Browsing Category

ଅପରାଧ

ପ୍ରଧାନଶିକ୍ଷକଙ୍କ ବଦଳି ଦାବିକୁ ନେଇ ବ୍ଲକ କାର୍ଯ୍ୟାଳୟ ପରିସର ପାଲଟିଲା ରଣକ୍ଷେତ୍ର

ସୋର: ଜଣେ ପ୍ରଧାନଶିକ୍ଷକଙ୍କ ବଦଳି ରୋକିବା ଦାବି ନେଇ ତୁମୁଳକାଣ୍ଡ। ରଣକ୍ଷେତ୍ର ପାଲଟିଲା ବ୍ଲକ ଅଫିସ୍। ଦାବି ନେଇ ଆସିଥିବା ବିଜେପି ସମର୍ଥିତ ସରପଞ୍ଚ ଓ ଅଭିଭାବକଙ୍କ ସହ ବ୍ଲକ ଅଫିସ୍ ପରିସରରେ ବିଜେଡି କର୍ମୀଙ୍କ ସଂଘର୍ଷ ହୋଇଛି। ଏହି ସଂଘର୍ଷ ବେଳେ ସମସ୍ୟାର ସମାଧାନ କରିବାକୁ ଆସିଥିବା…

ଗୁଳି କରି ଯୁବକଙ୍କୁ ହତ୍ୟା

କେନ୍ଦୁଝର : ମୟୂରଭଞ୍ଜ ଜିଲ୍ଲା ଚଢ଼େଇଭୋଳ ନିକଟରେ ଗୁଳି କରି ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି। ମୃତକ ଜଣଙ୍କ ହେଲେ ଝାଡ଼ଖଣ୍ଡ ପଶ୍ଚିମସିଂହଭୂମ ଜିଲ୍ଲା ଜଗନ୍ନାଥପୁର ଥାନା ଅନ୍ତର୍ଗତ ଛଣପଦା ଗ୍ରାମର ରାଜକିଶୋର ବେହେରାଙ୍କ ପୁଅ ମୃତ୍ୟୁଞ୍ଜୟ ବେହେରା। ଏହି ଘଟଣାରେ କେନ୍ଦୁଝର ଜିଲ୍ଲା ବାରିଆ…

ପରିତ୍ୟକ୍ତ ଘରେ ଚାଲିଥିଲା ବିଦେଶୀ ମଦ କାରଖାନା

ବ୍ରହ୍ମପୁର:ଏକ ପରିତ୍ୟକ୍ତ ଘରେ ବିଦେଶୀ ମଦ କାରଖାନା ଚାଲିଥିବା ଗ୍ୟାଙ୍ଗ୍‌କୁ ଧରିଛି ପୋଲିସ । ମିଳିଥିବା ସୂଚନା ଅନୁଯାୟୀ, ରବିବାର ସନ୍ଧ୍ୟାରେ ଗୋଳନ୍ଥରା ଥାନା ଅନ୍ତର୍ଗତ ଟାମଣା ଓ ସିଅଳା ରୋଡ୍‍ରେ ପାଟ୍ରୋଲିଂ ଚାଲିଥିଲା । ଏହି ସମୟରେ ୪ଜଣ ଯୁବକ ବିଦେଶୀ ମଦ ବିକ୍ରି କରିବାକୁ ନେଉଥିଲେ…

କଟକରେ ନକଲି ମେଡିସିନ୍ କାରବାର ମାମଲା, ପୁରୀଘାଟ ଥାନାରେ ଆତ୍ମସମର୍ପଣ କଲେ ୨ ଅଭିଯୁକ୍ତ

କଟକ: କଟକରେ ନକଲି ମେଡିସିନ କାରବାର ମାମଲାରେ ଆତ୍ମସମର୍ପଣ କଲେ ଅଭିଯୁକ୍ତ । ଆଜି ପୁରୀଘାଟ ଥାନାରେ ଦୁଇ ଜଣ ଆତ୍ମସମର୍ପଣ କରିଛନ୍ତି । ଏହାପରେ ଦୁଇ ଷ୍ଟକିଷ୍ଟ ଉପରେ ରେଡ୍‌ ଚଳାଇଛି ପୋଲିସ । ନକଲି ମେଡିସିନ୍‌ କାରବାର ମାମଲାରେ ତଥ୍ୟ ହାସଲ ପାଇଁ ସେମାନଙ୍କୁ ପଚରାଉଚରା କରାଯିବ । …

ପୁରୀ ବାଇପାସର ମଙ୍ଗରାଜ ପଏଣ୍ଟ ନିକଟରେ ସିରିଜ ଦୁର୍ଘଟଣା

ଭୁବନେଶ୍ୱର: ପୁରୀ ବାଇପାସର ମଙ୍ଗରାଜ ପଏଣ୍ଟ ନିକଟରେ ସିରିଜ ଦୁର୍ଘଟଣା । ବୋଲେରୋ ଦୁର୍ଘଟଣାରେ ଆହତଙ୍କୁ ଉଦ୍ଧାର କରିବା ପାଇଁ ଯାଇଥିବା ପୋଲିସ ଗାଡ଼ିକୁ ଧକ୍କା ଦେଲା ଆଉ ଗୋଟିଏ କାର୍‌ । ଦୁର୍ଘଟଣାରେ ଜଣେ ପୋଲିସ କର୍ମଚାରୀ ଓ ୭ ଜଣ ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତଙ୍କୁ ଉଦ୍ଧାର କରି…

ସଫ୍ଟେଓ୍ଵୟାର ଇଞ୍ଜିନିୟର ଶ୍ୱେତାଙ୍କ ଆତ୍ମହତ୍ୟା ମାମଲା: ଖୁବଶୀଘ୍ର ଚାର୍ଜସିଟ୍‌ ଦାଖଲ କରିବ ପୋଲିସ୍

ଭୁବନେଶ୍ୱର: ଭୁବନେଶ୍ୱରରେ ସଫ୍ଟେଓ୍ଵୟାର ଇଞ୍ଜିନିୟର ଶ୍ୱେତା ଉତ୍କଳ କୁମାରୀଙ୍କ ଆତ୍ମହତ୍ୟା ମାମଲାରେ ଖୁବଶୀଘ୍ର ଚାର୍ଜସିଟ୍‌ ଦାଖଲ କରିବ ଚନ୍ଦ୍ରଶେଖରପୁର ଥାନା ପୋଲିସ । ତଦନ୍ତ ସମୟରେ ମିଳିଥିବା ପ୍ରମାଣକୁ ଚାର୍ଜସିଟରେ ଦାଖଲ କରାଯିବ । ମୋବାଇଲ୍‌ ଫୋନ୍‌ ରେକର୍ଡିଂ, ହ୍ଵାଟ୍‌ସଆପ୍‌…

ମହାନଦୀ ପଠାରୁ ନବଜାତ ଶିଶୁପୁତ୍ର ଉଦ୍ଧାର

କଟକ: ଚୌଦ୍ୱାର ନୂଆପାଟଣା ମଧୁସୂଦନ ସେତୁର ତଳ ପଠାରୁ ଏକ ନବଜାତ ଶିଶୁପୁତ୍ରକୁ ଉଦ୍ଧାର କରାଯାଇଛି। ନବଜାତ ଶିଶୁଟି ଛଟପଟ ହେଉଥିବାର ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଜଣାଇବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶିଶୁଟିକୁ ଉଦ୍ଧାର କରିଥିବା ବେଳେ ଅବସ୍ଥା ଗୁରୁତର ହେବାରୁ କଟକ ଶିଶୁ ଭବନକୁ…

ବିଷ ପିଇଥିବା ଆଇଟିଆଇ ଛାତ୍ରଙ୍କ ଏସସିବିରେ ମୃତ୍ୟୁ !

ଭଦ୍ରକ: ବିଷ ପିଇ ଗୁରୁତର ଆଇଟିଆଇ ଛାତ୍ର ଆଶୁତୋଷ ମଲ୍ଲିକଙ୍କ କଟକ ଏସ୍‌ସିବିରେ ମୃତ୍ୟୁ ହୋଇଛି । ଶୁକ୍ରବାର ରାତିରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ, ଆଇଟିଆଇ ଛାତ୍ର । ଚିକିତ୍ସାଧୀନ ଅବସ୍ଥାରେ ଛାତ୍ରଙ୍କର ମୃତ୍ୟୁ ହୋଇଛି । ମୃତକ ଛାତ୍ର ତିହିଡ଼ି ଅଞ୍ଚଳର ଏକ ଘରୋଇ ଆଇଟିଆଇ ଛାତ୍ର…

ଲଜ୍‌ ରୁମ୍‌ରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ସୁଇସାଇଡ୍ ନୋଟ୍ ଜବତ

ପୁରୀ: ଲଜରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ପୁରୀର ବଡ଼ଶଙ୍ଖ ଅଂଚଳରେ ଥିବା ଏଚ ଆର ଲଜର ରୁମରେ ଝୁଲୁଛି ମୃତଦେହ । ଯୁବତୀଜଣକ ଆତ୍ମହତ୍ୟା କରିଥିବା ଜଣାପଡିଛି। ମୃତ ଯୁବତୀଜଣକ ହେଲେ ଭୁବନେଶ୍ୱର ଗଙ୍ଗ ନଗର ଅଞ୍ଚଳର ପାୟଲ ମହାନ୍ତି (୨୨ବର୍ଷ) । ମୃତଦେହ ନିକଟରୁ ସୁଇସାଇଡ୍ ନୋଟ୍ ଜବତ…

ପାର୍ବଣ ପୂର୍ବରୁ ରାଜଧାନୀର ବିଭିନ୍ନ ବାର୍‌ରେ ରେଡ୍ 

ଭୁବନେଶ୍ୱର ୧୧/୦୯: ପାର୍ବଣ ଋତୁ ଆରମ୍ଭ ପୂର୍ବରୁ ଆକ୍ସନ୍ ମେଡ୍କୁ ଆସିଛି କମିଶନରେଟ୍‌ ପୋଲିସର। ବିଳମ୍ବିତ ରାତି ପର୍ଯ୍ୟନ୍ତ ରାଜଧାନୀର ବିଭିନ୍ନ ବାର୍‌ରେ ଚଢ଼ଉ କଲା ପୋଲିସ ସ୍ବତନ୍ତ୍ର ସ୍କ୍ବାର୍ଡ। ଚଢ଼ଉ ସମୟରେ ବାର୍ ନାଚଗୀତରେ ମସଗୁଲ୍ ଥିଲେ ୧୦୦ ଅଧିକ ଯୁବକ- ଯୁବତୀ। ବାର୍ ମାଲିକ ଓ…