Browsing Category

ଅପରାଧ

ଜମି ବିବାଦକୁ ନେଇ ବାପାକୁ ହତ୍ୟା କରି ଜାଳି ଦେଲା ପୁଅ

ବରଗଡ଼: ଜମି ଲୋଭରେ ସଇତାନ ପାଲଟିଗଲା ପୁଅ। ଜନ୍ମକଲା ବାପକୁ ବି ଛାଡିଲାନି। ଲୁହା ରଡରେ ପିଟି ପିଟି ମାରିବା ପରେ ପୋଡି ଦେଇଛି ପୁଅ। ଏମିତି ଲୋମହର୍ଷଣକାରୀ ଘଟଣା ବରଗଡର ଜିଲ୍ଲାରେ ଘଟିଛି। ପୋଲିସ ମଶାଣିରେ ପହଞ୍ଚି ଦରପୋଡା ଶବ ଜବତ କରିଛି। ବରଗଡ଼ ଜିଲ୍ଲା ବରପାଲି ଥାନା…

ଏସ୍‌ଆରସି ଙ୍କ ଫେସବୁକ ଆକାଉଣ୍ଟ ହ୍ୟାକ୍ କରି ଟଙ୍କା ମାଗିଲେ ସାଇବର ଠକ

ଭୁବନେଶ୍ୱର: ସାଇବର ଠକଙ୍କ ଟାର୍ଗେଟରେ ବରିଷ୍ଠ ଆଇଏଏସ ଅଫିସର । ଏସଆରସି ପ୍ରଦୀପ ଜେନାଙ୍କ ଫେସବୁକ ଆକାଉଣ୍ଟ ହ୍ୟାକ୍ କରି ଟଙ୍କା ମାଗିଲେ ସାଇବର ଠକ । ଏନେଇ ସାଇବର ଥାନାରେ ଅଭିଯୋଗ କରିଛନ୍ତି ଏସଆରସି ପ୍ରଦୀପ ଜେନା । ତାଙ୍କ ଫଟୋକୁ ବ୍ୟବହାର କରି ଅନ୍ୟ ଏକ ଆକାଉଣ୍ଟ ଖୋଲିଛନ୍ତି ଦଲାଲ୍ ।…

ଡିଜେରେ ବିଦ୍ୟୁତ୍ ତାର ଲାଗି ଜଣେ ବରଯାତ୍ରୀ ମୃତ, ୨ ଗୁରୁତର

ଭଦ୍ରକ: ବାଣ ସୋରଣୀ ଚାଲିଥିଲା। କନ୍ୟାଘର ଅଭିମୁଖେ ବାହାରିଥିଲା ବରଯାତ୍ରୀଙ୍କ ଶୋଭାଯାତ୍ରା। ଡିଜେ ସାଉଣ୍ଡରେ ଉଚ୍ଛୁଳି ପଡୁଥିଲା ମାହୋଲ। ହେଲେ କେଇ ମୁହୁର୍ତ୍ତରେ ଉତ୍ସବ ମୁଖର ପରିବେଶ ଶୋକାକୂଳ ମାହୋଲରେ ପରିଣତ ହୋଇଛି। ଡିଜେ ସମୟରେ ତାର ଲାଗି ଜଣେ ବରଯାତ୍ରୀଙ୍କ ମୃତ୍ୟୁ ଘଟିଥିବା…

ମମିତା ହତ୍ୟା ମାମଲାରେ ଗୋବିନ୍ଦ ସାହୁକୁ ଜାମିନ

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ମମିତା ହତ୍ୟା ମାମଲାରେ ନେଇ ଆସିଛି ଆଉ ଏକ ଖବର । ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ସର୍ତ୍ତମୂଳକ ଜାମିନ ମଞ୍ଜୁର କଲେ ହାଇକୋର୍ଟ । ଆଜିଠାରୁ ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ଆନ୍ତରୀଣ ଜାମିନ ପାଇଛି ଗୋବିନ୍ଦ । ହାଇକୋର୍ଟଙ୍କ ନିଷ୍ପତ୍ତି କ୍ରମେ…

୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ରରୁଆଁ ତହସିଲଦାର ଓ ଅମିନ

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲାର ରରୁଆଁ ତହସିଲ ଅଫିସରେ ଭିଜିଲାନ୍ସର ଚଢାଉ । ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ତହସିଲଦାର ଓ ଅମିନ ଧରାପଡିଲେ ଭିଜିଲାନ୍ସ ହାତରେ । ସୂଚନା ଅନୁଯାୟୀ, ଚକ୍ରଧର ମହାନ୍ତ ନାମକ ଜନୈକ ବ୍ୟକ୍ତିଙ୍କ ଠାରୁ ଜମି ପଟ୍ଟା କରିବା ପାଇଁ ରରୁଆଁ…

ଶ୍ରୀଗୁଣ୍ଡିଚା ମନ୍ଦିର ଭିତର‌ ଫଟୋ ଭାଇରାଲ୍

ପୁରୀ: ପୁଣି ଶ୍ରୀଗୁଣ୍ଡିଚା ମନ୍ଦିର ଭିତର‌ ଫଟୋ ଭାଇରାଲ୍ ।‌ ଜଣେ ବଙ୍ଗୀୟ ପର୍ଯ୍ୟଟକ ଏହି ଫଟୋ ଭାଇରାଲ୍ କରିଥିବା ଚର୍ଚ୍ଚା ହେଉଛି । ଆଜି ନବମୀ ସନ୍ଧ୍ୟା ଦର୍ଶନ ଥିବାରୁ କଡା ସୁରକ୍ଷା ବଳୟ ମଧ୍ୟରେ ଶ୍ରୀଗୁଣ୍ଡିଚା ମନ୍ଦିର ରହିଛି । ମହାପ୍ରଭୁ ଦର୍ଶନ ପାଇଁ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ…

ଯୁବକଙ୍କୁ ନିସ୍ତୁକ ପିଟିଲେ, ଚିକିତ୍ସାଧୀନ ଅବସ୍ଥାରେ ବାଲେଶ୍ଵର ମେଡିକାଲରେ ମୃତ୍ୟୁ

ବାଲେଶ୍ୱର: ଚୋରି କଲା ବୋଲି ଯୁବକଙ୍କୁ ପିଟିପିଟି ହତ୍ୟା । ବାଲେଶ୍ବର ଇଞ୍ଚୁଡ଼ିରେ ଅଭାବନୀୟ ଘଟଣା । ଚୋରି କରିଥିବା ଅଭିଯୋଗରେ ଯୁବକଙ୍କୁ ପିଟିପିଟି ହତ୍ୟା ଅଭିଯୋଗ । ମୃତକ ହେଲେ ଇଞ୍ଚୁଡ଼ି ଗାଁର ସନ୍ଦୀପ ଦଳାଇ । ଅଭିଯୋଗ ଅନୁସାରେ ସନ୍ଦୀପ ଏକ ଚିଙ୍ଗୁଡ଼ି ଘେରିରୁ ଲୁହା ଚୋରି କରିଥିଲେ ।…

କ୍ୟାମେରା ମ୍ୟାନ ମାନସ ସ୍ୱାଇଁ ହତ୍ୟା ଘଟଣା: ୮ ଜଣଙ୍କ ନାମ ସମେତ ୯୦୫ ପୃଷ୍ଠାର ଚାର୍ଜସିଟ୍ ଦାଖଲ କଲା କ୍ରାଇମବ୍ରାଞ୍ଚ

ଚାନ୍ଦବାଲି: ଭଦ୍ରକ ଜିଲ୍ଲା ଚାନ୍ଦବାଲିରେ ବହୁ ଚର୍ଚ୍ଚିତ ନୟାଗଡ଼ର କ୍ୟାମେରା ମ୍ୟାନ ମାନସ ସ୍ୱାଇଁ ହତ୍ୟାକାଣ୍ଡ ଘଟଣାର ଆଜି କ୍ରାଇମବ୍ରାଞ୍ଚ ଚାନ୍ଦବାଲି ଜେଏମଏଫସି କୋର୍ଟରେ ୮ଜଣ ଅଭିଯୁକ୍ତ ସମେତ ୯୦୫ ପୃଷ୍ଠାର ଚାର୍ଜସିଟ ଦାଖଲ କରିଛି । ଯେଉଁଥିରେ ୩୪ ଜଣ ସାକ୍ଷୀ ରାହିଛନ୍ତି…

ଧରାପଡ଼ିଲେ ନବରଙ୍ଗପୁରର ଧୁମ୍ ଚୋର

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ପୋଲିସକୁ ଏକ ଚ୍ୟାଲେଞ୍ଜିଂ ଚୋରି ଘଟଣାରେ ସଫଳତା ମିଳିଛି । ଚର୍ଚ୍ଚିତ ଖାତୀଗୁଡ଼ା ହାଇସ୍କୁଲର ଧୁମ୍ ସିନେମା ଷ୍ଟାଇଲରେ ଚୋରି ଘଟଣାରେ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଗତ ୧ ତାରିଖ ରାତିରେ ସ୍କୁଲରୁ ବିଭିନ୍ନ ଜିନିଷ ଚୋରି କରି ପୋଲିସକୁ…

ରାଶନ କାର୍ଡ କରିବା ପାଇଁ ୨୦୦୦ଟଙ୍କା ଲାଞ୍ଚ ନେଉଥିବା ବେଳେ ପୌରାଧକ୍ଷଙ୍କ ହାତରେ ଧରା ପଡିଲେ ଡାଟା ଅପରେଟର…

ମାଲକାନଗିରି : ମାଲକାନଗିରି ପୌର ପରିଷଦରେ ରାଶନ କାର୍ଡ କରିବା ପାଇଁ ଜଣେ ଡାଟା ଏଣ୍ଟ୍ରି ଅପରେଟର ୨୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ପୌରାଧକ୍ଷଙ୍କ ହାତରେ ଧରା ପଡିଲେ । ପୂର୍ବରୁ ଜୟପୁର ପୌର ପରିଷଦରେ ଜନ୍ମ ପ୍ରମାଣ ପତ୍ର କରିବା ପାଇଁ ଜଣେ କର୍ମଚାରୀ ୩୫୦ ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗ…