Browsing Category

ଅପରାଧ

ଭୁବନେଶ୍ବରରୁ ମୋଷ୍ଟ ୱାଣ୍ଟେଡ ଶିବା ଗିରଫ: ୩ଟା ଥାନାରେ ଥିଲା ୧୫ ମାମଲା

ଭୁବନେଶ୍ବର: ମୋଷ୍ଟ ୱାଣ୍ଟେଡ ଶିବା ଗିରଫ। ରାଜଧାନୀରେ ଚେନ ଝମ୍ପା ଗ୍ୟାଙ୍ଗକୁ ଧରିଲା ଖଣ୍ଡଗିରି ଥାନା ପୁଲିସ। ବାପାଙ୍କ ଦଶାହ କାର୍ଯ୍ୟରେ ଯୋଗ ଦେବ କହି ପାରୋଲୋରେ ଝାରପଡା ଜେଲରୁ ଗତ ଅଗଷ୍ଟ ମାସରେ ଆସିଥିଲା ଶିବା । ସେବେଠୁ ପାରୋଲୋରେ ଆସି ୫ ଜଣଙ୍କ ଚେନ ଛଡାଇ ଫେରାର ଥିଲା ଶିବା।…

ସ୍କୁଲ ପରିସରରୁ ମଧ୍ୟାହ୍ନ ଭୋଜନ ଚାଉଳ ଚୋରି କରି ବିକ୍ରି କରିବା ଘଟଣା, ୨ଜଣ ଶିକ୍ଷକ ନିଲମ୍ବିତ

ଚାନ୍ଦବାଲି: ସ୍କୁଲ ପରିସରରୁ ମଧ୍ୟାହ୍ନ ଭୋଜନ ଚାଉଳ ଚୋରି କରି ବିକ୍ରି କରିବା ଘଟଣାରେ ଦୁଇ ଶିକ୍ଷକ ନିଲମ୍ବିତ। ଭଦ୍ରକ ଜିଲ୍ଲା ଚାନ୍ଦବାଲି ତେନ୍ତୁଲିଡ଼ିହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ ଜଣେ ସହକାରୀ ଶିକ୍ଷକଙ୍କୁ ନିଲମ୍ବନ କରିଛନ୍ତି ବ୍ଲକ ଶିକ୍ଷାଧିକାରୀ। ପାଖାପାଖି…

କଲେଜ୍‌ ଛାତ୍ରୀଙ୍କୁ ରାଗିଂ ଘଟଣା, ୫ ଛାତ୍ରଙ୍କୁ ଗିରଫ କଲା ପୋଲିସ୍‌…

ବ୍ରହ୍ମପୁର, ୧୭।୧୧: ବ୍ରହ୍ମପୁର ବଡ଼ ବଜାର ଥାନା ଅନ୍ତର୍ଗତ ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟ ଛତ୍ରୀ ରାଗିଂ ଘଟଣାରେ ଗିରଫ ସଂଖ୍ୟା ୫କୁ ବୃଦ୍ଧି । ଗତକାଲି ଉକ୍ତ ଘଟଣାରେ ୨ ଛାତ୍ର ଗିରଫ ହୋଇଥିବା ବେଳେ ଆଜି ୩ ଜଣ ଛାତ୍ରଙ୍କୁ ଗିରଫ କରିଛି ବ୍ରହ୍ମପୁର ପୋଲିସ । ଗିରଫ ୫ ଜଣ ଛାତ୍ରଙ୍କ…

ଗିରିଧାରୀ ମଠରୁ ଚୋରି, ନେଇଗଲେ ଅନେକ ଦୁର୍ଲଭ ମୂର୍ତ୍ତି

ସାଲେପୁର ୧୭।୧୧ : କଟକ ଜିଲ୍ଲା କିଶନନଗର ଥାନା ଗିରିଧାରୀ ମଠରୁ ଚୋରି । ରାତିରେ ଲକ୍ଷାଧିକ ଟଙ୍କାର ମୂର୍ତ୍ତି ଚୋରି କରିନେଲେ ଲୁଟେରା । ଗିରିଧାରୀ ମଠ ପରିଚାଳନା କମିଟି ପକ୍ଷରୁ ଏନେଇ ଥାନାରେ ଅଭିଯୋଗ ହୋଇଛି । ଖବର ଅନୁଯାୟୀ, ବୁଧବାର ବିଳମ୍ବିତ ରାତିରେ ଠାକରଙ୍କ…

ଜରୁରୀ ସେବାକେନ୍ଦ୍ରରେ ବଢୁଛି ଫେକ୍‌ କଲ୍‌

ଭୁବନେଶ୍ୱର ୧୭/୧୧: ଜରୁରୀ ସେବା ସହ ସାଙ୍ଘାତିକ ଖେଳ । ବାରମ୍ୱାର ଆସୁଛି ଫେକ୍ କଲ୍ । ଏନେଇ ଅଭିଯୋଗ କଲାପରେ ବି ସୁଧୁରୁନାହାଁନ୍ତି ଲୋକେ । ବାରମ୍ୱାର କଲ୍ କରି କର୍ମଚାରୀଙ୍କୁ କରୁଛନ୍ତି ହଇରାଣ ହରକତ । ଲୋକଙ୍କୁ ଆମ୍ବୁଲାନ୍ସ ସେବା ଯୋଗାଇଦେବାକୁ ରାଜ୍ୟ ସରକାର ୧୦୪ ଓ ୧୦୮…

ପେଟ୍ରୋଲ ପମ୍ପରେ ବୋମାମାଡ଼: ଲକ୍ଷାଧିକ ଟଙ୍କା ଲୁଟ୍

ଖଣ୍ଡପଡ଼ା ୧୭।୧୧ : ପଟ୍ରୋଲ ପମ୍ପରେ ବୋମାମାଡ଼ । ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ଥାନା ରାଜକିଆରୀ ନିକଟରେ ଥିବା ପଟ୍ରୋଲ ପମ୍ପରେ ବୋମାମାଡ଼ ହୋଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ଖବର ଅନୁଯାୟୀ, ବୁଧବାର ବିଳମ୍ବିତ ରାତିରେ ୬ ଜଣ ଦୁର୍ବୁତ୍ତ ଏକ ନାଲି କାରରେ ଆସି ମା…

କାମୁଡ଼ି ଖଣ୍ଡିଆ କଲା ପରେ ବିଦା ହେଲା ପୋଷା କୁକୁର

ଭୁବନେଶ୍ୱର : ଆଜି ଭୁବନେଶ୍ୱରର ନନ୍ଦନକାନନ ରୋଡ ତପସ୍ୱୀ କ୍ୟ୍ଯାମ୍ପସରେ ଘଟିଛି ଏକ ଅଘଟଣ । ଜଣେ ନାବାଳକକୁ କୁକୁର କାମୁଡ଼ି ଆହତ କରିବା ଘଟଣାକୁ ନେଇ ସେଠାରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା ।ଯାହା ସୂଚନା ରହିଛି ତପସ୍ୱୀ କ୍ୟାମ୍ପସରେ ପରିବାର ସହ ରହୁଛନ୍ତି ଶ୍ରାବଣୀ ପଟ୍ଟନାୟକ…

କୋଟିପତି ସହକାରୀ ନିର୍ବାହୀ ଯନ୍ତ୍ରୀ ଗିରଫ, ୬ କୋଟିରୁ ଉର୍ଦ୍ଧ୍ଵ ଟଙ୍କାର ଆୟ ବହିର୍ଭୁତ ସମ୍ପତ୍ତି ଠାବ

ଭୁବନେଶ୍ଵର: RWSS ସହକାରୀ ନିର୍ବାହୀ ଯନ୍ତ୍ରୀ ରବି ନାରାୟଣ ପଣ୍ଡା ଗିରଫ। ଗିରଫ ନେଇ ସୂଚନା ଦେଲେ ଭିଜିଲାନ୍ସ ଏସପି ଏମ.ରାଧାକ୍ରିଷ୍ଣନ। ଦୁର୍ନୀତିଖୋର ବାବୁଙ୍କର ୬ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଆୟ ବହିର୍ଭୁତ ସମ୍ପତ୍ତି ଠାବ ହୋଇଛି। ଏଥିରେ ଦୁଇଟି କୋଠା ସାଙ୍ଗକୁ ୧୨ ଟି ପ୍ଲଟ…

ମନ୍ଦିରରୁ ନେଇଗଲେ ବହୁମୂଲ୍ୟ ଅଷ୍ଟଧାତୁରେ ନିର୍ମିତ ଦେବାଦେବୀଙ୍କ ମୂର୍ତ୍ତି

ପୁରୀ: ପୁରୀରେ ପୁଣି ମୂର୍ତ୍ତି ଚୋରଙ୍କ ଆତଙ୍କ। ମନ୍ଦିର ଭିତରୁ ଦୁର୍ବୁତ୍ତ ମାନେ ଚୋରି କରିନେଲେ ବହୁମୂଲ୍ୟ ଅଷ୍ଟଧାତୁରେ ନିର୍ମିତ ଦେବା ଦେବୀଙ୍କ ମୂର୍ତ୍ତି। ଏଥିସହ ରୂପା ଅଳଙ୍କାର ମଧ୍ୟ ଚୋରି କରି ନେଇଥିବା ଅଭିଯୋଗ ହୋଇଛି। ପୁରୀ ସଦର ଚନ୍ଦନପୁର ଥାନା ଅନ୍ତର୍ଗତ ଆଳପୁର ଗ୍ରାମରେ…

ବ୍ୟବସାୟୀଙ୍କୁ ଆକ୍ରମଣ କରି ଲୁଟ୍

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବଜାର ସ୍ଥିତ ଲଳିତ କ୍ଲଥ ଷ୍ଟୋର ମାଲିକ ଅଙ୍କିତ ମୁନ୍ଦରା଼ ଙ୍କୁ, ବନ୍ଧୁକ ଓ ଭୁଜାଲି ଦେଖାଇ ଗତ ରାତିରେ ୫୦ହଜାର ରୁ ଉର୍ଦ୍ଧ ଟଙ୍କା ସହ ସୁନା ଚେନ ଓ ୩ଟି ମୋବାଇଲ ଲୁଟି ନେଇଛନ୍ତି। ଘଟଣା ସ୍ଥଳରେ ଆଜି ସାଇଣ୍ଟିଫିକ ଟିମ ଓ ଡଗ ସ୍କ୍ବାର୍ଡ…