Sign in
Sign in
Recover your password.
A password will be e-mailed to you.
Browsing Category
ଅପରାଧ
ନ୍ୟୁଡ୍ କଲ୍ ପରେ ଆଇପିଏସ୍ ଅଫିସରର ପରିଚୟ ଦେଇ ୭୦ ହଜାର ଟଙ୍କା ଲୁଟ୍
ଭୁବନେଶ୍ୱର, ୦୫/୧୦: ନ୍ୟୁଡ୍ କଲ୍ ପରେ ଆଇପିଏସ୍ ଅଫିସର କହି ଭିଡିଓ କଲ୍, ଧମକ ଦେଇ ନେଇଗଲେ ୭୧ ହଜାର । ଠକାମିର ଶିକାର ପରେ ସାଇବର ଥାନାରେ ଏପରି ଏକ ଅଭିଯୋଗ ହୋଇଛି । ଜଟଣୀର ଜଣେ ଔଷଧ ବିତରକ ନ୍ୟୁଡ୍କଲରେ ଫଶିଥିବା ଜଣାପଡ଼ିଛି । ସୋସିଆଲ ମିଡିଆରେ ନ୍ୟୁଡ୍ ଭିଡିଓକଲକୁ ଭାଇରାଲ କରିବା!-->…
ସୋରୁମ୍ କବାଟ ଭାଙ୍ଗି ଲପ୍ଟପ୍ ସହ ନେଇଗଲେ ୨ ଲକ୍ଷ କ୍ୟାସ୍
ଆନନ୍ଦପୁର, ୦୫/୧୦: ଆନନ୍ଦପୁର ଉପଖଣ୍ଡ ଅଞ୍ଚଳରେ ମୁଖାପିନ୍ଧି ଚୋରି । ଘସିପୁରା ଥାନା ଅଧିନ ବୈତରଣୀ ବ୍ରିଜ୍ ରାସ୍ତାରେ ଥିବା ହିରୋ ସୋରୁମ୍ରୁ ବିଳମ୍ବିତ ରାତିରେ ଚୋରି ହୋଇଛି । ଉପର ମହଲା କବାଟ ଭାଙ୍ଗି ବାଇକ୍ ଡିସ୍ପ୍ଲେ ହଲରେ ଥିବା ଏକ ଲ୍ୟାପଟପ ସହ ଅଫିସର କ୍ୟାସବାକ୍ସରୁ ପ୍ରାୟ!-->…
ଜେସିବି ସହିତ ସମ୍ନାସାମ୍ନି ଧକ୍କା ହେଲା କାର୍: ଜଣେ ମୃତ, ୩ ଗୁରୁତର
ସାଲେପୁର: ବିଳମ୍ବିତ ରାତିରେ ସଡ଼କ ଦୁର୍ଘଟଣା। କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା କଟିକଟା-ଜଇପୁର ରାସ୍ତାର ଲୁଣା ନଦୀ ପୋଲ ନିକଟରେ ସଡ଼କ ଦୁର୍ଘଟଣା। ଭାରସାମ୍ୟ ହରାଇ ଏକ ମହିନ୍ଦ୍ରା ଥର୍, ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଏକ ଜେସିବି ସହିତ ସମ୍ନାସାମ୍ନି ଧକ୍କା ହେବା ଫଳରେ ଥର୍!-->…
ପୋଲରୁ ୫୦ ଫୁଟ୍ ତଳକୁ ଖସିଲା ଟ୍ରକ୍, ଡ୍ରାଇଭର ଓ ହେଲ୍ପର ମୃତ
ରାଉରକେଲା, ୦୫।୧୦ : ଭାରସାମ୍ୟ ହରାଇ ଏକ ୧୪ ଚକିଆ ଟ୍ରକ ପୋଲରୁ ତଳକୁ ଖସିପଡ଼ିଥିବା ଜଣାପଡ଼ିଛି । ଫଳରେ ଏହି ଦୁର୍ଘଟଣାରେ ଟ୍ରକ ଚାଳକଙ୍କ ସହ ହେଲପରଙ୍କର ମୃତ୍ୟୁ ହୋଇଛି । ବର୍ତ୍ତମାନ ସୁଦ୍ଧା ମୃତକ ଦୁହିଁଙ୍କର ପରିଚୟ ଏ ପର୍ଯ୍ୟନ୍ତ ମିଳିନାହିଁ । ଲୁହା ପଥର ବୋଝେଇ ଟ୍ରକ୍ଟି କୋଇଡାରୁ!-->…
କାର୍-ବାଇକ୍ ମୁହାଁମୁହିଁ ଧକ୍କା, ବାପ-ଝିଅ ମୃତ
ବରଗଡ଼ ୦୫।୧୦ : ବରଗଡ଼ ଜିଲ୍ଲା ସୋହେଲା ଥାନା କନାପାଲିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏଥିରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଯାଇଛି । ମୃତକ ମନୋହର ପାଲି ଗାଁର ପ୍ରଦୀପ ସାହୁ ଓ ଝିଅ ରୂପା ସାହୁ ବୋଲି ଜଣାପଡିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଖବର ଅନୁଯାୟୀ, ବାପ ଓ!-->!-->!-->…
ଜୁଆ ଆଡ୍ଡା ଉପରେ ବଡ଼ ବଜାର ପୁଲିସର ଚଢ଼ାଉ : ୮,ଜଣ ଜୁଆଡ଼ି ଗିରଫ..
ବ୍ରହ୍ମପୁର : ବ୍ରହ୍ମପୁର ସହର ଓ ଏହାର ଉପକଣ୍ଠଅଞ୍ଚଳରେ ପରମ୍ପରା ନାଁରେ ଆରମ୍ଭ ହୋଇଗଲାଣି ତାସଖେଳ ଏବଂ ଜୁଆଖେଳର ଆସର । କେତେକ ସ୍ଥାନରେ ମଜାମଜଲିସରେ ଲୋକେ ତାସ ଖେଳୁଥିବା ବେଳେ ଆଉ କେତେକ ଜୁଆଖେଳରେ ପ୍ରଚୁର ଟଙ୍କା ବାଜିରେ ଲାଗୁଥିବା ଦେଖିବାକୁ ମିଳିଛି। ପୁଲିସ ମଧ୍ୟ ଏହି ବେଆଇନ!-->!-->!-->…
ଜଙ୍ଗଲରୁ ନିଖୋଜ ମହିଳାଙ୍କ ଶବ ଉଦ୍ଧାର
ରାୟଗଡ଼ା: ଅମ୍ବାଦଳା ଥାନା ଡିମିରିଗୁଡା ପଞ୍ଚାୟତ କାମାରି ଗାଁ ଗୁରୁଟୁ ମାସ୍କା ନାଳ ନିକଟ ଜଙ୍ଗଲରୁ ଜଣେ ମହିଳାଙ୍କ ଗଳିତ ଶବ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରିଛି ପୋଲିସ । ସୁଚନା ଅନୁଯାୟୀ ମୃତ ମହିଳା ଜଣକ ହେଉଛନ୍ତି ଆସ୍କୁଲି ମାଝୀ ଡିମିରିଗୁଡ଼ା ପଞ୍ଚାୟତ ସେରୁବାରୁ ଗାଁର ହୋଇଥିବା!-->…
ଜମ୍ମୁ କାଶ୍ମୀର ଜେଲ୍ ଡିଜିଙ୍କୁ ହତ୍ୟା କରିଛି ଘରୋଇ ସହାୟକ
ଜମ୍ମୁ-କାଶ୍ମୀର: ବିଶ୍ୱାସରେ ବିଷ ଦେଲା ଘରୋଇ ସହାୟକ । ଜେଲ୍ ଡିଜିଙ୍କୁ ତଣ୍ଟି କାଟି ହତ୍ୟା କରିଛି । ଜମ୍ମୁ କାଶ୍ମୀର ଜେଲ୍ ଡିଜି ହେମନ୍ତ କୁମାର ଲୋହିଆଙ୍କୁ ହତ୍ୟା କରିଛି ଘରୋଇ ସହାୟକ । ତା ନାଁ ୟସିର ଅହମ୍ମଦ । ତାକୁ ଗିରଫ କରିଛି ଜମ୍ମୁ କଶ୍ମୀର ପୋଲିସ । ଅଧିକ ପଚରାଉଚରା!-->…
ଭଉଣୀ ଘରକୁ ଯାଇଥିବା ଭାଇର ଅମାନୁଷିକ ହତ୍ୟା, କଟାଯାଇଛି ହାତ ଓ ଗୁପ୍ତାଙ୍ଗ
ଭଞ୍ଜନଗର : କିଏ ମାରିଲା ମୋ ଭାଇକୁ। ଏମିତି ନୃସଂଷ ଭଳି ମାରିବାକୁ କାହାର ହାତ ଗଲା କେଜାଣି। ଏମିତି ରାକ୍ଷସ ଭଳି କିଏ ମାରିଦେଲା ମୋ ଭାଇକୁ। ଭାଇର କ୍ଷତ ବିକ୍ଷତ ମୃତଦେହ ପାଖରେ ବସି ଛାତି ଫଟାଇ କାନ୍ଦୁଛନ୍ତି ଭଉଣୀ। ଦଶହରା ପାଇଁ ଭଉଣୀ ଘରକୁ ଯାଇଥିବା ଭାଇକୁ ବାଟରେ କିଏ ମାରିପକାଇ!-->…
ଶ୍ୱଶୁର ଘର ଗାଁ ପୋଖରୀରୁ ମିଳିଲା ଜ୍ୱାଇଁଙ୍କ ମୃତଦେହ
କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅଞ୍ଚଳରେ ଦୁଇ ଦୁଇଟି ଅଭାବନୀୟ ଘଟଣା ଘଟିଯାଇଛି । ଶ୍ବଶୁର ଘର ଗାଁ ପୋଖରୀରେ ବୁଡି ଜ୍ୱାଇଁର ମୃତ୍ୟୁ ହୋଇଥିବା ବେଳେ ସେପଟେ କେନାଲରେ ବୁଡି ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଛି । ମୃତକ ମାନେ ହେଲେ କଙ୍କଡାହାଡ଼ ଥାନା ତରାଜଙ୍ଗ ଗାଁର!-->…