଶାଖା ପରିଚାଳକଙ୍କ ମୃତ୍ୟୁ। ଭାରସାମ୍ୟ ହରାଇ ତାଙ୍କ କାର୍ ଟି ଓଲଟି ପଡିଥିବା ସୂଚନା ମିଳିଛି। ଘଷିପୁରା ଥାନା ଜାତୀୟ ରାଜପଥ ୨୦ ର ଦରଖୋଳା ନିକଟରେ ଆନନ୍ଦପୁର ରେ ହେଉଥିବା ଏକ ବୈଠକରେ ଯୋଗ!-->…
୨୫ ହଜାର ଲାଞ୍ଚ ନେଉଥିବା ବେଳେ ସିନ୍ଧେକେଲା ଥାନା ଆଇଆଇସି ଙ୍କୁ ଧରିଲା ଭିଜିଲାନ୍ସ
କଣ୍ଟାବାଞ୍ଜି,୪/୧୨: ବରଗଡ଼ ଭିଜିଲାନ୍ସ ହାବୁଡରେ ସିନ୍ଧେକେଲା ଥାନା ଆଇଆଇସି ଆଲୋକ ବେହେରା । ୨୦୨୦ ମସିହାର ଏକ ମାମଲାକୁ ରଫାଦଫା କରିବାକୁ ବ୍ୟାଙ୍କ୍ କର୍ମଚାରୀ ଅଜିତ କୁମାର ଘଡେଇଙ୍କ ଠାରୁ ୨୫ ହଜାର ଟଙ୍କା ଥାନା ବାବୁ ନେଉଥିବା ବେଳେ ଭିଜିଲାନ୍ସ ମାଡ଼ି ବସିଥିଲା । ସିନ୍ଧେକେଲା ଥାନା !-->…
ପୁତୁରାର ଗୁଳିମାଡରେ ଖୁଡି ଗୁରୁତର
ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ଅନ୍ତର୍ଗତ ପଦରପଡାରେ ଗୁଳିକାଣ୍ଡ | ଏଥିରେ ଜଣେ ମହିଳା ଗୁରୁତର ହୋଇଛନ୍ତି | ଗୁରୁତର ମହିଳା ହେଲେ ପଞ୍ଚାନନ ମହାପାତ୍ରଙ୍କ ସ୍ତ୍ରୀ ଅନିମା ମହାପାତ୍ର । ତାଙ୍କ ପୁତୁରା ଦେବପ୍ରକାଶ ଅନିମାଙ୍କ ଉପରକୁ ଗୁଳିଚାଳନା କରିଛନ୍ତି |
!-->!-->…
ପୋକଲିନ୍ ମେସିନରୁ ପଡି ଶ୍ରମିକଙ୍କ ମୃତ୍ୟୁ
ଖୋର୍ଦ୍ଧା, ୪/୧୨: ଖୋର୍ଦ୍ଧା ନିକଟସ୍ଥ ତାପଙ୍ଗ ହାତୀଆ ମୁଣ୍ଡିଆରେ ପୋକଲିନ୍ ମେସିନରେ ପାହାଡ ଖେଳା ଚାଲିଥିଲା । ଏହି ସମୟରେ ଅପରେଟର ପୋକ୍ଲିନ୍ ମେସିନରୁ ପଡି ଯାଇଥିିଲେ । ଯାହା ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା । ମୃତକ ମଳିପଡା ଗ୍ରାମର ଦିଲ୍ଲୀପ କଳସ ବୋଲି ଜଣାପଡ଼ିଛିି । ଘଟଣାସ୍ଥଳରେ!-->…
ଦିବ୍ୟାଙ୍ଗ ଯୁବକକୁ ଅତି ଅମାନୁଷିକ ମାଡ଼
ପୁରୀ ୦୪।୧୨ : ଦିବ୍ୟାଙ୍ଗ ଯୁବକକୁ ଅତି ଅମାନୁଷିକ ମାଡ । ପୁରୀ ମେରାଇନ୍ ଥାନା ଅନ୍ତର୍ଗତ ବାଲିଗୁଆଳି ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଦୃଶ୍ୟ ।
ଖବର ଅନୁଯାୟୀ, ୧୯ ବର୍ଷର ଯୁବକ ସୌମ୍ୟରଞ୍ଜନ ପ୍ରଧାନଙ୍କୁ ପାଖ ଗାଁର କିଛି ଯୁବକ ମାଡ଼ ମାରି ଲହୁଲୁହାଣ କରିଛନ୍ତି ।!-->!-->!-->…
ହାତଯୋଡି କ୍ଷମା ମାଗିଲେ ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡାଇଥିବା ୟୁଟ୍ୟୁବର
ପୁରୀ ୦୪।୧୨ : ପୁରୀ ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡାଇବା ଘଟଣା । ଭୁଲ୍ ମାଗିବା ସହ ୟୁଟ୍ୟୁବ୍ ସାଇଡ୍ରୁ ଭିଡିଓ ଡିଲିଟ୍ କଲେ ୟୁଟ୍ୟୁବର ଯୁବକ । ଏହାସହ ହାଡଯୋଡି ମଧ୍ୟ କ୍ଷମା ମାଗିଛନ୍ତି । ମୁଁ ଅଜ୍ଞାତରେ ଏପରି କାମ କରିଛି ବୋଲି ମଧ୍ୟ କହିଛନ୍ତି ।
ସୂଚନାଯୋଗ୍ୟ ଯେ, ପୁରୀ!-->!-->!-->…
ବଲାଙ୍ଗୀର ରେଳ ଷ୍ଟେସନରୁ ୩୦ ଦାଦନ ଶ୍ରମିକଙ୍କୁ ଉଦ୍ଧାର କଲା ପୋଲିସ
ବଲାଙ୍ଗୀର ୦୪।୧୨ : ୩୦ ଦାଦନ ଶ୍ରମିକ ଉଦ୍ଧାର । ବଲାଙ୍ଗୀର ରେଳ ଷ୍ଟେସନରୁ ଏହି ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି ପୋଲିସ। ବାହାର ରାଜ୍ୟକୁ ଚାଲାଣ ବେଳେ ଷ୍ଟେସନରୁ ଉଦ୍ଧାର ହୋଇଛନ୍ତି ୨୪ ଜଣ ଶ୍ରମିକଙ୍କ ସହ ୬ ଶିଶୁ ।
ଖବର ଅନୁଯାୟୀ, ବରଗଡ଼ ଜିଲ୍ଲା ଗାଇସିଲେଟ୍ ବ୍ଲକରୁ!-->!-->!-->…
ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିକୁ ସବୁ ତଥ୍ୟ ଦେଲା କମିଶନରେଟ୍ ପୋଲିସ
ଭୁବନେଶ୍ୱର ୦୪।୧୨ : ଅର୍ଚ୍ଚନା ନାଗ ଗିରଫ ମାମଲା । କୋର୍ଟଙ୍କ ନିର୍ଦ୍ଦେଶ ପରେ ଇଡିକୁ ତଥ୍ୟ ଦେଲା କମିଶନରେଟ୍ ପୋଲିସ । କମିଶନରେଟ ପୋଲିସ ତଥ୍ୟ ଦେବାରେ ଅବହେଳା କରୁଥିବା ଅଭିଯୋଗ କରି କୋର୍ଟରେ ଆବେଦନ କରିଥିଲା ଇଡି । କୋର୍ଟଙ୍କ କଡା ନିର୍ଦ୍ଦେଶ ପରେ ଇଡିକୁ ତଥ୍ୟ ହସ୍ତାନ୍ତର!-->…
ଛତ୍ରପୁର ଗୋଲାପଲ୍ଲୀରେ ବୋମାମାଡ଼…
ଛତ୍ରପୁର : ଗଞ୍ଜାମ ଜିଲା ଛତ୍ରପୁର ଥାନା ଅଧୀନ ଗୋଲାପଲ୍ଲୀ ଗ୍ରାମରେ ଜନୈକ ବ୍ୟକ୍ତିଙ୍କ ଘର ଉପରକୁ ବୋମାମାଡ଼ ହୋଇଛି। ଶନିବାର ବିଳମ୍ବିତ ରାତିରେ ଗ୍ରାମର ବି.ଉଦୟନାଥ ପାତ୍ରଙ୍କ ଘର ଉପରେ ଏହି ବୋମାମାଡ଼ ହୋଇଛି। ଘଟଣାସ୍ଥଳରେ ଛତ୍ରପୁର ପୋଲିସର ତଦନ୍ତ ଜାରି ରହିଛି। ଅପରପକ୍ଷରେ କିଛି!-->!-->!-->…