Browsing Category

ଅପରାଧ

ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣା, ତୁରନ୍ତ ତଦନ୍ତ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ

ଭୁବନେଶ୍ବର ୧୨।୧୦ : ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣା । ତୁରନ୍ତ ତଦନ୍ତ ରିପୋର୍ଟ ଦେବାକୁ ଡିସିପିଙ୍କୁ ନିର୍ଦ୍ଦେଶ ଦେଲେ ଉଚ୍ଚଶିକ୍ଷା ବିଭାଗ ମୁଖ୍ୟ ସଚିବ ବିଷ୍ଣୁପଦ ସେଠୀ । ଏବେ ଯାଏଁ ଘଟଣାରେ ତଦନ୍ତ ସ୍ଥିତି ନେଇ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ୧୨…

ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା, ବିନ୍ଦାସ ଚିନୁ ସହ ୩ଜଣଙ୍କୁ ଜେରା

ଭୁବନେଶ୍ୱର ୧୨।୧୦ : ଗୋପ ଜିଲା ପରିଷଦ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା। ବିନ୍ଦାସ ଚିନୁକୁ ଜେରା କରୁଛି ପୋଲିସ । ଡ଼ିସିପି ଅଫିସରେ ବିନ୍ଦାସ ଚିନୁ ସମେତ ଆଉ ତିନି ଜଣଙ୍କୁ ଜେରା କରୁଛି ପୋଲିସ । ଖବର ଅନୁଯାୟୀ, ଧର୍ମେନ୍ଦ୍ରଙ୍କ ବନ୍ଧୁ ଅକ୍ଷୟ ନାୟକଙ୍କ କଲ ରେକର୍ଡ଼ରେ ଥିଲା…

ଲେଡି ବ୍ଲାକମେଲର୍ ଅର୍ଚ୍ଚନା ନାଗ ଗିରଫ ଘଟଣା : ଆକାଉଣ୍ଟ ନୁହେଁ ବରଂ ହାତରେ ହେଉଥିଲା ଟଙ୍କା କାରବାର

ଭୁବନେଶ୍ୱର ୧୨।୧୦ : ଲେଡି ବ୍ଲାକମେଲର୍ ଅର୍ଚ୍ଚନା ନାଗ ଗିରଫ ଘଟଣା । ସାମ୍ନାକୁ ଆସିଲା କିଛି ସାଙ୍ଘାତିକ ତଥ୍ୟ । ନିଜ ଆକାଉଣ୍ଟରେ କୌଣସି ଟଙ୍କା ନେଇନାହାନ୍ତି ଅର୍ଚ୍ଚନା । ଆକାଉଣ୍ଟ ନୁହେଁ ବରଂ ହାତରେ ହେଉଥିଲା ଟଙ୍କା କାରବାର । ବ୍ୟାଙ୍କ ଯାଞ୍ଚ ପରେ ପୋଲିସକୁ ମିଳିଛି ଏପିରି…

କନିଷ୍ଠ କିରାଣିଙ୍କ ଘରେ ଭିଜିଲାନ୍ସ ରେଡ୍

କେନ୍ଦୁଝର ୧୨।୧୧ : କନିଷ୍ଠ କିରାଣିଙ୍କ ଘରେ ଭିଜିଲାନ୍ସ ରେଡ୍। କେନ୍ଦୁଝର ବାଶପାଳ ବିଇଓ ଅଫିସର ଜୁନିୟର କ୍ଲର୍କ ଗଙ୍ଗାଧର ସାହୁଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି । ଏକକାଳୀନ ଗଙ୍ଗୀଧରଙ୍କ ୫ଟି ଠିକଣାରେ ଚଢାଉ ଚାଲିଛି । ଖବର ଅନୁଯାୟୀ, ଆୟ ବହିର୍ଭୂତ ସମ୍ପତି ଠୁଳ…

ଏନ୍‌କାଉଣ୍ଟରରେ ଜଣେ ମହିଳା ମାଓବାଦୀ ମୃତ

କନ୍ଧମାଳ ୧୨।୧୦: କନ୍ଧମାଳ ବାଲିଗୁଡ଼ାରେ ପୋଲିସ-ମାଓବାଦୀ ଗୁଳିବିନିମୟ। ସୁଡ୍ରା ପଞ୍ଚାୟତ କୁନାସାଲୁ ଜଙ୍ଗଲରେ ମାଓବାଦୀ ଏବଂ ଏସଓଜି ଯବାନଙ୍କ ମଧ୍ୟରେ ଗୁଳି ବିନିମୟରେ ଜଣେ ମହିଳା କ୍ୟାଡର ମାଓବାଦୀର ମୃତ୍ୟୁ ହୋଇଛି । ୨୦ରୁ ଅଧିକ ଶସସ୍ତ୍ର ମାଓବାଦୀ ଘଟଣାସ୍ଥଳରୁ ଛତ୍ରଭଙ୍ଗ ଦେଇଛନ୍ତି । …

ଜଙ୍ଗଲ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ : ଏନକାଉଣ୍ଟରରେ ଜଣେ ମହିଳା କ୍ୟାଡର ମାଓବାଦୀର…

ଫୁଲବାଣୀ :- ସୀମାନ୍ତ ବାଲିଗୁଡ଼ା ଥାନା ସୁତ୍ରା ନିକଟସ୍ଥ କୁନାସଲୁ ଜଙ୍ଗଲରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇ ଥିବା ଖବର ମିଳିଛି । ଏହି ଏନକାଉଣ୍ଟରରେ ଜଣେ ମହିଳା ମାଓବାଦୀ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା…

ବଜ୍ରାଘାତରେ ୧୧ ଗୋରୁ ମୃତ

ଫୁଲବାଣୀ : ଫୁଲବାଣୀ ବ୍ଲକ ବିଶିପଡ଼ା ପଞ୍ଚାୟତ ଅନ୍ତର୍ଗତ ମାଝିପଦର ଗ୍ରାମର ଦେହୁରୀ ସାହିରେ ମଙ୍ଗଳବାର ଦିନ ୨ଟା ସମୟରେ ବଜ୍ରାଘାତରେ ୧୧ ଗୋରୁଙ୍କ ମୃତ ଘଟିଛି। ଏଥିରେ ରଣସିଂ ବେହେରାଙ୍କ ବଳଦ ଗୋଟିଏ, ପଦ୍ମ ଚରଣ ବେହେରାଙ୍କ ଗାଈ ଗୋଟିଏ, ସୁଶାନ୍ତ କୁମାର ବେହେରାଙ୍କ ବଳଦ ଗୋଟିଏ, ନାମିତ…

ଚାକିରି ଲୋଭ ଦେଖାଇ ଟଙ୍କା ଠକିନେଲେ ସାଇବର ଠକ

ରାଉରକେଲା : ହଜାରରୁ ପନ୍ଦର ଶହ ଦେଇ ରେଜିଷ୍ଟ୍ରେସନ କର ଘରେ ବସି ମାସକୁ ୯ ହଜାର ରୋଜଗାର କର। ଏଭଳି ମେସେଜ କରି ପ୍ରଥମେ ଜାଲ ବିଛାଇଲେ ସାଇବର ଠକ। ଜାଲରେ ପଡିଲେ ୪୦ ରୁ ଉର୍ଦ୍ଧ ଯୁବକ ଯୁବତୀ। ବିଏସଏନଏଲ କଲ ସେଣ୍ଟର ରେ କାମ ଦେବା କହି ରାଉରକେଲା ର ପ୍ରାୟ ୪୦ ରୁ ଉର୍ଦ୍ଧ ଶିକ୍ଷିତ…

ବର୍ଷା-ଅନୁଭବ ପାରିବାରିକ ବିବାଦ ମାମଲା, ସାକ୍ଷୀ ତାଲିକା ଦସ୍ତାବିଜ ଦେବାକୁ ବର୍ଷାଙ୍କୁ ନିର୍ଦ୍ଦେଶ

କଟକ : ବର୍ଷା-ଅନୁଭବ ପାରିବାରିକ ଅଦାଲତ ମାମଲା। ଆଜି ପୁଣି ପରିବାର ଅଦାଲତରେ ହାଜର ହେଲେ ଷ୍ଟାର ଦମ୍ପତି । ଅନୁଭବଙ୍କ ଆଇନଜୀବୀଙ୍କୁ ସମସ୍ତ ଦସ୍ତାବିଜ୍‌ ପ୍ରଦାନ କରିବାକୁ ବର୍ଷାଙ୍କ ଓକିଲଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଏହାସହ ସାକ୍ଷୀ ତାଲିକା ଓ ସେ ସମ୍ବନ୍ଧୀୟ ସମସ୍ତ…

ଲେଡି ବ୍ଲାକମେଲର ଗିରଫ ଘଟଣା: ଭିଡିଓ କନ୍‌‌ଫରେନ୍‌ସିଂ ଜରିଆରେ ହାଜର ହେଲେ ଅର୍ଚ୍ଚନା ନାଗ

ଭୁବନେଶ୍ବର: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଗିରଫ ଘଟଣାରେ ଆଜି ଏସ୍‌ଡିଜେଏମ୍‌ କୋର୍ଟରେ ଭିଡିଓ କନ୍‌ଫରେନସିଂ ଜରିଆରେ ଶୁଣାଣି ହୋଇଛି। ବ୍ଲାକମେଲର ଅର୍ଚ୍ଚନା ନାଗ ଏସ୍‌ଡିଜେଏମ୍‌ କୋର୍ଟରେ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ହଜାର ହୋଇଛନ୍ତି। ପ୍ରଥମ ଦିନରେ ଅର୍ଚ୍ଚନା ନିଜର ଓକିଲଙ୍କ…