ବଜ୍ରାଘାତରେ ୧୧ ଗୋରୁ ମୃତ

add-all

ଫୁଲବାଣୀ : ଫୁଲବାଣୀ ବ୍ଲକ ବିଶିପଡ଼ା ପଞ୍ଚାୟତ ଅନ୍ତର୍ଗତ ମାଝିପଦର ଗ୍ରାମର ଦେହୁରୀ ସାହିରେ ମଙ୍ଗଳବାର ଦିନ ୨ଟା ସମୟରେ ବଜ୍ରାଘାତରେ ୧୧ ଗୋରୁଙ୍କ ମୃତ ଘଟିଛି। ଏଥିରେ ରଣସିଂ ବେହେରାଙ୍କ ବଳଦ ଗୋଟିଏ, ପଦ୍ମ ଚରଣ ବେହେରାଙ୍କ ଗାଈ ଗୋଟିଏ, ସୁଶାନ୍ତ କୁମାର ବେହେରାଙ୍କ ବଳଦ ଗୋଟିଏ, ନାମିତ ବେହେରାଙ୍କ ବଳଦ ଗୋଟିଏ,

ବେଲଳନେସ ବେହେରାଙ୍କ ଗାଈ ଗୋଟିଏ, ସୁବାଷ ବେହେରା ବଳଦ ଗୋଟିଏ, ଆଶା ବେହେରା ବଳଦ ଗୋଟିଏ, ହର ବେହେରା ବଳଦ ଗୋଟିଏ, କିଶୋର ଚନ୍ଦ୍ର ଦିଗାଲ ଗାଈ ଗୋଟିଏ, ନିରଞ୍ଜନ ମଲ୍ଲିକଙ୍କ ବଳଦ ଗୋଟିଏ ଏବଂ ଶ୍ରୀବନ୍ତ ବେହେରାଙ୍କ ଗୋଟିଏ ବଳଦର ମୃତ୍ୟୁ ହୋଇଛି। ଏହିସବୁ ପରିବାରକୁ କ୍ଷତିପୁରଣ ପାଇଁ ଦାବି ହେଉଛି।

ad-week
Leave A Reply

Your email address will not be published.