Sign in
Sign in
Recover your password.
A password will be e-mailed to you.
Browsing Category
ଅପରାଧ
ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍, ଭୁବନେଶ୍ୱର-ଢେଙ୍କାନାଳରେ ଅଛି ୨୮ଟି ପ୍ଲଟ
ଭୁବନେଶ୍ୱର: ସହକାରୀ ଯନ୍ତ୍ରୀ ଦୁଷ୍ମନ୍ତ ଦେହୁରୀଙ୍କ ଅମାପ ସମ୍ପତ୍ତି । ଭିଜିଲାନ୍ସ ରେଡ୍ରୁ ମିଳିଛି କୋଟି କୋଟି ଟଙ୍କାର ସମ୍ପତ୍ତି । ଭୁବନେଶ୍ୱର ଓ ଢେଙ୍କାନାଳରୁ ରହିଛି କେବଳ ୨୮ଟି ପ୍ଲଟ । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୧ କୋଟି ୪୫ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି ।
!-->!-->!-->…
୧୬ନମ୍ବର ଜାତୀୟ ରାଜପଥରେ ଟ୍ରକକୁ ପଛପଟୁ ଧକ୍କା ଦେଲା ବସ, ହେଲପର ମୃତ
ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ୧୬ନମ୍ବର ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି। ଗୋଟିଏ ଟ୍ରକର ପଛପଟୁ ଧକ୍କା ଦେଇ ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଯେଉଁଥିରେ ୧୫ ଜଣ ବସ ଯାତ୍ରୀ ଆହତ ହୋଇଛନ୍ତି। ୧୬ନମ୍ବର ଜାତୀୟ ରାଜପଥ ବରୁଣେଇ ଓଭର ବ୍ରିଜ ନିକଟରେ ଏହି!-->…
ନାଳରୁ ଉଦ୍ଧାର ହେଲା ନିଖୋଜ ଯୁବକଙ୍କ ମୃତଦେହ
ଯାଜପୁର, ୧୧/୦୭: ଯାଜପୁର ଜିଲ୍ଲା କୋରାଇ ଥାନା ଗଜେନ୍ଦ୍ରପୁର ଗ୍ରାମ ନିକଟରେ ଥିବା ଏକ ନାଳରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ସ୍ଥାନୀୟ ଅସନଝର ଗ୍ରାମର ପ୍ରଫୁଲ୍ଲ ନାୟକଙ୍କ ପୁଅ ବିଜୁ ନାୟକ ବୋଲି ଜଣାପଡିଛି। ସେ ଗତ ଶନିବାର ଠାରୁ ନିଖୋଜ ଥିଲେ । ତେବେ ମୃତ୍ୟୁର କାରଣ!-->…
ପୁରୀରୁ ଭୁବନେଶ୍ୱର ଆସୁଥିବା ବସ୍ ଓଲଟିଲା: ୩୫ ଯାତ୍ରୀ ଗୁରୁତର ଆହତ
ପୁରୀ: ପୁରୀରୁ ଭୁବନେଶ୍ୱର ଆସୁଥିବା ଏକ ଘରୋଇ ବସ୍ ଓଲଟି ପଡ଼ିବା ଫଳରେ ପ୍ରାୟ ୩୫ ଜଣ ଯାତ୍ରୀ ଗୁରୁତର ଆହତ ହୋଇଥିବାର ଖବର ମିଳିଛି । ପୁରୀରୁ ଶହେ ପାଖାପାଖି ଯାତ୍ରୀଙ୍କୁ ନେଇ ନେଇ ଫେରୁଥିବା ବେଳେ ଆଜି ମଧ୍ୟାହ୍ନରେ ସାତଶଙ୍ଖର ଯଶୁଆପୁରଠାରେ ସାରଳା ବସ୍ ଦୁର୍ଘଟଣାଗ୍ରସ୍ତ!-->…
୨୦ ହଜାର ଟଙ୍କା ଲାଞ୍ଚ ନେଲାବେଳେ ଧରାପଡିଲେ ଅତିରିକ୍ତ ଥାନା ଅଧିକାରୀ
ନବରଙ୍ଗପୁର: ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଉମରକୋଟ ଥାନା ଅତିରିକ୍ତ IIC ଲିମାରାଜ ପ୍ରଧାନ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ତାଙ୍କୁ ଗତକାଲି ରାତିରେ ଭିଜିଲାନ୍ସ ବିଭାଗ ଗିରଫ କରିଛି ।
ସୂଚନା ଅନୁସାରେ, ଗୋଟିଏ ପୁରୁଣା କେସକୁ କୋହଳ କରିବାକୁ ଲିମାରାଜ ଜଣେ ବ୍ୟକ୍ତିଙ୍କ!-->!-->!-->…
ପୂର୍ବ ଶତ୍ରୁତା କୁ କେନ୍ଦ୍ରକରି ଯୁବକକୁ ଆକ୍ରମଣ…
ବ୍ରହ୍ମପୁର : ବଡବଜାର ଥାନା ଅନ୍ତର୍ଗତ ରଙ୍ଗୁଣୀ ବନ୍ଧ ସାହି ଠାରେ ଜଣେ ଯୁବକଙ୍କୁ ଖଣ୍ଡାରେ ଆକ୍ରମଣ ହୋଇଛି l ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଆକ୍ରମଣ ହୋଇଥିବା ଶୁଣିବାକୁ ମିଳୁଛି l ଆକ୍ରମଣର ଶିକାର ହୋଇଥିବା ଯୁବକ ହେଲେ ଡିମ୍ବ ବୋଲି ଜଣାପଡିଛି l କୌଣସି ବିଶେଷ ସୂତ୍ରରୁ ଖବର!-->…
କ୍ରୀଡା ଶିକ୍ଷୟତ୍ରୀଙ୍କ ଆତ୍ମହତ୍ୟାକୁ ନେଇ ବଢ଼ୁଛି ରହସ୍ୟ, ସୁଇସାଇଡ ନୋଟ ଜବତ
ଉମରକୋଟ : ନବରଙ୍ଗପୁର ଜିଲ୍ଲା ଉମରକୋଟ ସହରରେ ଜଣେ କ୍ରୀଡା ଶିକ୍ଷୟତ୍ରୀଙ୍କ ଆତ୍ମହତ୍ୟାକୁ ନେଇ ଏବେ ସମସ୍ତଙ୍କ ମନରେ ଉଠୁଛି ଅନେକ ପ୍ରଶ୍ନ । ପରିବାର ଠାରୁ ଆରମ୍ଭ କରି ତାଙ୍କ ସହପାଠୀ ଓ ଉମରକୋଟ ଜନ ସାଧାରଣ ଏହି ଆତ୍ମହତ୍ୟା କୁ ସହଜ ରେ ବିଶ୍ୱାସ କରିପାରୁନାହାନ୍ତି।ତନୁଜା ଉମରକୋଟ!-->…
କମ୍ବିଂ ଅପରେସନ ବେଳେ ଧରା ପଡ଼ିଲା ମାଓବାଦୀ ଲକ୍ଷ୍ମଣ ପଡିଆମୀ…
ମାଲକାନଗିରି : ହାର୍ଡକୋର ମାଓବାଦୀ ଗିରଫ। ମାଲକାନଗିରି ପୋଲିସ ହାତରେ ଧରା ପଡ଼ିଲା ହାର୍ଡକୋର ମାଓବାଦୀ ଲକ୍ଷ୍ମଣ ପଡ଼ିଆମୀ। ମାଥିଲି ଥାନାର ତୁଳସୀ ପାହାଡ଼ରେ ଏସଓଜି ଓ ଡିଭିଏଫ ବାହିନୀ ପକ୍ଷରୁ କମ୍ବିଂ ଅପରେସନ ଚାଲିଥିବା ବେଳେ ଯବାନଙ୍କ ହାତରେ ଧରା ପଡ଼ିଲା କାଙ୍ଗେରଘାଟି ଏରିଆ କମିଟି!-->…
ଚିତ୍ରୋତ୍ପଳା ନଦୀରେ ବୁଡ଼ିଗଲେ ଦୁଇ ନାବାଳକ
ଗରଦପୁର- ଚିତ୍ରୋତ୍ପଳା ନଦୀରେ ବୁଡ଼ି ଦୁଇ ନାବାଳକଙ୍କ ସଲିଳ ସମାଧି ଘଟିଛି । ଚିତ୍ରୋତ୍ପଳା ନଦୀର ଗରଦପୁର ବ୍ଲକ୍ ଅନ୍ତର୍ଗତ ମିଶର ଗାଁ ଗଡ଼ାରେ ଗାଧୋଉଥିବାବେଳେ ଦୁଇ ଜଣ ନାବାଳକ ବୁଡ଼ିଯାଇଛନ୍ତି । ମିଳିଥିବା ସୂଚନା ଅନୁସାରେ ମିଶର ଗାଁ ର ଆଶିଷ କୁମାର ମଲିକ ଙ୍କ ପୁଅ ଆରିଆନ୍ ମଲିକ(୧୧) ଓ!-->…
ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣା : ଛାତ୍ରୀ ନିବାସରେ ସ୍ପେଶାଲ ଟିମର ପଚରାଉଚରା
ଭୁବନେଶ୍ବର: ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣାରେ ଛାତ୍ରୀ ନିବାସରେ ପୋଲିସର ସ୍ୱତନ୍ତ୍ର ଟିମ୍ । ମନୋସ୍ତତ୍ୱବିତଙ୍କୁ ନେଇ ହଷ୍ଟେଲରେ ପହଞ୍ଚିଛି ପୋଲିସ । ମନୋସ୍ତତ୍ୱବିତ୍ ପ୍ରାପ୍ତି ପ୍ରଧାନ ପୋଲିସ ସହ ମିଶି ପଚରାଉଚରା କରୁଛନ୍ତି । ଯୁକ୍ତ ତିନି ପ୍ରଥମ ବର୍ଷ!-->…