Browsing Category

ଅପରାଧ

୫ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର ଜବତ, ଜଣେ ମହିଳାଙ୍କ ସମେତ ୨ ଗିରଫ

ଖୋର୍ଦ୍ଧା: ଖୋର୍ଦ୍ଧା ଟାଉନ ଥାନା ପୁଲିସ ପକ୍ଷରୁ ହୋଇଥିବା ଚଢ଼ଉରେ ଆଜି ୫ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବର ବ୍ରାଉନ୍‌ସୁଗାର ଜବତ କରାଯିବା ସହ ଜଣେ ମହିଳାଙ୍କ ସମେତ ଦୁଇଜଣଙ୍କୁ ଗିରଫ କରାଯାଇଛି । ସୂଚନାନୁସାରେ, ଆଜି ସକାଳ ପ୍ରାୟ ସାଢ଼େ ୧୦ଟା ବେଳେ ଟାଉନ ଥାନା ପୁଲିସର ଏକ ଟିମ୍ ପୂର୍ବ…

ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ୍‌ ଛକରେ ଦୋକାନୀଙ୍କୁ ସଂଘବଦ୍ଧ ଆକ୍ରମଣ

ଭୁବନେଶ୍ୱର: ରଣକ୍ଷେତ୍ର ପାଲଟିଲା ରାସ୍ତା। ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ୍‌ ଛକରେ ଦୋକାନୀଙ୍କୁ ସଂଘବଦ୍ଧ ଆକ୍ରମଣ। ୨୦ ମିନିଟ୍‌ ଧରି ରେଲୱେ ଷ୍ଟେସନ ପାଲଟିଥିଲା ରଣ କ୍ଷେତ୍ର । ଯିଏ ବି ବିରୋଧ କରୁଥିଲା କିମ୍ବା ଦୋକାନୀଙ୍କୁ ଅଟକାଇବା ପାଇଁ ଚେଷ୍ଟା କରୁଥିଲା ଦୁର୍ବୃତ୍ତ ମାନେ ତାଙ୍କୁ…

ସମିତି ସଭ୍ୟାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ମାର୍ଶାଘାଇ ୦୩/୧୨: କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ବ୍ଲକ ଦୁମୁକା ପଞ୍ଚାୟତର ସମିତି ସଭ୍ୟା ଗୀତା ପ୍ରଧାନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଘର ଭିତରୁ କବାଟ ବନ୍ଦ ଥାଇ ନିଜ ବାସଭବନରେ ଫ୍ୟାନରେ ଝୁଲନ୍ତା ଅବସ୍ଥାରେ ମୃତଦେହ ଦେଖିବାକୁ ପାଇଥିଲେ ପରିବାର ଲୋକ । ପରେ ଘରର କବାଟ ଭାଙ୍ଗି…

ଇଡିରେ ହାଜର ହେଲେ ଶିବ ପ୍ରସାଦ ଦାସ

ଭୁବନେଶ୍ୱର: ଅର୍ଚ୍ଚନା ନାଗ ମାମଲାରେ ତଦନ୍ତକୁ ଜୋରଦାର କରିଛି ଇଡି । ଇଡିରେ ପୁଣି ହାଜର ହୋଇଛନ୍ତି ଭୁବନେଶ୍ୱରର ହୋଟେଲ୍‌ ବ୍ୟବସାୟୀ ଶିବ ପ୍ରସାଦ ଦାସ । ଦ୍ୱିତୀୟ ଥର ପାଇଁ ଅର୍ଚ୍ଚନା ନାଗ ମାମଲାରେ ହାଜର ହୋଇଛନ୍ତି। ତାଙ୍କୁ ମାରାଥନ୍‌ ଜେରା ଚାଲିଛି। ବ୍ଲାକମେଲ୍‌ ଓ ହନିଟ୍ରାପ୍‌ ଡିଲ୍‌…

ଜମି ପଟ୍ଟା ପାଇଁ ଲାଞ୍ଚ ନେବାବେଳେ ବରିଷ୍ଠ କିରାଣୀଙ୍କୁ ଧରିଲା ଭିଜିଲାନ୍ସ

ମୟୂରଭଞ୍ଜ : ଭିଜିଲାନ୍ସ ଜାଲରେ କନିଷ୍ଠ କିରାଣି। ମୟୂରଭଞ୍ଜ ଜିଲ୍ଲା ଯଶୀପୁର ତହସିଲର କନିଷ୍ଠ କିରାଣି ଭାର୍ଗବ ଚନ୍ଦ୍ର ମହାକୁଡ଼ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ଯଶୀପୁର ବ୍ଲକ କାଳିଆଣି ଗାଁର ଭୀଷ୍ମଚରଣ ହେମ୍ବ୍ରମ୍‌ଙ୍କଠାରୁ ଜମି ପଟ୍ଟା କରି ଦେବାକୁ ନେଇ ୪୦ ହଜାର ଟଙ୍କା ଲାଞ୍ଚ…

ଡିସେମ୍ବର ୫ରେ କୋର୍ଟରେ ହାଜର ହେବେ ଅର୍ଚ୍ଚନା ନାଗ, ରିମାଣ୍ଡରେ ନେବ ଇଡି

ଭୁବନେଶ୍ବର: ବ୍ଲାକମେଲର ଲେଡି ଅର୍ଚ୍ଚନା ନାଗ ଚଳିତ ମାସ ୫ ତାରିଖରେ ଏସ୍‌ଡିଜେଏମ୍‌ କୋର୍ଟରେ ହାଜର ହେବେ। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ପ୍ରଡକ୍ସନ ଆବେଦନ ଆଧାରରେ ଅର୍ଚ୍ଚନା କୋର୍ଟରେ ହାଜର ହେବେ। କୋର୍ଟରେ ହାଜର ପରେ ଇଡି ତାଙ୍କୁ ରିମାଣ୍ଡରେ ନେବାକୁ ଆବେଦନ କରିବ।

ନଦୀରେ ଭାସିଗଲେ ୨ ଯୁବକ, ଜଣେ ନିଖୋଜ

ମାର୍ଶାଘାଇ ୦୨/୧୨: ଚିତ୍ରୋତ୍ପଳା ନଦୀରେ ଗାଧେଇବାକୁ ଯାଇ ଭାସିଗଲେ ୩ ଯୁବକ। ଏପରି ଘଟଣା କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି। ଏହାଦେଖି ସ୍ଥାନୀୟ ଲୋକମାନେ ୨ ଯୁବକଙ୍କୁ ଉଦ୍ଧାର କରିଛନ୍ତି। ଅନ୍ୟଜଣେ ଭାସିଯାଇଥିବା ଯୁବକ ବର୍ତ୍ତମାନ ସୁଦ୍ଧା ନିଖୋଜ…

ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର; ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

ଆନନ୍ଦପୁର ୦୨/୧୨: ଶୋଇବା ଘରେ ଦଉଡ଼ିରେ ଫାସି ଦେଇ ମହିଳା ମୃତ। ମହିଳାଙ୍କ ବାପ ଘର ଲୋକ ଆଣିଲେ ହତ୍ୟା ଅଭିଯୋଗ। ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅତା ଗାଁରେ ଲକ୍ଷ୍ମୀରାଣୀ ଏପରି ଅଭାବନୀୟ ଘଟଣା ହୋଇଛି। ଲକ୍ଷ୍ମୀରାଣୀ ପାଗଳ ନାମକ ମହିଳାଙ୍କ ମୃତଦେହକୁ ପୋଲିସ…

ପୋଲିସର ନିସ୍ତୁକ ମାଡ଼ରେ ବ୍ୟବସାୟୀ ଲହୁଲୁହାଣ

ଫୁଲବାଣୀ ୦୨/୧୨: ଗଂଜାମ ଜିଲ୍ଲା ଗୋପାଳପୁର ପୋଲିସର ଅମାନବୀୟତା ଓ ବର୍ବରତା । କୌଣସି କାରଣ ନଥାଇ ଗଂଜାମ ଜିଲ୍ଲା ଗୋପାଳପୁର ଥାନା ଅଧିକାରୀ ଶ୍ରୀକାନ୍ତ ଖମାରିଙ୍କ ନିର୍ଦେଶରେ କିଛି ପୋଲିସ ବେସରକାରୀ ଗାଡ଼ିରେ ଆସି ଗତ ୨୭ ତାରିଖ ଦିନ ବିଳମ୍ବିତ ରାତିରେ ରେଡି ମେଡ଼ ଗାର୍ମେଣ୍ଟସ ବ୍ୟବସାୟୀ…

ପୋଲିସର ନିସ୍ତୁକ ମାଡ଼ରେ ବ୍ୟବସାୟୀ ଲହୁ ଲୁହାଣ, ଥାନାଧିକାରୀଙ୍କ ନାଁରେ ମାମଲା ରୁଜ୍ଜୁ…

ଫୁଲବାଣୀ -ଗଂଜାମ ଜିଲ୍ଲା ଗୋପାଳ ପୁର ପୋଲିସର ଅମାନବୀୟତା ଓ ବର୍ବରତା lକୌଣସି କାରଣ ନଥାଇ ଗଂଜାମ ଜିଲ୍ଲା ଗୋପାଳପୁର ଥାନା ଅଧିକାରୀ ଶ୍ରୀକାନ୍ତ ଖମାରିଙ୍କ ନିର୍ଦେଶରେ କୁଆଡେ କିଛି ପୋଲିସ ଏକ ବେସରକାରୀ ଗାଡ଼ିରେ ଆସି ଗତ ୨୭ ତାରିଖ ଦିନବିଳମ୍ବିତ ରାତିରେ କନ୍ଧମାଳ ଜିଲ୍ଲା ରାଇକିଆ…