Browsing Category

ଅପରାଧ

ଲାଞ୍ଚ ନେବା ବେଳେ ଟାଙ୍ଗି ପୋଲିସ ହାତରେ ଧରା ହେଲେ ସୂଚନା ଅଧିକାର କର୍ମୀ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଚଣ୍ଡେଶ୍ୱର ପଞ୍ଚାୟତର ସୂଚନା କର୍ମୀଙ୍କୁ ଲାଞ୍ଚ ନେଉଥିବା ଅଭିଯୋଗରେ ଟାଙ୍ଗି ପୋଲିସ ଗିରଫ କରିଛି। ସୂଚନା ମୁତାବକ ଚିଲିକା ବ୍ଲକ ସୋରଣ ଗ୍ରାମ ପଞ୍ଚାୟତର ଏମବିକେ ଝରଣା ବେହେରା ଜିପିଏଲଏଫ ପକ୍ଷରୁ ଦୁଇ ମାସ ହେବ ନିଯୁକ୍ତି ପାଇ ତାଙ୍କର…

କ୍ୟାନ୍‌ସର ସନ୍ଦେହ କରି ଘରୁ ବାହାର କରିବାରୁ, ନବବଧୂ କଲେ ଆତ୍ମହତ୍ୟା

ଭୁବନେଶ୍ୱର : ବାହାଘରର ମାତ୍ର ୧୨ ଦିନ ଭିତରେ କ୍ୟାନସର ହୋଇଛି କହି ବୋହୂକୁ ତା' ବାପ ଘରକୁ ପଠାଇ ଦେଲେ ଶାଶୁ ଘର ଲୋକେ। କିନ୍ତୁ ପରେ ଜଣାପଡ଼ିଲା ତାଙ୍କୁ କ୍ୟାନସର ହୋଇ ନଥିଲା। କେବଳ ତାଙ୍କ ଦାନ୍ତରେ ସମସ୍ୟା ଥିଲା, ଯାହା ଏକ ସାମାନ୍ୟ ସର୍ଜରୀ ପରେ ଭଲ ହୋଇଯାଇଥିଲା। ଏହା ଜାଣିବା…

ବୋହୂର ମୃତ୍ୟୁ ପରେ ସ୍ୱାମୀ, ଶାଶୂ- ଶ୍ୱଶୁର ଫେରାର

କେନ୍ଦ୍ରାପଡା : ବୋହୂକୁ ମାରିଦେଲେ ! କେନ୍ଦ୍ରାପଡ଼ା ଜିଲ୍ଲା ସଦରଥାନା ଅନ୍ତର୍ଗତ ଚାନ୍ଦୋଳ ଅନ୍ତପୁର ଗ୍ରାମରେ ବଧୂ ହତ୍ୟା ଅଭିଯୋଗ ହୋଇଛିl ସୂଚନାନୁସାରେ, ଗାଁର ଶଙ୍କର ମଲିକଙ୍କ ସ୍ତ୍ରୀ ସସ୍ମିତା ମଲ୍ଲିକଙ୍କ ମୃତଦେହ ଶାଶୂ ଘରେ ପଡ଼ିଥିବା ଦେଖିବାକୁ ମିଳିଥିଲାl ଏ ନେଇ ସସ୍ମିତାଙ୍କ…

ନଦୀ ବାଲିରୁ ଅଜଣା ଯୁବତୀଙ୍କ ମୃତଦେହ ଉଦ୍ଧାର

ନୂଆପଡା: ନଦୀ ପଠାରେ ଅଜଣା ଯୁବୀତଙ୍କ ମୃତଦେହ ଠାବ । ଆଜି(ରବିବାର) ନୂଆପଡା ଜିଲ୍ଲା କାପସି ଉଦନ୍ତୀ ସେତୁ ନିକଟରେ ଏହି ମୃତଦେହଟି ଠାବ ହୋଇଛି । ମୃତଦେହ ନଦୀ ବାଲିରେ ଅଧା ପୋତି ହୋଇଥିବା ଅବସ୍ଥାରେ ଦେଖିବାକୁ ମିଳିଛି । ନିକଟରେ ଯୁବତୀଙ୍କ ଏକ ହଳଦିଆ ରଙ୍ଗର ଡ୍ରେସ ମଧ୍ୟ ପଡିଛି…

ସ୍ତ୍ରୀର ମାନ୍ୟତା ଦାବିରେ ମହିଳାଙ୍କ ଧାରଣ ଜାରି

ବ୍ରହ୍ମପୁର: ସ୍ତ୍ରୀର ମାନ୍ୟତା ସହ ପୁଅର ପରିଚୟ ଦାବିରେ ନିଜ ପ୍ରେମିକ ଘର ସାମ୍ନରେ ଜଣେ ମହିଳା ଧାରଣା ଦେବା ଘଟଣା ଆଜକୁ ପାଞ୍ଚ ଦିନରେ ପହଞ୍ଚିଛି । ଗାନ୍ଧୀ ନଗରର ଅଞ୍ଚଳର କେ. ଦୀପିକା(୨୯) ନାମଙ୍କ ଏହି ମହିଳା ଦେଶୀ ବେହେରା ସାହିର କେ. ଦିଲ୍ଲୀପ କୁମାରଙ୍କ ଘର ଆଗରେ ଧାରଣା ଦେଇଛନ୍ତି ।…

ମଦ ବେପାର ଉପରେ ଚଢ଼ାଉ ବେଳେ ତହସିଲଦାରଙ୍କୁ ନିସ୍ତୁକ ମାଡ଼

ବ୍ରହ୍ମପୁର: ମଦ ଧରପଗଡ଼ ବେଳେ ତହସିଲଦାରଙ୍କୁ ମାଡ଼ । ବ୍ରହ୍ମପୁର ପାତ୍ରପୁର ତହସିଲଦାର ସମେତ ୩ ଜଣଙ୍କୁ ନିସ୍ତୁକ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି । ବେଆଇନ୍ ମଦ କାରବାର ଅଭିଯୋଗରେ ତହସିଲଦାର ଚଢ଼ାଉ କରିଥିଲେ । ଏହି ସମୟରେ ମଦ କାରବାର କରୁଥିବା ଲୋକ ତାଙ୍କୁ ଆକ୍ରମଣ କରିଥିଲେ । …

ଯାଜପୁରରୁ ୧ କୁଇଣ୍ଟାଲରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ

ଯାଜପୁର: ଜିଲ୍ଲାର ଛତିଆ ବିଟ୍‌କୁ ବଡ ସଫଳତା । ପୋଲିସ ବିପୁଳ ପରିମାଣର ଗଞ୍ଜେଇ ସହ ଏକ କାର ଜବତ କରିଛି ପୋଲିସ । ଏହାସହ ଘଟଣାର ଅଧିକ ତଦନ୍ତ ଜାରି ରଖିଛି । ସୂଚନା ଅନୁସାରେ, ଛତିଆ ବିଟ୍ ପୋଲିସ ୧୬ ନମ୍ବର ଜାତୀୟ ରାଜପଥର ଛତିଆ ନିକଟରେ ପାଟ୍ରୋଲିଂ କରୁଥିଲା । ଏ ସମୟରେ ଏକ…

ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀଙ୍କ ନାଆଁରେ ଯୌନ ନିର୍ଯାତନା ଅଭିଯୋଗ

ବଲାଙ୍ଗୀର: ବଲାଙ୍ଗୀର ଯୋଗାଣ ବିଭାଗର ଦାୟିତ୍ୱ ନେବା ଦିନଠାରୁ ବଡ଼ ବାବୁଙ୍କ ହାକିମାତି। ସବୁ ସୌଜନ୍ୟତା ଭୁଲି, ଯାହାକୁ ଯା ଇଚ୍ଛା କହିଯାଉଥିଲେ। ବ୍ୟବହାର ବଦଳରେ ଦୁର୍ବ୍ୟହାର ଦେଉଥିଲେ। ଏଥିରୁ ବାଦ ପଡୁନଥିଲେ ମହିଳା କର୍ମଚାରୀ। ସହିବାର ସୀମା ଟପିଗଲା। ଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ…

ଧୁତରା ରେଳ ଷ୍ଟେସନ ନିକଟରେ ଟ୍ରେନରୁ ଖସି ପଡ଼ି ଜଣେ ମୃତ

ଝାରସୁଗୁଡ଼ା: ଝାରସୁଗୁଡା ଜିଲ୍ଲା କିରିମିରା ବ୍ଳକ ଧୁତରା ଷ୍ଟେସନ ନିକଟ ଖୁଣ୍ଟ ନଂ.୫୦୫/୨୨ ଓ ୫୦୫/୨୪ ମଝିରେ ୨ନଂ ଲେନରେ ଟ୍ରେନରୁ ଖସି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ବ୍ୟକ୍ତିଟି ଏକ୍ସପ୍ରେସ ଟ୍ରେନରେ ବିହାର ଅଭିମୁଖେ ଯାତ୍ରା କରୁଥିବା ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି । …

ସରେଣ୍ଡର ପରେ ଗିରଫ ହେଲେ ଚର୍ଚ୍ଚିତ ମିଶ୍ର

ସରେଣ୍ଡର ପରେ ଗିରଫ ହେଲେ ଚର୍ଚ୍ଚିତ ମିଶ୍ର । ଶିଳ୍ପପତି ମହିମା ମିଶ୍ରଙ୍କ ପୁଅ ଚର୍ଚ୍ଚିତଙ୍କୁ ଗିରଫ କଲା ସିବିଆଇ । CBIର ଅଭିଯୁକ୍ତ ତାଲିକାରେ ଥିଲେ ଚର୍ଚ୍ଚିତ । ଆଜି ଭୋର ୪ଟାରେ ଭୁବନେଶ୍ୱର ସିବିଆଇ କାର୍ଯ୍ୟାଳୟରେ ପହଞ୍ଚି ସରେଣ୍ଡର କରିଥିଲେ । ଏହାପରେ ତାଙ୍କର ଡାକ୍ତରୀ ପରୀକ୍ଷା…