Browsing Category

ଅପରାଧ

ପ୍ରଶିକ୍ଷଣ ବେଳେ ବୁଡ଼ିଗଲେ ଏନସିସି ଛାତ୍ର, ଚାଲିଗଲା ଜୀବନ

କଟକ: ସନ୍ତରଣ ପ୍ରଶିକ୍ଷଣ ବେଳେ ଚାଲିଗଲା ଏନସିସି ଛାତ୍ରଙ୍କ ଜୀବନ । କଟକ କ୍ଳବ ସୁଇମିଂ ପୁଲରେ ଘଟିଛି ଅଘଟଣ । ମୃତକ ହେଲେ କଟକ ସିଟି କଲେଜର ଛାତ୍ର ସ୍ୱପ୍ନେଶ୍ୱର ଦାସ । ତାଙ୍କ ଘର ରାଜାବଗିଚା ଅଞ୍ଚଳରେ । ମିଳିଥିବା ସୂଚନା ମୁତାବକ ଏକ ଘରୋଇ ସଂସ୍ଥା ପକ୍ଷରୁ ସନ୍ତରଣ ପ୍ରଶିକ୍ଷଣ ନେଉଥିଲେ…

କୋଳରେ ପିଲାକୁ ଧରି ନ୍ୟାୟ ମାଗୁଛନ୍ତି ଆଲବମ୍ ଅଭିନେତ୍ରୀ

ଭୁବନେଶ୍ୱର: ନ୍ୟାୟ ମାଗୁଛନ୍ତି ଆଲବମ୍ ଅଭିନେତ୍ରୀ । କୋଳରେ ପିଲାକୁ ଧରି ଭୁବନେଶ୍ୱର ଡିସିପିଙ୍କୁ ଫେରାଦ ହେଲେ ଶ୍ୱେତା ମହାପାତ୍ର । ତାଙ୍କ ସ୍ୱାମୀ ବିରାଟ ମହାପାତ୍ର ତାଙ୍କୁ ହତ୍ୟା କରିବା ପାଇଁ ଯୋଜନା କରୁଥିବା ସେ ଅଭିଯୋଗ କରିଛନ୍ତି । ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ…

ଶ୍ୱଶୁର ଘରକୁ ବୁଲି ଆସିଥିବା ଜ୍ୱାଇଁ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା

ବଲାଙ୍ଗିର: ଶ୍ୱଶୁର ଘରକୁ ବୁଲି ଆସିଥିବା ଜ୍ୱାଇଁ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ଏପରି ଅଭାବନୀୟ ଘଟଣା ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ବୁର୍ଡା ଗାଁରେ ଘଟିଛି। ମୃତକ ହେଲେ ଗୁର୍ଜିଭଟା ଗାଁର ସନ୍ତୋଷ ସାହୁ । ସନ୍ତୋଷ ପ୍ରାୟ ୨ ବର୍ଷ ପୂର୍ବେ ନିକଟସ୍ଥ ବୁର୍ଡା ଗାଁରେ…

ମୋଟୁ ବନାଞ୍ଚଳ ପକ୍ଷରୁ ଚଢଉ : ୭୭ଟି କଇଁଛ ଜବତ, ୩ ଅଟକ

ମାଲକାନଗିରି/ଏମଭି୭୯, ୧୦/୯ : ମାଲକାନଗିରି ଜିଲ୍ଲା ମୋଟୁ ବନାଞ୍ଚଳ ଓ ଏମ୍‌ଭି୭୯ ବନ ବିଭାଗକୁ ମିଳିଛି ବଡ଼ ସଫଳତା । ଗତ କିଛି ଦିନ ତଳେ ୧୨୫ଟି କଇଁଛ ଜବତ କରିଥିବାବେଳେ ପୁଣି ଆଜି ୭୭ଟି କଇଁଛ ଜବତ କରି ୩ଜଣଙ୍କୁ ଅଟକ ରଖିଛି ବନ ବିଭାଗ। ଗତ କିଛି ମାସ ହେବ ଚୋରା ଚାଲାଣକାରୀ କଇଁଛ…

କେନ୍ଦ୍ରାପଡ଼ାରେ ୧୬ଟି ପ୍ରକଳ୍ପରେ ମିଛ ବିଲ୍‌ ଅଭିଯୋଗ, ଲୋକାୟୁକ୍ତ ଟିମର ତଦନ୍ତ

କେନ୍ଦ୍ରାପଡ଼ା: ପଞ୍ଚାୟତର ବିକାଶ ନାଁରେ ୧୬ଟି ପ୍ରକଳ୍ପରେ ହୋଇଛି ମିଛ ବିଲ୍‌ । ଯାହାକୁ ନେଇ ପୂର୍ବତନ ସରପଞ୍ଚଙ୍କ ସମେତ ଅଧିକାରୀଙ୍କ ନାମରେ ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ ହୋଇଛି । ଏହି ଅଭିଯୋଗକୁ ଭିତ୍ତିକରି ଲୋକାୟୁକ୍ତଙ୍କ ଟିମ ପହଞ୍ଚି କରିଛି ବିଲ ସମ୍ପର୍କରେ ଖୋଳତାଡ଼ କରିଛି…

ନିଶା ଖାଇବାକୁ ମା’ ବାରଣ କରିବାରୁ ଶାଢ଼ିରେ ଝୁଲି ପଡିଲେ ଯୁବ ଇଞ୍ଜିନିୟର

ଭୁବନେଶ୍ୱର: ନିଶା ହେଲା କାଳ । ନିଶା ଖାଇବାକୁ ମା' ବାରଣ କରିବାରୁ ମା'ଙ୍କ ଶାଢ଼ିକୁ ବେକରେ ଗୁଡ଼ାଇ ଫ୍ୟାନ୍‌ରେ ଝୁଲି ଆତ୍ମହତ୍ୟା କରିଦେଲେ ଜଣେ ଯୁବ ଇଞ୍ଜିନିୟର । ମୃତ ଯୁବକ ହେଲେ ଏୟାରଫିଲ୍ଡ ଥାନା ଅନ୍ତର୍ଗତ ଭୀମଟାଙ୍ଗି ହାଉସିଂବୋର୍ଡ କଲୋନୀରେ ରହୁଥିବା ସନତ କୁମାର ପ୍ରଧାନଙ୍କ ପୁଅ…

ନକଲି ଔଷଧ ନେଇ ପୁରୀଘାଟ ଥାନାରେ ଏତଲା

କଟକ : ନକଲି ଔଷଧ ନେଇ ଥାନାରେ ଏତଲା । ପୁରୀଘାଟ ଥାନାରେ ଏତଲା କଲେ ଡ୍ରଗ୍ ଇନ୍ସପେକ୍ଟର । ଯାଉଁଳିଆପଟି ଅଂଚଳର ୨ ଡିଷ୍ଟ୍ରିବୟୁଟରଙ୍କ ନାଁରେ ଏତଲା । ନକଲି ଔଷଧ ମାର୍କେଟକୁ ସପ୍ଲାଇ କରିଥିବା ନେଇ ଅଭିଯୋଗ । ନକଲି ଔଷଧ ଟେଲମା-୪୦ ନେଇ ଅଭିଯୋଗ ହୋଇଥିଲା । ଜଣେ ଗ୍ରାହକ ଅଭିଯୋଗ କଲେ ପରେ…

ରାଜଧାନୀରେ ଗୋଷ୍ଠୀ ବିବାଦରୁ ଗଡିଲା ମୁଣ୍ଡ

ଭୁବନେଶ୍ବର: ସହରରେ ଗୋଷ୍ଠୀ ବିବାଦ। ଗୋଷ୍ଠୀ ବିବାଦରୁ ଗଡିଲା ମୁଣ୍ଡ । ନିଶା କାରବାରରେ ରୋକ ଲଗାଇବାକୁ କହିବାରୁ ଯୁବକଙ୍କୁ ହତ୍ୟା। ଆନ୍ୟ ଜଣେ ଯୁବକ ଗୁରୁତର ହୋଇଥିବା ସୂଚନା। ଏଭଳି ଘଟଣା ଘଟିଛି ଭୁବନେଶ୍ବର ୟୁନିଟ ୮ ଅଞ୍ଚଳରେ । ନିଶା କାରାବାର ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି…

ବେଆଇନ ଗୋଚାଲାଣ ବେଳେ ଗୋରୁପଲଙ୍କ ଉପରେ ଚଢିଗଲା ଟ୍ରକ୍, ୧୫ ଗୋରୁ ମୃତ

କେନ୍ଦୁଝର, ୯/୯ : ବେଆଇନ୍ ଗୋରୁ ଚାଲାଣ ବେଳେ ଟ୍ରକ୍ ଚାପାରେ ୧୫ ଗୋରୁ ମୃତ ୩ ଗୁରୁତର। ଶୁକ୍ରବାର ଭୋର୍ ପ୍ରାୟ ସାଢେ ୩ଟା ସମୟରେ ବମ୍ବେରୁ କଲିକତା ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥରେ ୫୦ ରୁ ୬୦ ଗୋରୁଙ୍କୁ ଚଲାଇ ଚଲାଇ ନିଆଯାଉଥିବା ବେଳେ କେନ୍ଦୁଝରର ଡଙ୍ଗାପାଣି ଗାଁ ନିକଟରେ…

ମନ୍ଦିର ଯାଇ ମହାପ୍ରଭୁଙ୍କୁ କ୍ଷମା ମାଗିଲେ ଟେଣ୍ଟହାଉସ୍ ମାଲିକ ଓ କର୍ମଚାରୀ

ଜଳେଶ୍ୱର : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତିକୁ ବାଉଁଶ ଓ କାଠ ବୋଝେଇ ପିକ୍‌ଅପ୍ ଭ୍ୟାନ୍‌ରେ ଅସମ୍ମାନ ଭାବରେ ଲଦି ନେବାର ଭିଡିଓ ଭାଇରାଲ ହେବା ପରେ ଏହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ପରେ ଆଜି ଟେଣ୍ଟହାଉସ୍‌ର ମାଲିକ ଏବଂ କର୍ମଚାରୀମାନେ ମହାପ୍ରଭୁଙ୍କୁ କ୍ଷମା ମାଗିଛନ୍ତି।…