Browsing Category

ଅପରାଧ

୧୫ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ବେଲପଡ଼ା ତହସିଲ ସେକ୍ସନ ଅଫିସର

ବଲାଙ୍ଗିର : ୧୫ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡିଲେ ତହସିଲ ସେକ୍ସନ ଅଫିସର। ବଲାଙ୍ଗିର ବେଲପଡ଼ା ତହସିଲ ସେକ୍ସନ ଅଫିସର ଯୁଗଳ କିଶୋର ରାଉତ ଲାଞ୍ଚ ନେଇ ଧରାପଡିଛନ୍ତି। ଏକ ଜମିଜମା ମାମଲାରେ ଅଭିଯୋଗକାରୀଙ୍କ ସପକ୍ଷରେ ତହସିଲଦାରଙ୍କ ନିର୍ଦ୍ଦେଶ କରାଇ ଦେବାକୁ କହି ନେଉଥିଲେ ଲାଞ୍ଚ।…

ଚଣ୍ଡିଖୋଲ ଛକରେ ସିରିଜ ଦୁର୍ଘଟଣା, ଫିଲ୍ମ ଷ୍ଟାଇଲରେ ଓଲଟିଲା କାର୍

ଚଣ୍ଡୀଖୋଲ ୧୮/୧୧: ଯାଜପୁର ଜିଲ୍ଲା ଚଣ୍ଡିଖୋଲ ଛକରେ ସିରିଜ ଦୁର୍ଘଟଣା । NH16 ଚଣ୍ଡିଖୋଲ ଛକ ନିକଟରେ ଏକ କାରଟି ଅନ୍ୟ ଏକ କାର୍ ସହ ଧକା ଦେଇଥିଲେ । ଯାହା ଫଳରେ ଅନ୍ୟ ଏକ କାରଟି ଜାତୀୟ ରାଜପଥରେ ଛିଡା ହୋଇଥିବା ଏକ ସ୍କର୍ପିଓରେ ଧକା ଦେଇ ଓଲଟି ପଡିଥିଲା । ଯାହା ଫଳରେ ତିନୋଟି ଗାଡି…

ବାଲେଶ୍ୱରରେ ହତ୍ୟା, ଛତାବରରୁ ମିଳିଲା କଟାମୁଣ୍ଡ

ବାଲେଶ୍ୱର ୧୮/୧୧: ଖାନନଗରରେ ଗତ ୬ ତାରିଖ ହୋଇଥିବା ହତ୍ୟାକାଣ୍ଡରେ ମୃତ ଯୁବକଙ୍କ କଟାମୁଣ୍ଡ ମିଳିଛି । ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ଛତାବର ଛକରୁ ଗୁରୁବାର କଟାମୁଣ୍ଡ ଜବତ କରିଛି ବାଲେଶ୍ୱର ସଦର ଥାନା ପୋଲିସ । ପାଣିକୋଇଲି ପୂର୍ବରୁ ଛତାବର…

କଂଗ୍ରେସ ଭବନରୁ ଚୋରି, କ୍ୟାପିଟାଲ ଥାନାରେ ଏତଲା

ଭୁବନେଶ୍ୱର ୧୮/୧୧: ରାଜଧାନୀର କେନ୍ଦ୍ରସ୍ଥଳ ଭାବେ ପରିଚିତ ମାଷ୍ଟରକ୍ୟାଣ୍ଟିନ ଛକର କଂଗ୍ରେସ ଭବନ ଏବେ ଅସୁରକ୍ଷିତ । ପୂର୍ବରୁ କଂଗ୍ରେସ ଭବନ ଉପରକୁ ଏକାଧିକ ଥର ବୋମାମାଡ଼ ଓ ଆକ୍ରମଣ ହୋଇଥିଲା । ସବୁଥର ଅଘଟଣ ଘଟିବା ପରେ ପୁଲିସ କଂଗ୍ରେସ ଭବନରେ ପହଞ୍ଚୁଥିଲା । ଏବେ ଭବନ ପରିସରରେ…

ଛାତ୍ରୀ ରାଗିଙ୍ଗ ଘଟଣା, କଲେଜରୁ ପ୍ରମାଣପତ୍ର ସହ ୧୨ଛାତ୍ରଙ୍କୁ କରାଯିବ ବିତାଡିତ…

ବ୍ରହ୍ମପୁର ୧୮/୧୧: ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟରେ ଛାତ୍ରୀ ରାଗିଙ୍ଗ ଘଟଣା । ୧୨ ଜଣ ଛାତ୍ର ଛାତ୍ରୀଙ୍କୁ ଆଜି କଲେଜରୁ ପ୍ରମାଣପତ୍ର ପ୍ରଦାନ କରି ବିତାଡିତ କରାଯିବ । ଯେଉଁମାନେ ଗିରଫ ହୋଇଛନ୍ତି ସେମାନଙ୍କୁ ବାଳସୁଧାର ଗୃହକୁ ପୋଲିସ କାବୁ କରି ପଠାଇଛି ସେମାନଙ୍କ ପ୍ରମାଣପତ୍ର ପୋଷ୍ଟରେ…

ନାବାଳିକା ଅପହରଣ ମାମଲାରେ ଅଭିଯୁକ୍ତ ଗିରଫ

ଆନନ୍ଦପୁର ୧୮/୧୧: ଜଣେ ୧୪ ବର୍ଷୀୟା ନାବାଳିକାକୁ ଅପହରଣ ମାମଲା । ଚାନ୍ଦବାଲି ଅଞ୍ଚଳର ଅଭିଯୁକ୍ତ ସେକ୍ ଫୈଜଲ କୁ ଗିରଫ କରିଛି ଆନନ୍ଦପୁର ପୋଲିସ୍ । ଆନନ୍ଦପୁର ପୌରାଞ୍ଚଳ ୭ନଂ ଓ୍ବାର୍ଡ ମୁଣ୍ଡାସାହିରୁ ଗତ ମାର୍ଚ୍ଚ ମାସରେ ଫୈଜଲ ଜଣେ ନାବାଳିକାକୁ ଅପହରଣ କରିନେଇ ଅହମଦାବାଦରେ କାମରେ…

ଭାରସାମ୍ୟ ହରାଇ ଗଛରେ ପିଟି ହେଲା ପରିବା ବୋଝେଇ ଟ୍ରକ, ଦୁଇ ମୃତ

ଭଞ୍ଜନଗର ୧୮/୧୧: ଭାରସାମ୍ୟ ହରାଇ ଗଛରେ ପିଟି ହେଲା ପରିବା ବୋଝେଇ ଟ୍ରକ୍ । ଘଟଣାସ୍ଥଳରେ ଡ୍ରାଇଭର ଓ ହେଲ୍ପରଙ୍କ ମୃତ୍ୟୁ । ତାରାସିଙ୍ଗ ଥାନା ଅନ୍ତର୍ଗତ କୋକୋଳଵା ଗାଁ ନିକଟରେ ଘଟିଛି ଏହି ଦୁର୍ଘଟଣା । ମୃତକଙ୍କ ପ୍ରକୃତ ପରିଚୟ ମିଳିନଥିବା ବେଳେ ଦୁହେଁ ମହାରାଷ୍ଟ୍ରର ବୋଲି ଜଣାପଡିଛି…

୫୦୦୦ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ଲାଇନ ମ୍ୟାନ କାଳୁ ଚରଣ ପଲାଇ…

ଫୁଲବାଣୀ -୧୮/୧୧ କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ଟିପିଏସଓ ଡିଏଲର ଲାଇନ ମ୍ୟାନ କାଳୁ ଚରଣ ପଲାଇ ନୂତନ ବିଦ୍ୟୁତ ସଂଯୋଗ ଦେବା ପାଇଁ ଶୁକ୍ରବାର ପାଞ୍ଚ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ବିଭାଗ ଅଧିକାରୀ ମାନେ ଘଟଣା ସ୍ଥଳରେ ଟଙ୍କା ଜବତ କରିବା ସହ ଗିରଫ କରିଥିଲେ ।…

ପୋଲିସ କବ୍‌ଜାରେ ୩ ଅଭିଯୁକ୍ତ ଚୋର ଗିରଫ, ଚୋରି ସାମଗ୍ରୀ ଜବତ…

ହିଞ୍ଜିଳିକାଟୁ : ୧୮।୧୧: ହିଞ୍ଜିଳି ଥାନା ଅଞ୍ଚଳରେ ବହୁ ଚୋରି ଘଟଣାରେ ପୋଲିସ ଏକ ପେଷାଦାର ଚୋର କୁ ଧରିବା ସହ ଵହୁ ଚୋରି ସାମଗ୍ରୀ ଜବତ କରିଛି ଗତ ଦୁଇ ମାସ ତଳେ ହିଞ୍ଜିଳି ଥାନା ଅଞ୍ଚଳର ସମରଝୋଳ ଛକ କାଳୀ ମନ୍ଦିର ରେ ୧୮।୭ ।୨୨ ଓ ପୋଚିଲିମା ପଚାଂୟତ କାର୍ଯ୍ୟାଳୟରୁ ଚୋରି ହୋଇଥିବା ନେଇ…

ଫୋନରେ ମନ୍ତ୍ରୀଙ୍କ ସ୍ୱର କରି ବ୍ୟବସାୟୀଙ୍କ ଠାରୁ ଟଙ୍କା ଲୁଟି ନେଲେ କିନ୍ନର

ଭୁବନେଶ୍ବର: କିନ୍ନର ମନୀଷାଙ୍କ ମାରାତ୍ମକ କାହାଣୀ ମନ୍ତ୍ରୀଙ୍କ ନାଁ ନେଇ ଲଗାଇଦେଲେ ଚୁନ । ମନ୍ତ୍ରୀଙ୍କ ଘରେ ହୋମ ଯଜ୍ଞ ହେବ କହି ବ୍ୟବସାୟୀଙ୍କ ଠାରୁ ନେଇଗଲେ ଟଙ୍କା । ବ୍ୟବସାୟୀ ବିକାଶ ସେହଗଲ ଏ ନେଇ ସାଇବର ଥାନାରେ ଅଭିଯୋଗ କରିବା ପରେ କିନ୍ନର ମନୀଷା ଓରଫ ସୌମ୍ୟ ରଞ୍ଜନ ପ୍ରଧାନ ଓ…