Browsing Category

ଅପରାଧ

ପ୍ରେମ ବ୍ୟାପାରକୁ ନେଇ ଆତ୍ମହତ୍ୟା କରିଛନ୍ତି MCA ଛାତ୍ରୀ ଆଶ୍ରିତା: ପ୍ରାଥମିକ ତଦନ୍ତରୁ ସୂଚନା

ଭୁବନେଶ୍ୱର: ଭୁବନେଶ୍ୱରର ଆଚାର୍ଯ୍ୟବିହାରରେ ଏମସିଏ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣାରେ ଆସିଛି ନୂଆ ଟ୍ୱିଷ୍ଟ୍ । ପ୍ରେମ ବ୍ୟାପାରକୁ ନେଇ ଆଶ୍ରିତା ଆତ୍ମହତ୍ୟା କରିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି । ସୂଚନା ଅନୁସାରେ, ଆଶ୍ରିତା ଭଦ୍ରକ ଜିଲ୍ଲା ତାଙ୍କ ଗାଁ ତିହିଡିରେ ଜଣେ…

ଚାକିରୀ ଦେବା ନାଁରେ ୧କୋଟିରୁ ଊର୍ଦ୍ଧ୍ୱ ଠକେଇ: ଦୁଇଠକଙ୍କ ବିରୋଧରେ ଲୁକ୍‌ଆଉଟ୍ ସର୍କୁଲାର ଜାରି

ଭୁବନେଶ୍ୱର : କ୍ରାଇମବ୍ରାଞ୍ଚର ଇଓଡବ୍ଲ୍ୟୁ(ଅର୍ଥନୈତିକ ଅପରାଧ ଶାଖା) ଆଖିରେ ଧୂଳିଦେଇ ଦୀର୍ଘଦିନ ହେବ ଲୁଚିଥିବା ଦୁଇ ଠକଙ୍କ ବିରୋଧରେ ଲୁକ୍‌ଆଉଟ୍ ସର୍କୁଲାର ଜାରି ହୋଇଛି । ମଙ୍ଗଳବାର ଇଓଡବ୍ଲ୍ୟୁ ପକ୍ଷରୁ ଏହି ସର୍କୁଲାର ଜାରି ହେବା ନେଇ ସୂଚନା ଦିଆଯାଇଛି । ଫେରାର୍ ଅଭିଯୁକ୍ତଦ୍ୱୟ ହେଲେ…

ନୁପୁର ଶର୍ମାଙ୍କ ମୁଣ୍ଡ କାଟିଲେ ପୁରସ୍କାର ଘୋଷଣା କରିଥିବା ଖାଦିମ ସଲମାନ ଚିସ୍ତି ଗିରଫ

ଜୟପୁର : ଗତକାଲି ରାତିରେ ରାଜସ୍ଥାନ ପୋଲିସ ଦ୍ୱାରା ଅଜମେର ସରିଫ ଦରଗାହ ର ଖାଦିମ ସଲମାନ ଚିସ୍ତିକୁ ଗିରଫ କରାଯାଇଛି । ସଲମାନ ଚିସ୍ତି ନୁପୁର ଶର୍ମାଙ୍କ ବିଷୟରେ ଏକ ଉତ୍ତେଜନାମୂଳକ ବିବୃତ୍ତି ଦେଇଥିଲେ, ଯାହା ପରେ ତାଙ୍କୁ ଗିରଫ କରାଯାଇଛି । ସଲମାନ ଚିସ୍ତି ଏକ ଭିଡିଓ ଜାରି କରି…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ବସ୍‌ ଓଲଟି ୧ ମୃତ, ୩୦ ଆହତ

ରାୟଗଡ଼ା : ଏକ ମର୍ମନ୍ତୁଦ ବସ ଦୁର୍ଘଟଣା ରେ ଜଣେ ମୃତ ପ୍ରାୟ ୩୦ ଆହାତ ମଧ୍ୟରୁ ୧୪ ଗୁରୁତରଙ୍କୁ ରାୟଗଡ଼ା ଜିଲ୍ଲା ମେଡିକାଲ ରେ ଭର୍ତି କରାଯାଇଛି, ମୃତ୍ୟୁ ହୋଇଥିବା ଜଣେ ମହିଳା ତାଙ୍କ ପରିଚୟ ମିଳିପାରିନାହିଁ। ଦୁର୍ଘଟଣାଟି ରାୟଗଡ଼ା ଜିଲ୍ଲା ଚାନ୍ଦିଲି ଥାନା ଅନ୍ତର୍ଗତ ମୁକୁନ୍ଦପୁର…

ବାରହା ଜାଲରେ ଫସି ହାତୀର ମୃତ୍ୟୁ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ରେଞ୍ଜରେ ଆଉ ଏକ ହାତୀ ମୃତ୍ୟୁ ଘଟଣା ସାମନାକୁ ଆସିଛି । ସ୍ତାନୀୟ ଅସରଡା ଜଙ୍ଗଲରେ ଏକ ଦନ୍ତାହାତୀର ମୃତ୍ୟୁ ହେବା ନେଇ ସୂଚନା ମିଳିଛି । ବରହା ଶିକାର ପାଇଁ ବିଛାଯାଇଥିବା ଜାଲରେ ଫସି ପ୍ରାଣ ହରାଇଲା ହାତୀ । ଖବର ପାଇ ଘଟଣାସ୍ଥଳରେ ବନ…

ରାଜଧାନୀରେ ପୁଣି ରାଗିଂ ଅଭିଯୋଗ

ଭୁବନେଶ୍ୱର: କଲେଜରେ ଥମୁନି ରାଗିଂ ବିବାଦ। ବିଜେବି କଲେଜରେ ରାଗିଂକୁ ନେଇ ରାଜ୍ୟରେ ଅସନ୍ତୋଷ ବଢ଼ୁଥିବା ବେଳେ ପୁଣି ରାଜଧାନୀରେ ରାଗିଂ ଅଭିଯୋଗ ଆସିଛି। ବେସିକ୍ ସାଇନ୍ସ କଲେଜ ଛାତ୍ରଙ୍କୁ ରାଗିଂ ହୋଇଥିବା ନେଇ ଖଣ୍ଡଗିରି ଥାନାରେ ଅଭିଯୋଗ ହୋଇଛି । ୩ ଜଣ ସିନିୟର ଛାତ୍ର ଜୁନିୟର…

ରାଉରକେଲାରେ ୩୧୧ କୋଟି ଜିଏସଟି ଠକେଇ ଅଭିଯୋଗ, ୫ ଗିରଫ

ରାଉରକେଲା: ବଡ଼ ଧରଣର ଜିଏସଟି ଠକେଇ । ୩୧୧ କୋଟି ଜିଏସଟି ଠକେଇ ଅଭିଯୋଗ । ଜିଏସଟି ଠକେଇ ଅଭିଯୋଗରେ ୫ ଜଣ ବ୍ୟବସାୟୀ ଗିରଫ ହୋଇଛନ୍ତି । ଗିରଫଙ୍କ ମଧ୍ୟରେ ୪ ଜଣ ରାଉରକେଲାର ହୋଇଥିବାବେଳେ ଜଣେ ସୁନ୍ଦରଗଡ଼ ଅଞ୍ଚଳର । ରାଜ୍ୟ ଜିଏସଟି ଏନଫୋର୍ସମେଣ୍ଟ ଟିମ୍ ପଷରୁ ୫ ଜଣଙ୍କୁ ଗିରଫ କରାଯାଇଛି ।…

ମା’କୁ ହାଣିଲା ପୁଅ, ଘଟଣାର ତଦନ୍ତ ଆରମ୍ଭ

ନିଶ୍ଚିନ୍ତକୋଇଲି: ମା'କୁ ହାଣିଲା ପୁଅ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ସୁକରପଡା ଗାଁରେ । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ସୂଚନାଯୋଗ୍ୟ ଯେ, ବୁଧବାର ସକାଳୁ ସକାଳୁ ଏଭଳି ଅଭାବନୀୟ ଘଟଣା ଘଟିଛି । ମା'ର ବେକକୁ ପନିକିରେ ହାଣି ହତ୍ୟା କରିଛି…

ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ମୃତ୍ୟୁ ମାମଲା; ପୁରୁଷ ବନ୍ଧୁ କଲେ ଆତ୍ମହତ୍ୟା

ବହୁଚର୍ଚ୍ଚିତ ଓଡ଼ିଆ ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ମୃତ୍ୟୁ ଘଟଣା ଉପରୁ ପରଦା ନହଟୁଣୁ ଘଟିଛି ଆଉ ଏକ ଅଘଟ। ରଶ୍ମିରେଖାଙ୍କ ପୁରୁଷ ବନ୍ଧୁ ସନ୍ତୋଷ ପାତ୍ର ରାଉରକେଲା ବାସନ୍ତୀକଲୋନୀରେ ଆତ୍ମହତ୍ୟା କରିଛନ୍ତି । ଖବରପାଇ ଉଦିତନଗର ଥାନା ପୁଲିସ୍‌ ଘଟଣାସ୍ଥଳକୁ ଯାଇ ତାଙ୍କ ଝୁଲନ୍ତା…

ବିଜେବି କଲେଜ ଛାତ୍ରୀ ମୃତ୍ୟୁ ଘଟଣା: ଆସିଲା ରୁଚିକା ମହାନ୍ତିଙ୍କ ପୋଷ୍ଟମର୍ଟମ ରିପୋର୍ଟ

ଭୁବନେଶ୍ୱର: ବିଜେପି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କ ମୃତ୍ୟୁ ଘଟଣାକୁ ନେଇ ଏବେ ସବୁଆଡେ ଚର୍ଚ୍ଚା। ଏହାରି ମଧ୍ୟରେ ସାମ୍ନାକୁ ଆସିଛି ରୁଚିକାଙ୍କ ପୋଷ୍ଟମର୍ଟମ ରିପୋର୍ଟ । ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ହୋଇଥିବା ପୋଷ୍ଟମର୍ଟମ ରିପୋର୍ଟରେ ଉଲ୍ଲେଖ ରହିଛି । ସୂଚନା ଅନୁସାରେ, ବିଜେବି…