Browsing Category

ଅପରାଧ

ଭାଲୁ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

କୋରାପୁଟ : କୋରାପୁଟ ଜିଲ୍ଲାର ଦଶମନ୍ତପୁର ବ୍ଲକ ପୋଡ଼ାଗଡ଼ ଗ୍ରାମପଞ୍ଚାୟତର ଦୁରିଆଗୁଡ଼ା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ବିଧବାମହିଳା ପାହାଡ଼ରେ ବାଉଁଶ ଗଜା (କୋରଡ଼ି) ସଂଗ୍ରହ କରୁଥିବା ବେଳେ ଭାଲୁ ଆକ୍ରମଣରେ ଶିକାର ହୋଇ। ମୃତ୍ୟୁ ବରଣ କରିଥିବା ଦେଖିବାକୁ ମିଳିଛି।…

ରାଜ୍ୟରେ ଆଉ ୮୩୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୮୩୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୪୯୦ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମିତ ୩୪୬ଜଣ ଚିହ୍ନଟ ହୋଇଥିବା ସୂଚନା ଦିଆଯାଇଛି । ଆଜିର ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୧୪୮ଜଣ ଆକ୍ରାନ୍ତ ଜନ୍ମରୁ ୧୮ ବର୍ଷ…

ବିବାହିତ ମହିଳାଙ୍କ ସହ ସମ୍ପର୍କ ରଖିବା ଅଭିଯୋଗରେ ଯୁବକଙ୍କୁ ଛେଚିଲେ

ବ୍ରହ୍ମପୁର: ଜଣେ ବିବାହିତ ମହିଳାଙ୍କ ସହ ସମ୍ପର୍କ ରଖିବା ଅଭିଯୋଗରେ ଛତ୍ରପୁର ଅଞ୍ଚଳର ଜଣେ ଯୁବକଙ୍କୁ ଉକ୍ତ ମହିଳାଙ୍କ ଭାଇ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏହା ସହ ଯୁବକ ଜଣଙ୍କୁ ମାଡ଼ ମାରିବା ପରେ ତାଙ୍କୁ ଅପହରଣ କରି ନେଉଥିଲେ । ଏହି ସମୟରେ କୌଶଳ କ୍ରମେ ଯୁବକ ଜଣଙ୍କ ଖସି ପଳାଇ ଏକ…

ଆମ୍ବୁଲାନ୍ସ ଓ ଟାଟା ଏସି ମୁହାଁମୁହିଁ ଧକ୍କା, ଦୁଇ ଚାଳକ ଓ ରୋଗୀ ଆହତ

କାମାକ୍ଷାନଗର:ଢେଙ୍କାନାଳ-କାମାକ୍ଷାନଗର ମୁଖ୍ୟ ରାସ୍ତାର ମହୁଲି ଛକ ନିକଟରେ ଆମ୍ବୁଲାନ୍ସ ଓ ଟାଟା ଏସି ମୁହାଁମୁହିଁ ଧକ୍କା ହେବାଫଳରେ ୩ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ଅଁଳାବେରେଣୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଆହତମାନେ ହେଲେ ଆମ୍ବୁଲାନ୍ସ ଡ୍ରାଇଭର ମଙ୍ଗରାଜ…

କ୍ରୀଡ଼ା ଶିକ୍ଷକଙ୍କ ୪.୬୭ କୋଟିର ସମ୍ପତ୍ତି ଠାବ: ଘରୁ ମିଳିଲା ୭୨୧ ଗ୍ରାମର ସୁନା, ୧୨୮୪ ଗ୍ରାର ରୂପା

ବ୍ରହ୍ମପୁର: ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଆଜି ଭୋରୁ ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ପକ୍ଷରୁ କ୍ରୀଡା ଶିକ୍ଷକ ଜନାର୍ଦ୍ଦନ ସାହୁଙ୍କ ଘରେ ଚଢ଼ଉ ହୋଇଛି । ଜନାର୍ଦ୍ଦନ ଜରଡା ଥାନା ଅନ୍ତର୍ଗତ ଜରୟନ୍ତୀପୁରସ୍ଥିତ ଦିବ୍ୟସିଂହ ବିଦ୍ୟାପୀଠର କ୍ରୀଡା ଶିକ୍ଷକ ଭାବରେ କାର୍ଯ୍ୟ କରୁଛନ୍ତି ।…

ମଦ ପିଇ ରାସ୍ତାରେ ଗଡ଼ିଲେ ପିଇଓ!

ବୁଗୁଡ଼ା : ଡ୍ୟୁଟି ସମୟରେ ଡ୍ୟୁଟି ନ କରି ମଦ ପିଇ ରାସ୍ତାରେ ଗଡୁଛନ୍ତି ସରକାରୀ କର୍ମଚାରୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବୁଗୁଡ଼ା ସହରରେ । ଅଫିସ୍ ସମୟରେ ଅଫିସ୍‌ରେ ନରହି ଜଣେ ସରକାରୀ କର୍ମଚାରୀ ରାସ୍ତାକଡ଼ରେ ମଦ ପିଇ ଅଚେତ ଅବସ୍ଥାରେ ପଡ଼ି ରହିବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ…

ଜାଲ ଭିନ୍ନକ୍ଷମ ସାର୍ଟିଫିକେଟ ଦେଇ ଅର୍ଥ ଲୁଟୁଥିବା ଗ୍ୟାଙ୍ଗର ୩ ଗିରଫ

ଯାଜପୁର: ଜାଲ ଭିନ୍ନକ୍ଷମ ସାର୍ଟିଫିକେଟ ଦେଇ ଅର୍ଥ ଲୁଟୁଥିବା ଏକ ଗ୍ୟାଙ୍ଗକୁ ଧରିଛି ଯାଜପୁର ପୋଲିସ୍। ଏହି ଘଟଣାରେ ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ୍ । ସେମାନଙ୍କ ଠାରୁ କିଛି ନକଲି ଷ୍ଟାମ୍ପ, ପ୍ୟାଡ଼ ଆଦି ଜବତ କରାଯାଇଛି। ବିଭିନ୍ନ ଲୋକଙ୍କୁ ଭିନ୍ନକ୍ଷମ…

ଚିଙ୍ଗୁଡ଼ି ଘେରିକୁ କେନ୍ଦ୍ରକରି ଗୋଷ୍ଠୀ ସଂଘର୍ଷ , ବୋମାମାଡରେ ଜଣେ ଆହତ

ପୁରୀ: ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅଂଚଳରେ ଚିଙ୍ଗୁଡ଼ି ଘେରିକୁ କେନ୍ଦ୍ରକରି ବୋମାମାଡରେ ଜଣେ ଆହତ ହୋଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ବ୍ରହ୍ମଗିରି ଥାନା ଅନ୍ତର୍ଗତ ସିଆରା ଗାଁରେ ଚିଙ୍ଗୁଡ଼ି ଘେରିକୁ କେନ୍ଦ୍ରକରି ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ଗୋଷ୍ଠୀ ସଂଘର୍ଷରୁ…

ଜାଲ ସାର୍ଟିଫିକେଟ ପ୍ରସ୍ତୁତି ଅଭିଯୋଗରେ ୩ ଗିରଫ

ଯାଜପୁର: ଭିନ୍ନକ୍ଷମ ଭତ୍ତା ପାଇଁ ଜାଲ ସାର୍ଟିଫିକେଟ ପ୍ରସ୍ତୁତି ଅଭିଯୋଗ ହୋଇଛି। ଜାଲ ସାର୍ଟିଫିକେଟ ପ୍ରସ୍ତୁତି କରୁଥିବା ଅଭିଯୋଗରେ ଯାଜପୁର ପୁଲିସ ୩ ଜଣଙ୍କୁ ଗିରଫ କରିଛି। ନକଲି ଷ୍ଟାମ୍ପ ଓ ପ୍ୟାଡ ବ୍ୟବହାର କରି ଭିନ୍ନକ୍ଷମ ଭତ୍ତା ପାଇଆା ପାଇଁ ସାର୍ଟିଫିକେଟ ପ୍ରସ୍ତୁତି ହୋଇଥିବା…

ଶିଳ୍ପପତି ମହିମା ମିଶ୍ରଙ୍କ ଘରେ ସିବିଆଇ ଚଢ଼ାଉ: ପିପିଟିର ମେକାନିକାଲ ମୁଖ୍ୟଯନ୍ତ୍ରୀଙ୍କ ସମେତ ୪ ଗିରଫ

ଭୁବନେଶ୍ବର: ମହିମା ମିଶ୍ରଙ୍କ ଘରେ ସିବିଆଇ ଚଢ଼ାଉ ମାମଲାରେ ଜଣେ ବରିଷ୍ଠ ଅଧିକାରୀଙ୍କ ସହ ୪ ଜଣଙ୍କୁ ସିବିଆଇ ଗିରଫ କରିଥିବା ଜଣାଯାଇଛି। ୨୫ ଲକ୍ଷ ଟଙ୍କା ଲାଞ୍ଚ ମାମଲାକୁ ନେଇ ୨୪ ଘଣ୍ଟାର ମାରାଥନ ଚଢ଼ାଉ ପରେ ସିବିଆଇ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଗିରଫ…