Browsing Category

ଅପରାଧ

ଘରୋଇ କଳି ହେଲା କାଳ : ମୋବାଇଲ ପାଇଁ ଚାଲି ଗଲା ନିରୀହ ଜୀବନ…

ମାଲକାନଗିରି : ମୋବାଇଲ ପାଇଁ ଚାଲି ଗଲା ଜୀବନ । ଏଭଳି ଏକ ଘଟଣା ଘଟିଯାଇଛି ମାଲକାନଗିରି ଜିଲ୍ଲାରେ । ମାଲକାନଗିରି ଜିଲ୍ଲା ଅନ୍ତର୍ଗତ mpv 14 ଗ୍ରାମର ଏକ ବର୍ଷ ହେବ ବିବାହ କରି ରହୁଥିଲେ ଜ୍ୟୋତି ଓ କନାଇ । କନାଇ ପାଖରେ ପଇସା ନଥିବାରୁ ସେ ସ୍ତ୍ରୀ ଜ୍ୟୋତି ପାଇଁ ଫାଇନାନ୍ସରେ ଏକ…

ପ୍ରେମ ଓ ପ୍ରତାରଣା କରି ଗିରଫ ହେଲେ ଏମସ୍‌ ଡାକ୍ତର

ଭୁବନେଶ୍ୱର ୧୮/୧୦: ଗିରଫ ହେଲେ ଏମସ୍‌ ଡାକ୍ତର। ଭୁବେଶ୍ୱରରେ ଥିବା ଏମସ୍‌ ଡାକ୍ତରଖାନାର ହୃଦରୋଗ ଡାକ୍ତର ଜୟଦୀପ ଦାସ ଗୁପ୍ତାଙ୍କୁ ପୋଲିସ ଗିରଫ କରିଛି। ପ୍ରେମ ପରେ ପ୍ରତାରଣା ଅଭିଯୋଗରେ ତାଙ୍କୁ ମହିଳା ଥାନା ପୋଲି ଗିରଫ କରିଥିବା କୁହାଯାଇଛି। ଗିରଫ ଅଭିଯୁକ୍ତ ୨ ବର୍ଷ…

ହଂସପାଳ ନିକଟରୁ ୪୦ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର ଜବତ, ମହିଳାଙ୍କ ସହ ଅନ୍ୟଜଣେ ଗିରଫ

ଭୁବନେଶ୍ୱର, ୧୮/୧୦: ଭୁବନେଶ୍ୱର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରୁ ୪୦୦ ଗ୍ରାମ୍ ବ୍ରାଉନସୁଗାର ଜବତ କରିଛି ପୋଲିସ୍ । ବାଲିଅନ୍ତା ଥାନା ହଂସପାଳ ନିକଟରୁ ଏହି ନାଶା ଦ୍ରବ୍ୟକୁ ଜବତ କରାଯାଇଥିବା ବେଳେ ୨ ଜଣଙ୍କୁ ଗିରଫ କରିଛି ପୋଲିସ୍‌ । ବାଲେଶ୍ବରରୁ ବାଇକରେ ଆସୁଥିବା ବେଳେ ହଂସପାଳରୁ ସେମାନଙ୍କୁ…

ଢେଙ୍କାନାଳରୁ ୭୧୧ ଗ୍ରାମ ବ୍ରାଉନସୁଗାର ଜବତ, ଦୁଇ ଗିରଫ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲାରେ ବଡ ଧରଣର ବ୍ରାଉନସୁଗାର ଜବତ।ଦୁଇଟି ସ୍ଥାନରେ ରେଡ କରି ୭୧୧ ଗ୍ରାମ ବ୍ରାଉନସୁଗାର ଜବତ।ଢେଙ୍କାନାଳ ଟାଉନଥାନା ଅନ୍ତର୍ଗତ ତାରିଣୀନଗରରୁ ୬୮୫ ଗ୍ରାମ ବ୍ରାଉନସୁଗାର ଜବତ ହୋଇଥିବା ବେଳେ ଭୁବନ ଗଁପୁର ବାଜିରାଉତ ମେମୋରିଆଲ କଲେଜ ନିକଟରୁ ୨୬ ଗ୍ରାମ…

ରାଜଧାନୀରେ ବିଭିନ୍ନ ସାମଗ୍ରୀ ସହ ୪ ଡକାୟତ ଗିରଫ

ଭୁବନେଶ୍ୱର, ୧୮/୧୦: ରାଜଧାନୀରେ ଡକାୟତି ଉଦ୍ୟମ ପଣ୍ଡ । ଡାକାୟତି କରୁଥିବା ବେଳେ ଚାରି ଡକାୟତଙ୍କୁ ଲିଙ୍ଗରାଜ ଥାନା ପୋଲିସ ଗିରଫ କରିଛି । ଘଟଣା ସ୍ଥଳରୁ ଜଣେ ଡକାୟତ ଫେରାର ହୋଇଯାଇଥିବା ମଧ୍ୟ ଜଣାପଡ଼ିଛି । ଡକାୟତ ମାନଙ୍କ ନିକଟରୁ ଦୁଇଟି ପଲସର, ଭୁଜାଲି, ରଡ୍, ଲଙ୍କା ଗୁଣ୍ଡ…

ଗଜଲକ୍ଷ୍ମୀ ପୂଜା ଭଷାଣୀ ଉତ୍ସବରେ ଅଘଟଣ, ୩୩ କେଭି ତାର ଲାଗି ଜଣଙ୍କର ମୃତ୍ୟୁ, ୪ ଗୁରୁତର

ମାର୍ଶାଘାଇ, ୧୮/୧୦: କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ବଜାର ଗଜଲକ୍ଷ୍ମୀ ପୂଜା ଭଷାଣୀ ଉତ୍ସବରେ ଅଘଟଣ । କଣ କଷୋଟୀ ଗାଁରେ ଭଷାଣୀ ପ୍ରୋଶେସନ ସମୟରେ ୩୩ କେଭି ତାର ଲାଗି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତରମାନଙ୍କ ମଧ୍ୟରେ ୩ ଜଣ ନାବାଳକ ରହିଛନ୍ତି…

ଭୁବନେଶ୍ୱରରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ

ଭୁବନେଶ୍ୱର ୧୮।୧୦ : ଗଛରେ ଝୁଲୁଛି ଯୁବକଙ୍କୁ ମୃତଦେହ । ଭୁବନେଶ୍ୱର ମେ ଫେୟାର ଛକ ନିକଟରେ ଥିବା କୋଠାଘରର ପଣସ ଗଛ ଡାଳରୁ ମିଳିଛି ମୃତଦେହ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଖବର ଅନୁଯାୟୀ, ମଙ୍ଗଳବାର ସକାଳ ସମୟରେ ଜଣେ ଯୁବକଙ୍କ ମୃତଦେହ ଗଛରେ ଝୁଲୁଥିବାର…

ଆତ୍ମହତ୍ୟା କଲେ ଅବସରପ୍ରାପ୍ତ ଶିକ୍ଷକ

ସମ୍ବଲପୁର ୧୮।୧୦ : ଟ୍ରେନ୍‌ ଲାଇନ୍‌କୁ ଡେଇଁ ଆତ୍ମହତ୍ୟା କରିଛନ୍ତି ଜଣେ ଅବସରପ୍ରାପ୍ତ ଶିକ୍ଷକ । ସମ୍ବଲପୁର ଜିଲ୍ଲା ସିନ୍ଦୁରପଙ୍କ ନିକଟସ୍ଥ ଭାଲୁଡୁଙ୍ଗୁରୀ ରେଳ ଲାଇନ୍ ନିକଟରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମୃତଦେହ ନିକଟରୁ ଏକ ସୁଇସାଇଡ଼୍‌ ନୋଟ୍‌ ମିଳିଥିବା…

ହୋଟେଲ୍‌ରେ ବିଷ ପିଇଲେ ପ୍ରେମୀଯୁଗଳ, ପ୍ରେମିକ କଟକ ସ୍ଥାନାନ୍ତର

ପୁରୀ ୧୮।୧୦ : ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା ଉଦ୍ୟମ । ପୁରୀର ଏକ ହୋଟେଲରେ ଏମିତି କିଛି ଘଟଣା ଦେଖିବାକୁ ମିଳିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଖବର ଅନୁଯାୟୀ, ପୁରୀ ସିଟି ରୋଡ଼ ସ୍ଥିତ ଏକ ଘରୋଇ ହୋଟେଲରେ ଘଟିଛି ଏଭଳି ଘଟଣା। ଉଭୟ ବିଷ ପାନ କରି ଆତ୍ମହତ୍ୟା…

ପୂର୍ବତନ ଯୁବ ବିଜେଡି ଉପସଭାପତିଙ୍କ ଗାଡି ଉପରକୁ ବୋମାମାଡ଼

କାମାକ୍ଷାନଗର ୧୮।୧୦ : ଢେଙ୍କାନାଳ ଜିଲ୍ଲାର ପୂର୍ବତନ ଯୁବ ବିଜେଡି ଉପସଭାପତିଙ୍କ ଗାଡି ଉପରକୁ ବୋମାମାଡ଼। କାହ୍ନୁ ସାହୁଙ୍କ ମଢିସାହି ସ୍ଥିତ ବାସଭବନ ଠାରେ ଥିବା ଗାଡି ଉପରକୁ ବୋମାମାଡ଼ ହୋଇଛି। ଖବର ଅନୁଯାୟୀ, ସୋମବାର ବିଳମ୍ବିତ ରାତିରେ ଦୁଇ ଜଣ ଦୁର୍ବୃତ୍ତ ଏକ ବାଇକ୍ ଯୋଗେ…