Sign in
Sign in
Recover your password.
A password will be e-mailed to you.
Browsing Category
ଅପରାଧ
ଭିଜିଲାନ୍ସ ଜାଲରେ କ୍ରୀଡା ଶିକ୍ଷକ ଜନାର୍ଦ୍ଦନ ସାହୁ
ବ୍ରହ୍ମପୁର: ଭିଜିଲାନ୍ସ ଜାଲରେ କ୍ରୀଡା ଶିକ୍ଷକ । PET ଜନାର୍ଦ୍ଦନ ସାହୁଙ୍କ ବାସଭବନରେ ଭିଜିଲାନ୍ସ ରେଡ । କ୍ରୀଡ଼ା ଶିକ୍ଷକଙ୍କର ରହିଛି ଅମାପ ସମ୍ପତ୍ତି । ମଦ ଭାଟିଠୁ ଆରମ୍ଭ କରି ପେଟ୍ରୋଲ ପମ୍ପ ଓ ଗ୍ୟାସ୍ ଗୋଦାମ ବି ରହିଛି। ଏହାବାଦ ବହୁତଳ ବିଶିଷ୍ଟ କୋଠା ବି ରହିଛି।
ଆୟ!-->!-->!-->…
୨୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ କନିଷ୍ଠଯନ୍ତ୍ରୀ
ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲା ଲଖନପୁର ବ୍ଲକ୍ରେ କାର୍ଯ୍ୟରତ କନିଷ୍ଠଯନ୍ତ୍ରୀ ଟିକନାଥ ଭଇଁସାଲ ଜଣେ ଭେଣ୍ଡରଙ୍କ ନିକଟରୁ ୨୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଗୁରୁବାର ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ଏ ନେଇ ଭିଜିଲାନ୍ସ ଟିମ୍ ଏକ ମାମଲା (ନଂ.୧୫/୨୨) ରୁଜୁକରି ଯନ୍ତ୍ରୀଙ୍କୁ ଅଟକ!-->…
ବୃଦ୍ଧଙ୍କୁ ପିଟି ଦେଲା ‘ମୋ ବସ୍’
ଭୁବନେଶ୍ୱର: ଭୁବନେଶ୍ୱର ରଘୁନାଥପୁର ନିକଟରେ ବୃଦ୍ଧଙ୍କୁ ପିଟି ଦେଲା ମୋ ବସ୍। ବୃଦ୍ଧ ଜଣଙ୍କ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେ ସ୍ଥାନୀୟ ଅଞ୍ଚଳର ବୋଲି ଜଣାଯାଇଛି। ଆଜି ସକାଳେ ବୃଦ୍ଧ ଜଣଙ୍କ ରାସ୍ତାରେ ଯାଉଥିବା ସମୟରେ ଏକ ମୋ ବସ୍ ତାଙ୍କୁ!-->…
ଦୁଇ ମାସର ଗର୍ଭବତୀ ପ୍ରେମିକାକୁ ଛାଡି ପ୍ରେମିକ ଫେରାର
ବାଲେଶ୍ୱର: ଲଭ, ସେକ୍ସ , ଧୋକ୍କା । ପ୍ରଥମେ ଭଲ ପାଇଲେ ପରେ ପରିବାରର ଅଜାଣତରେ ବିବାହ କଲେ । କିନ୍ତୁ ଏବେ ୨ମାସର ଗର୍ଭବତୀ ପ୍ରେମିକାକୁ ଛାଡି ପ୍ରେମିକ ଫେରାର । ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ନୂଆଗାଁରେ ଘଟିଛି ଏପରି ଘଟଣା ।
ପିଡୀତା କୋରାପୁଟର ଏକ ନର୍ସିଂହୋମରେ କାମ କରନ୍ତି ।!-->!-->!-->…
ଯାଜପୁରରେ ଟ୍ରକ୍ ଚଢ଼ାଇ ମାଆ ଝିଅଙ୍କୁ ହତ୍ୟା ଘଟଣା: ଗିରଫ ହେଲା ଅଭିଯୁକ୍ତ ଡ୍ରାଇଭର
ଯାଜପୁର: ଯାଜପୁର ଜିଲ୍ଲା ୫୩ ନମ୍ବର ଜାତୀୟ ରାଜପଥର ବରଡ଼ା ଛକରେ ଟ୍ରକ୍ ଚଢ଼ାଇ ମାଆ ଝିଅଙ୍କୁ ହତ୍ୟା ଘଟଣା । ଆରୁହା ଛକରେ ମାଆ, ଝିଅ ଓ ଡ୍ରାଇଭର ମଧ୍ୟରେ ଝଗଡ଼ାର ଭିଡିଓ ମୋବାଇଲରେ ସୁଟ୍ କରିଥିଲେ ଝିଅ ସୋନାଲି । ସେହି ମୋବାଇଲକୁ ଜେନାପୁର ପୋଲିସ ଜବତ କରିଛି । ମୋବାଇଲକୁ ତଦନ୍ତ ପରିସର!-->…
ଆଠଗଡ଼ରେ କୁକୁଡ଼ା ଚୋରିକୁ ନେଇ ହତ୍ୟା!
ଆଠଗଡ଼: କୁକୁଡା ଚୋରିରୁ ହତ୍ୟା ଅଭିଯୋଗ । ଆଠଗଡ଼ ଥାନା କନ୍ଦରପୁର ଟାଙ୍ଗୀ ସାହିରେ କୁକୁଡ଼ା ଚୋରିକୁ ନେଇ ହତ୍ୟା ଅଭିଯୋଗ । କୁକୁଡା ଫାର୍ମ ପାଖରୁ ମୃତଦେହ ଉଦ୍ଧାର କରିଛି ଆଠଗଡ ପୋଲିସ । ମୃତକ କନ୍ଦରପୁର ଗାଁର ଗଣେଶ ସାମଲ ।
ଗଣେଶ ପୂର୍ବରୁ ଉକ୍ତ ଫାର୍ମରେ କାମ କରୁଥିଲେ । ଗତକାଲି!-->!-->!-->…
ଲଜ୍ୟା… : ଏକଲବ୍ୟ ବିଦ୍ୟାଳୟରେ ଦଶମ ଶ୍ରେଣୀର ଛାତ୍ରୀ ଗର୍ଭବତୀ ଅଭିଯୋଗ…
ମାଲକାନଗିରି : ମାଲକାନଗିରି ଜିଲ୍ଲା ସଦର ବ୍ଳକର ଚମ୍ପାନଗର ସ୍ତିତ ଏକଲବ୍ୟ ବିଦ୍ୟାଳୟରେ ଦଶମ ଶ୍ରେଣୀର ଜଣେ ଛାତ୍ରୀ ଗର୍ଭବତୀ ହୋଇଥିବା ଅଭିଯୋଗ ହୋଇଛି । ଛାତ୍ରୀ ଜଣଙ୍କ ଘର ମାଥିଲି ବ୍ଲକରେ ବୋଲି ଜଣାପଡିଛି । ପରିବାର ଲୋକଙ୍କ କହିବା ଅନୁସାରେ ଗତ ଜୁଲାଇ ମାସ ୧୨ତାରିଖ ରାତିରେ!-->!-->!-->…
ଭୁବନେଶ୍ଵର ସିବିଆଇ କାର୍ଯ୍ୟାଳୟରେ ଶିଳ୍ପପତି ମହିମା ମିଶ୍ରଙ୍କ ପୁଅ
କଟକ: ଶିଳ୍ପପତି ମହିମା ମିଶ୍ରଙ୍କ ଘରେ ସିବିଆଇ ଟିମ୍ ବାହାରି ଯାଇଛି। ଚଢ଼ଉ ପରେ ସିବିଆଇର ଅଧିକାରୀମାନେ ମହିମା ମିଶ୍ରଙ୍କ ବଡ଼ପୁଅ ଚନ୍ଦନ ମିଶ୍ରଙ୍କୁ କଟକ ଓଡ଼ିଆ ବଜାରସ୍ଥିତ ଘରୁ ସାଥିରେ ନେଇ ଯାଇଛନ୍ତି। ସିବିଆଇ ଟିମ୍ ଚନ୍ଦନଙ୍କୁ ନିଜ ହେପାଜତରେ ରଖି ଅଧିକ ପଚରାଉଚରା କରିବ। ଚନ୍ଦନ!-->…
ଦିବ୍ୟାଙ୍ଗ ନାବାଳିକା ଦୁଷ୍କର୍ମକାରୀକୁ ୧୨ବର୍ଷ ଜେଲ୍
ବାରିପଦା: ସ୍ଥାନୀୟ ଅତିରିକ୍ତ ଜିଲ୍ଲା ଦୌରାଜଜ ତଥା ସ୍ୱତନ୍ତ୍ର ପୋସ୍କୋ ଅଦାଲତର ବିଚାରପତି ସୁମିତା ଜେନା ଜନୈକା ୧୦ ବର୍ଷିୟା ନାବଳିକାକୁ ଦୁଷ୍କର୍ମ ମାମଲାର ବିଚାର କରି ଦୋଷୀ ଗୁରୁଚରଣ ବେହେରା (୩୭ବର୍ଷ) କୁ ପୋସ୍କୋ ଧାରା ଅନୁଯାୟୀ ୧୨ ବର୍ଷ କାରାଦଣ୍ଡ ସହ ୨୦ ହଜାର ଟଙ୍କା ଜରିମାନା!-->…
ମାଆଝିଅଙ୍କ ମୃତ୍ୟୁ ଘଟଣା: ଦୁର୍ଘଟଣା ନୁହଁ, ହତ୍ୟା ସନ୍ଦେହ
ଯାଜପୁର: ଯାଜପୁରରେ ଗତକାଲି ଦୁର୍ଘଟଣାରେ ମାଆଝିଅଙ୍କ ମୃତ୍ୟୁ ଘଟଣାରେ ବଡ଼ ଖୁଲାସା ହୋଇଛି । ଏହା ଦୁର୍ଘଟଣା ନୁହେଁ, ଯୋଜନାବଦ୍ଧ ଭାବେ ମାଆଝିଅଙ୍କୁ ଗାଡ଼ି ଚଢ଼ାଇ ହତ୍ୟା କରାଯାଇଛି । ଗାଡ଼ି ସାଇଡ ମରାକୁ କେନ୍ଦ୍ର କରି ପାଟିତୁଣ୍ଡ ଓ ଏହାପରେ ମାଆଝିଅଙ୍କ ଉପରେ ଗାଡ଼ି ଚଢାଇ ଦେଇଥିଲା!-->…