Sign in
Sign in
Recover your password.
A password will be e-mailed to you.
Browsing Category
ଅପରାଧ
ଏସ୍ପି ଅଫିସ ସମ୍ମୁଖରୁ ଚୋରି, ଦୁଇଟି ଦୋକାନରୁ ନେଇଗଲେ ଲକ୍ଷାଧିକ ଟଙ୍କା ଓ ସାମଗ୍ରୀ
ଭଦ୍ରକ ୨୦।୧୧ : ଭଦ୍ରକ ଏସ୍ପି ଅଫିସ ସମ୍ମୁଖରେ ଥିବା ଦୁଇଟି ଦୋକାନରୁ ଚୋରି । ଗୋଟିଏ ବ୍ୟାଗ୍ ଓ ଡ୍ରେସ୍ ଦୋକାନରୁ ଜିନିଷ ପତ୍ର ସହ ନଗଦ ଟଙ୍କା ଚୋରି ହୋଇଥିବା ଅଭିଯୋଗ । ଭଦ୍ରକ ଟାଉନ୍ ଥାନାରେ ଅଭିଯୋଗ ପରେ ପୋଲିସ ଛାନ୍ଭିନ୍ ଆରମ୍ଭ କରିଛି ।
ଖବର ଅନୁଯାୟୀ, ଭଦ୍ରକ!-->!-->!-->…
ED ଅଫିସରେ ଅର୍ଚ୍ଚନାଙ୍କ ଏଣ୍ଡେଭର କାର୍
ଭୁବନେଶ୍ୱର ୨୦।୧୧ : ED ଅଫିସରେ ଅର୍ଚ୍ଚନାଙ୍କ ଏଣ୍ଡେଭର କାର୍। ଭୁବନେଶ୍ବର ED ଅଫିସ ପରିସରକୁ ନିଆଗଲା ଅର୍ଚ୍ଚନା ନାଗଙ୍କ ଏଣ୍ଡେଭର କାର୍। ଶନିବାର ଭୁବନେଶ୍ବର ମଞ୍ଚେଶ୍ବର ଶିଳ୍ପାଞ୍ଚଳରୁ ଅର୍ଚ୍ଚନାଙ୍କ ଏଣ୍ଡେଭର କାର୍ ଜବତ କରିଥିଲା ଇଡି । ଅର୍ଚ୍ଚନା ନାଗଙ୍କ ଏଣ୍ଡେଭର କାର ନମ୍ବର ପ୍ଲେଟ!-->…
ଭୁବନେଶ୍ବରରେ ୧୨ ଗ୍ରାମ ବ୍ରାଉନସୁଗାର ସହ ଦେଶୀ ବନ୍ଧୁକ ଜବତ, ବ୍ୟବସାୟୀ ଗିରଫ
ଭୁବନେଶ୍ବର: ବାଲେଶ୍ବର ଭଳି ଭୁବନେଶ୍ୱର ମଧ୍ୟ ବ୍ରାଉନସୁଗାରର ପେଣ୍ଠସ୍ଥଳୀ ପାଲଟିଛି। ନିଶା ବେପାରୀମାନେ କୋଟି କୋଟି ଟଙ୍କାର କାରବାର କରୁଛନ୍ତି। ଏହି ବେପାରରେ ଯୁବପିଢ଼ି ମଧ୍ୟ ସଂପୃକ୍ତ ରହୁଛନ୍ତି। ବ୍ରାଉନସୁଗାର ବେପାର ଉପରେ ନିୟନ୍ତ୍ରଣ କରିବା ପାଇଁ ଅପରେସନ ହ୍ବାଇଟ୍ ସ୍ପାଇଡର!-->…
ଟ୍ରକ ପଛରେ ପିଟିଲା ପିକ୍-ଅପ୍ ଭ୍ୟାନ, ଜଣେ ମୃତ
ରାଉରକେଲା, ୧୯/୧୧: ରାଉରକେଲା ଚାନ୍ଦିପୋଷ ଥାନା ବିରତୋଳା ବଜାର ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘିଟିଛି । ରାସ୍ତାକଡ଼ରେ ଛିଡା ହୋଇଥିବା ଟ୍ରକ ପଛରେ ଭାରସାମ୍ୟ ହରାଇ ଏକ ପିକ୍-ଅପ୍ ଭ୍ୟାନ ଧକ୍କା ହୋଇଛି । ଫଳରେ ଏହି ଦୁର୍ଘଟଣାରେ ପିକ୍-ଅପ୍ ଭ୍ୟାନର ଚାଳକ ସହ ବସିଥିବା ବ୍ୟକ୍ତିଙ୍କୁ!-->…
ଡିଜିଟାଲ ଲୋନ ଆପ୍ ମାମଲା: ଏକ କୋଟି ୪୫ଲକ୍ଷ ଟଙ୍କା ଫ୍ରିଜ୍ କଲା ଭୁବନେଶ୍ୱରର କ୍ରାଇମବ୍ରାଞ୍ଚ EOW
ଡିଜିଟାଲ ଲୋନ ଆପ୍ ମାମଲାରେ ଏକ କୋଟି ୪୫ଲକ୍ଷ ଟଙ୍କା ଫ୍ରିଜ୍ କଲା ଭୁବନେଶ୍ୱରର କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା। ଅଭିଯୁକ୍ତ ରାଇଟ ଷ୍ଟାର୍ଟ ବିଜନେସ ପ୍ରାଇଭେଟ ଲିମିଟେଡର ନିର୍ଦ୍ଦେଶକ ନିତିନ ମଲ୍ଲିକଙ୍କ ଏକ କୋଟି ୪୫ଲକ୍ଷ ଟଙ୍କା ଫ୍ରିଜ୍ କଲା ଇଓଡବ୍ଲ୍ୟୁ।
ଡିଜିଟାଲ!-->!-->!-->…
ଶଙ୍ଖା ସିନ୍ଦୁର ଧରି ପ୍ରେମିକର ଘର ସାମ୍ନାରେ ଧାରଣା
ଢେଙ୍କାନାଳ : ପ୍ରେମିକର ଘର ସାମ୍ନାରେ ଶଙ୍ଖା ସିନ୍ଦୁର ଧରି ପ୍ରେମିକାର ଧାରଣା । ଏଭଳି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ଭଳି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ । କଙ୍କଡାହାଡ଼ ଥାନା ଠାରୁ ମାତ୍ର ଗୋଟିଏ କିଲୋମିଟର ଦୂରରେ ଥିବା ଭଦଳିଆ ସାହିରେ ଏ ଦୃଶ୍ୟ!-->…
ଖଲ୍ଲିକୋଟ କଲେଜ୍ରେ ରାଗିଂ, ଅଭିଯୋଗ ଆଣିଲେ ଛାତ୍ରୀ…
ବ୍ରହ୍ମପୁର, ୧୯/୧୧: ବ୍ରହ୍ମପୁର ଅନ୍ତର୍ଗତ ବିନାୟକ ଆଚାର୍ଯ୍ୟ କଲେଜ ରାଗିଂ ଘଟଣା ଥମି ନଥିବା ବେଳେ ଏବେ ଖଲ୍ଲିକୋଟ ଜୁନିଅର କଲେଜରେ ରାଗିଂ କରାଯାଇଥିବା ଅଭିଯୋଗ ହୋଇଛି । ଉକ୍ତ କଲେଜ୍ର ଯୁକ୍ତଦୁଇ ବିଭାଗର ପ୍ରଥମ ବର୍ଷ ଛାତ୍ରୀ ଏହି ଅଭିଯୋଗ କରିଛନ୍ତି। କଲେଜ ଅଧ୍ୟକ୍ଷଙ୍କୁ ରାଗିଂ ନେଇ!-->…
ଇଡିରେ ହାଜର ହେଲେନି ଅକ୍ଷୟ ପରିଜା
ଭୁବନେଶ୍ୱର ୧୯।୧୧ : ଲେଡି ବ୍ଲାକମେଲ ଅର୍ଚ୍ଚନା ନାଗ ଗିରଫ ମାମଲା । ଇଡିରେ ହାଜର ହେଲେନି ଅକ୍ଷୟ ପରିଜା । କିନ୍ତୁ ସେନ ପ୍ରଯୋଜକ ଅକ୍ଷୟ ପରିଜାଙ୍କ ବଦଳରେ ତାଙ୍କ ଓକିଲ ହାଜର ହୋଇଛନ୍ତି ।
ଖବର ଅନୁଯାୟୀ, ଅର୍ଚ୍ଚନା ନାଗର ଆର୍ଥିକ ହେର୍ଫେର୍ ମାମଲାରେ ତଦନ୍ତ କରୁଛି ଇଡି । କିଛି ଦିନ!-->!-->!-->…
ବ୍ୟାସନଗର ଫାଇଲ ଫିଙ୍ଗା ଘଟଣାରେ ନୂଆ ମୋଡ, ଦ୍ୱିତୀୟ ଥର ଅଭିଯୋଗ କଲେ ପୂର୍ବତନ ପୌର ଅଧିକାରୀ
ଯାଜପୁର ୧୯/୧୧: ଯାଜପୁର ଜିଲ୍ଲା ବ୍ୟାସନଗର ପୌର ପରିଷଦରେ ଲାଗିରହିଛି ଅସ୍ଥିରତା । ବ୍ୟାସନଗର ପୌରପରିଷଦରେ ପୋୖର ନିର୍ବାହୀ ଅଧିକାରୀଙ୍କୁ ଅଧକ୍ଷା ଙ୍କ ଫାଇଲ ଫୋପାଡିବା ଓ ଅଶାଳୀନ ବ୍ୟବହାର ର ଭିଡିଓ ଭାଇରାଲ ଘଟଣା ପୁଣି ନୂଆ ମୋଡ଼ ନେଇଛି ।
ଶୁକ୍ରବାର ରାତିରେ ଯାଜପୁର ରୋଡ଼ ଥାନାରେ!-->!-->!-->…
ସିମକାର୍ଡ ଜାଲିଆତି ମାମଲା, ଭଦ୍ରକରୁ ଜଣକୁ ଉଠାଇନେଲା ଦିଲ୍ଲୀ ପୋଲିସ
ଭଦ୍ରକ ୧୯/୧୧: ସିମକାର୍ଡ ଜାଲିଆତି ମାମଲାରେ ଭଦ୍ରକରୁ ଜଣକୁ ଉଠାଇଲା ନେଲା ଦିଲ୍ଲୀ ପୋଲିସର ସାଇବର ଟିମ୍ । ସୂଚନା ଅନୁଯାୟୀ ଦିଲ୍ଲୀ ସାଇବର ସେଲର ଏକ ସ୍ୱତନ୍ତ୍ର ଟିମ ଦୁଇ ଦିନ ହେଲା ଭଦ୍ରକରେ ରହି ମୋବାଇଲ ଫୋନରେ ବ୍ୟବହୃତ ହେଉଥିବା ସିମକାର୍ଡ ଜାଲିଆତିର ତଦନ୍ତ କରିଥିଲେ । ଚରମ୍ପା!-->…