Browsing Category

ଅପରାଧ

କଟକରେ ନକଲି ମେଡ଼ିସିନ୍‌ କାରବାର ଘଟଣା: ରାଜ୍ୟ ବାହାରକୁ ଗଲା କମିଶନରେଟ୍‌ ପୋଲିସର ସ୍ୱତନ୍ତ୍ର ଟିମ୍‌

କଟକ:କଟକରେ ନକଲି ଔଷଧ କାରବାର ଘଟଣା। ରାଜ୍ୟ ବାହାରକୁ ଗଲା କମିଶନରେଟ୍‌ ପୋଲିସର ସ୍ୱତନ୍ତ୍ର ଟିମ୍‌। ବିହାର ଯାଇଛି ୪ ଜଣିଆ ଟିମ୍‌। ଔଷଧର ଉତ୍ସ ନେଇ ଖୋଳତାଡ଼ କରିବ ଟିମ୍‌। କାରବାରରେ ଆଉ କିଏ କିଏ ସଂପୃକ୍ତ ଅଛନ୍ତି ସେ ନେଇ ମଧ୍ୟ ତଦନ୍ତ ଜାରି ରହିଛି। ଏନେଇ କଟକ ଡିସିପି ପିନାକ ମିଶ୍ର…

ରାଜଧାନୀରେ ବିଷ ପିଇ ଜୀବନ ହାରିଲେ ପ୍ରେମୀ ଯୁଗଳ

ଭୁବନେଶ୍ୱର ୨୧।୦୯ : ଭରତପୁର ଥାନା ଅଞ୍ଚଳରେ ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା । ବିଷ ପିଇ ଆତ୍ମହତ୍ୟା କଲେ ପ୍ରେମୀ ଯୁଗୋଳ । ମୃତ ପ୍ରେମିକ ନୟାଗଡ ଜିଲ୍ଲାର ସୋମନାଥ ସାହୁ । ସୋମନାଥଙ୍କର ସ୍ତ୍ରୀ ଓ ଗୋଟିଏ ପୁଅ ଅଛନ୍ତି । ମୃତ ପ୍ରେମିକା ଢେଙ୍କାନାଳ ଜିଲ୍ଲା ରାସୋଳ ଅଞ୍ଚଳର ଜଣେ ବିବାହିତା…

ମୋ ବସରେ ମେଡିକାଲ ଯାଉଥିବା ସମୟରେ କ୍ୟାନ୍ସର ରୋଗୀଙ୍କ ଠାରୁ ଲୁଟ୍

ଭୁବନେଶ୍ୱର:କ୍ୟାନ୍ସର ରୋଗୀଙ୍କ ଠାରୁ ଲୁଟ୍ । ମୋ ବସରେ ମେଡିକାଲ ଯାଉଥିବା ସମୟରେ ଲୁଟର ଶିକାର ହେଲେ ରୋଗୀ। ଚିକିତ୍ସା ପାଇଁ ଆଣିଥିବା ୧୫ହଜାର ଟଙ୍କା ଲୁଟିନେଲେ ଲୁଟେରା। ମୋ ବସରେ ଯାତ୍ରୀ ବେଶରେ ଆସୁଛନ୍ତି ଲୁଟେରା। ତେବେ ଗଞ୍ଜାମ ଅଞ୍ଚଳରୁ ଚିକିତ୍ସା ପାଇଁ ଭୁବନେଶ୍ୱର ଆସିଥିଲେ ବୃଦ୍ଧ…

ଫାୟାର ମ୍ୟାନଙ୍କ ବିରୋଧରେ ଥାନାର ଦ୍ୱାରସ୍ଥ ହେଲେ ପତ୍ନୀ

ଉଦଳା: ଜଣେ ବିବାହିତ ମହିଳାଙ୍କୁ ଭଲ ପାଇ ବିବାହ କରିଲେ । ବିବାହ ପୁଣି ବିଧିବଦ୍ଧ ଭାବେ ନ କରି ନୋଟାରୀରେ କରି ନିଜ ପାଖରେ ନେଇ ସ୍ତ୍ରୀ କରି ରଖିଲେ । ହେଲେ ଦେଲେ ନାହିଁ ସ୍ତ୍ରୀର ସମ୍ପୂର୍ଣ୍ଣ ମାନ୍ୟତା । ଯେତେବେଳେ ମହିଳା ଜଣକ ଏନେଇ ବାରମ୍ବାର ବାଧ୍ୟ କରିଲେ, ସେବେ ଆରମ୍ଭ…

୩୦ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର ଜବତ, ଜଣେ ଗିରଫ

ବରଗଡ଼ ୨୧।୦୯ : ଥମୁନି ଧଳାଜହର କାରବାର୍‌ । ବରଗଡ଼ରୁ ୩୦ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର ଜବତ ହୋଇଛି । ଘଟଣାରେ ଜଣଙ୍କୁ ଗିରଫ କରିଛି ପୋଲିସ । ଘଟଣାରେ ଅଧିକା ଖୋଲତାଡ଼ କରୁଛି ପୋଲିସ । ଖବର ଅନୁଯାୟୀ, ବରଗଡ଼ ଟାଉନ୍‌ ଥାନା ମହାନ୍ତିପଡ଼ା ଅଞ୍ଚଳରେ ବ୍ରାଉନ୍‌ସୁଗାର କାରବାର ନେଇ ପୋଲିସ…

ସ୍ବାମୀ ସମ୍ମୁଖରେ ସ୍ତ୍ରୀକୁ ଗଣଦୁଷ୍କର୍ମ ସହ ଟଙ୍କା ଲୁଟିବା ଘଟଣା, ୬ ଗିରଫ

ବାଲେଶ୍ୱର, ୨୧/୦୯: ସ୍ବାମୀ ସମ୍ମୁଖରେ ସ୍ତ୍ରୀକୁ ଗଣଦୁଷ୍କର୍ମ । ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ବର ସହରର ଗୋଧୀବସା ଅଂଚଳରେ । ସୋମବାର ବିଳମ୍ବିତ ରାତ୍ରିରେ ବାଲେଶ୍ବର ରେଳ ଷ୍ଟେସନରୁ ସ୍ବାମୀ-ସ୍ତ୍ରୀ ଚାଲି ଚାଲି ନିଜ ଘରକୁ ଫେରୁଥିଲେ । ଫେରିବା ବେଳେ ଗୋଧୀବସା ନିକଟରେ କିଛି…

ଗୋରୁ ବୋଝେଇ ଗାଡ଼ି ଜବତ: ୨୦ ଗୋରୁ ଉଦ୍ଧାର

କାମାକ୍ଷାନଗର: ଢେଙ୍କାନାଳ ସଦରଥାନା ଅନ୍ତର୍ଗତ କଙ୍କଡାହାଡ ଛକ ନିକଟରେ ବୁଧବାର ସକାଳେ ଗୋଟିଏ ଟାଟାଏସିରେ ୨୦ଟି ଗୋରୁ ଚାଲାଣ ହେଉଥିବା ବେଳେ ଏହାକୁ ଜବତ କରାଯାଇଛି। ଗୋରୁଗୁଡିକୁ ଚାଲାଣ ପାଇଁ ନେଉଥିବା ବେଳେ ଖବର ପାଇ କଙ୍କଡାହାଡ ଛକ ନିକଟରେ ମାଡି ବସିଲେ ଗ୍ରାମବାସୀ ଓ ବଜରଙ୍ଗ କ୍ଲବ…

ବିରଳ ପ୍ରଜାତିର କସ୍ତୁରୀ ମୃଗ ଦାନ୍ତ ଓ ବାଘ ନଖ ଜବତ

କରଞ୍ଜିଆ ୨୧।୦୯ : ବିରଳ ପ୍ରଜାତିର କସ୍ତୁରୀ ମୃଗ ଦାନ୍ତ ଓ ବାଘ ନଖ ଜବତ। ଆନ୍ଧ୍ରପ୍ରଦେଶରୁ ଆସି ବିରଳ ପ୍ରଜାତିର କସ୍ତୁରୀ ମୃଗ ଦାନ୍ତ ସହ ବାଘ ନଖ ବିକ୍ରି କରୁଥିବା ସମୟରେ ମାଡ଼ି ବସିଲା ବନବିଭାଗ । ଖବର ଅନୁଯାୟୀ, ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଅଞ୍ଚଳରୁ ମଙ୍ଗଳବାର…

ଅତିରିକ୍ତ ତହସିଲଦାରଙ୍କ ୮ଟି ସ୍ଥାନରେ ଭିଜିଲାନ୍ସ ରେଡ୍, ୨୧ଟି ପ୍ଲଟ୍ ଠାବ

ଭୁବନେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ସୁନ୍ଦରଗଡ଼ ଜିଲ୍ଲାର ୮ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିଛି । ଟାଙ୍ଗରପାଲି ବ୍ଲକ ଅତିରିକ୍ତ ତହସିଲଦାର କୁଳମଣି ପଟେଲଙ୍କ ୮ଟି ସ୍ଥାନରେ ରେଡ୍ ଚାଳିଛି । ପ୍ରାଥମିକ ତଦନ୍ତରୁ ଭିଜିଲାନ୍ସ ହାତରେ ୨୧ଟି ପ୍ଲଟ ସହ ୨ଟି…

ସ୍ୱାସ୍ଥ୍ୟ ପରୀକ୍ଷାରେ ବିଳମ୍ୱ ହେବାରୁ ଡାକ୍ତରଙ୍କୁ ଚପଲରେ ମାଡ଼ ମାରିଲେ ବ୍ୟବସାୟୀ

ସମ୍ବଲପୁର ୨୦/୦୯: ସମ୍ବଲପୁରରେ ଡାକ୍ତରଙ୍କୁ ଚପଲରେ ମାଡ ଅଭିଯୋଗ । ଏକ ଘରୋଇ ଡାଇଗ୍ନୋଷ୍ଟିକ ସେଣ୍ଟରରେ ଜଣେ ଡାକ୍ତରଙ୍କୁ ସହରର ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ନଟବର ବାଙ୍କା ମାଡ ମାରିଥିବା ଅଭିଯୋଗ ହୋଇଛି । ନଟବର ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ପରୀକ୍ଷା ପାଇଁ ସେଠାକୁ ଯାଇଥିଲେ । ସେହି…