Browsing Category

ଅପରାଧ

ରେଭ୍‌ ପାର୍ଟି ରେ ଚଢାଉ, ରିସୋର୍ଟ ମାଲିକଙ୍କୁ କୋର୍ଟ ଚାଲାଣ

ଭୁବନେଶ୍ୱର ୦୬।୧୧ : ରିସୋର୍ଟ ବାହାରେ ଦାମୀ ଦାମୀ କାର୍‌ ଲାଗିଥିଲା । ଭିତରେ କମ୍ପୁଥିଲା ଡିଜେ । କିଏ ଅର୍ଦ୍ଧନଗ୍ନ ତ’ପୁଣି କିଏ ବିବସ୍ତ୍ର । କିଛି ସୁଇମିଂ ପୁଲ୍‌ରେ ତ’ଆଉ କିଛି ଛାତ ଉପରେ ଅଶ୍ଳୀଳ ଡ୍ୟାନ୍ସ କରୁଥିଲେ । ସବୁ ନିଶାରେ ଚୂର… । ପୁଲିସ୍‌ ପହଞ୍ଚିଲା ବେଳକୁ ରିସୋର୍ଟ ଭିତର…

ବିଚାରଧୀନ କଏଦୀଙ୍କ ମୃତ୍ୟୁ

ଢେଙ୍କାନାଳ, ୬/୧୧: ବିଚାରଧୀନ କଏଦୀଙ୍କ ମୃତ୍ୟୁ । ମୃତକ ଏକ ଏଟିଏମ ଲୁଟ୍ ମାମଲାରେ ଗିରଫ ହୋଇଥିଲେ। ତାଙ୍କ ନାମ ନିରଞ୍ଜନ ପାଣି ଓରଫ୍ ନିର ବୋଲି ଜଣାପଡିଛି । ଘର ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଅନ୍ତର୍ଗତ ଅଲବଗା ଗାଁରେ ବୋଲି ଜଣାପଡିଛି । ସୂଚନା ଅନୁସାରେ, ଅକ୍ଟୋବର ମାସ ୩ ତାରିଖ…

ସ୍କର୍ପିଓ ଗାଡିରୁ ୨ ହଜାର ଲିଟର ମଦ ଜବତ, ଜଣେ ଗିରଫ

ଭଦ୍ରକ୦ ୬।୧୧ : ଦୁଇ ହଜାର ଲିଟର ବିଦେଶୀ ମଦ ଜବତ । ଏହାସହିତ ଏକ ସ୍କର୍ପିଓ ଗାଡିକୁ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି ପୋଲିସ । ଭଦ୍ରକ ଜିଲ୍ଲା ପୁରୁଣାବଜାର ଥାନା ଅଞ୍ଚଳରେ ଏପରି ଘଟଣା ଦେଖିବାକୁ ମିଳିଛି । ଖବର ଅନୁଯାୟୀ, ପୁରୁଣାବଜାର ପୋଲିସ ପକ୍ଷରୁ ନାକାବନ୍ଦ ଚାଲିଥିଲା । ଏହି…

ଚାକିରି ଦେବା ନାଁରେ ୧ କୋଟି ୪୭ ଲକ୍ଷ ଟଙ୍କା ଠକେଇ ଘଟଣା: ଫେରାର ଅଭିଯୁକ୍ତ ଗିରଫ

ଭୁବନେଶ୍ବର: ଚାକିରି ଦେବା ନାଁରେ ୧ କୋଟି ୪୭ ଲକ୍ଷ ଟଙ୍କା ଠକେଇ ଘଟଣାର ଫେରାର ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ଜଣାଯାଇଛି। କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁ ଅଭିଯୁକ୍ତ ଜୟନ୍ତ ମହାନ୍ତିଙ୍କୁ ଗିରଫ କରିଛି। ପୂର୍ବରୁ ଏହି ଘଟଣାରେ ଦୁଇଜଣଙ୍କୁ ଗିରଫ କରାଯାଇଛି। ସୂଚନାଯୋଗ୍ୟ, ପୁଲିସରେ…

ଧାମନଗରରେ ରାଜନୈତିକ ହିଂସା; ଗୋଟିଏ ପରିବାର ଉପରେ ୩୦ ଜଣଙ୍କ ଆକ୍ରମଣ

ଭଦ୍ରକ: ଉପନିର୍ବାଚନ ସରିବାର ଦିନକ ପରେ ଭଦ୍ରକରେ ଦେଖିବାକୁ ମିଳିଛି ରାଜନୈତିକ ହିଂସା । ଗତକାଲି ରାତିରେ ତିହିଡିର ଏକ ପରିବାର ଉପରେ ୩୦ରୁ ଅଧିକ ଲୋକ ଅତର୍କିତ ଭାବେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏଥିରେ ପରିବାରର ବାପଝିଅ ଗୁରୁତର ହୋଇଥିବା ବେଳେ ଜଣେ ବୃଦ୍ଧ ସାମାନ୍ୟ ଆହତ…

ପୋଲିସ-ଗ୍ରାମବାସୀ ମୁହାଁମୁହିଁ, ଖଣିରୁ କୋଇଲା ଉତ୍ତୋଳନ ବେଳେ ଉତ୍ତେଜନା

ସୁନ୍ଦରଗଡ଼ ୦୫।୧୧ : ପୋଲିସ-ଗ୍ରାମବାସୀ ମୁହାଁମୁହିଁ । ସୁନ୍ଦରଗଡ଼ କୋଇଲା ଖଣିରୁ କୋଇଲା ଉତ୍ତୋଳନ ବେଳେ ଉତ୍ତେଜନା । ଘଟଣାସ୍ଥଳରେ ପୋଲିସ ପକ୍ଷରୁ ମୃଦୁ ଲାଠି ଚାଳନା ହୋଇଛି । ଖବର ଅନୁଯାୟୀ, ସୁନ୍ଦରଗଡ଼ ଜାମକାନିରେ ଥିବା ଖଣିରୁ କୋଇଲା ଉତ୍ତୋଳନକୁ ଗ୍ରାମବାସୀମାନେ ବିରୋଧ କରିଥିଲେ ।…

ଦୁଇଟି କଳାରପତରିଆ ବାଘ ଛାଲ ଜବତ କଲା STF

ଭୁବନେଶ୍ୱର ୦୫।୧୧ : ଏସ୍‌ଟିଏଫ୍‌ ପଞ୍ଝାରେ ବାଘ ଛାଲ ବେପାରୀ । ବାଘ ଛାଲ ବ୍ୟବସାୟୀ ଭଗବତ ଗିରଫ । ତାଙ୍କ ନିକଟରୁ ଦୁଇଟି କଲରାପତରିଆ ବାଘ ଛାଲ ଜବତ । ଭାଗବତ ନୟାଗଡ଼ ଓ କନ୍ଧମାଳ ଜଙ୍ଗଲରୁ ବାଘ ମାରିଥିବା ସୂଚନା । ଏନେଇ ଅଧିକ ଖୋଲତାଡ଼ କରୁଛି ଏସ୍‌ଟିଏଫ୍‌ । ସେହିପରି ଏହି ଘଟଣାରେ ଆଉ…

ଚୋରକୁ ଫୁଲ ମାଳ ପିନ୍ଧାଇ ସମ୍ବର୍ଦ୍ଧନା, ଗାଁ ବୁଲାଇଲେ ଲୋକେ

ଭଦ୍ରକ ୦୫/୧୧: ଚୋରକୁ ସାବାସୀ । ଫୁଲ ମାଳ ପିନ୍ଧାଇ ସମ୍ବର୍ଦ୍ଧନା କରିଲେ ଗ୍ରାମବାସୀ । ଏମିତି କରି ଗାଁ ବୁଲାଇଥିବାର ଦୃଶ୍ୟ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଦୋକାନ ଗୁଡ଼ିକରୁ ସିରିଜ ଚୋରି କରିଥିବାରୁ ଗ୍ରାମବାସୀଙ୍କ ପକ୍ଷରୁ ଚୋରକୁ ଏଭଳି ସାବାସୀ ଦିଆଯାଇଛି । …

ବ୍ରିଜ ଉପରେ ସ୍କୁଟି ରଖି ନଦୀକୁ ଡେଇଁଲେ ବ୍ୟକ୍ତି

ରାଉରକେଲା ୦୫।୧୧ : ପରିବାରରେ ଥିଲା ଆର୍ଥିକ ଅନଟନ । ଶେଷରେ ବାଧ୍ୟ ହୋଇ ଆତ୍ମହତ୍ୟା ପରି ଚରମ ସୀମାକୁ ବାଛି ନେଲେ ବ୍ୟକ୍ତି । ରାଉରକେଲା ଓରାମ ପଡ଼ାରୁ ଆସିଛି ଏମିତି କିଛି ଘଟଣା । ଖବର ଅନୁୟାୟୀ, ଭିନିତ ଅଗ୍ରଓ୍ୱାଲ ନାମକ ଜଣେ ରାଉରେକେଲା ବ୍ରାହ୍ମଣୀ ନଦୀର ୨ୟ ବ୍ରିଜ ଉପରେ ସ୍କୁଟି…

ଓଡ଼ିଶାର ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ରଙ୍କ ସମ୍ପର୍କରେ ୱିକିପିଡିଆରେ ବିରାଟ ତ୍ରୁଟି!

ଭୁବନେଶ୍ୱର: ୱିକିପିଡିଆରେ ପୁଣି ତ୍ରୁଟି। ଓଡ଼ିଶାର ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ରଙ୍କ ସମ୍ପର୍କରେ ୱିକିପିଡିଆରେ ତ୍ରୁଟି ଥିବା ଦେଖିବାକୁ ମିଳିଥିବାବେଳେ, ଏବେ ଖବର ପ୍ରସାରଣ ପରେ ତ୍ରୁଟିକୁ ହଟାଇଦିଆଯାଇଥିବା ଦେଖିବାକୁ ମିଳିଛି । ଯାହା ଦେଖିବାକୁ ମିଳିଥିଲା କି, ସିଦ୍ଧାନ୍ତ…