Sign in
Sign in
Recover your password.
A password will be e-mailed to you.
Browsing Category
ଅପରାଧ
ଖାଦ୍ୟ ଓ ଯୋଗାଣ ବିଭାଗର ସିଏସ୍ଓଙ୍କ ଘରେ ଭିଜିଲାନ୍ସ ଚଢାଉ
ଭୁବନେଶ୍ବର : ରାଜ୍ଯ ଖାଦ୍ୟ ଓ ଯୋଗାଣ ବିଭାଗର ସିଏସ୍ଓ ଅନାଦି ଚରଣ ସେଠୀଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ରେଡ୍ ହୋଇଛି । ଏହି ଚଢାଉରେ ୪ ଜଣ ଡିଏସ୍ପି, ୮ ଜଣ ଇନସ୍ପେକ୍ଟର ଓ ଅନ୍ୟ କର୍ମଚାରୀ ସାମିଲ ଅଛନ୍ତି ।
ସୂଚନା ଅନୁଯାୟୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଖାଦ୍ୟ ଓ ଯୋଗାଣ!-->!-->!-->…
ହାତୀ କଙ୍କାଳ ମିଳିବା ମାମଲାରେ ଫରେଷ୍ଟ ଗାର୍ଡ ନିଲମ୍ୱିତ
ଆଠଗଡ଼ : ହାତୀ କଙ୍କାଳ ମିଳିବା ମାମଲାରେ ବନ ବିଭାଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଫରେଷ୍ଟ ଗାର୍ଡ ପ୍ରଭାତ ପ୍ରଧାନଙ୍କୁ ଚାକିରିରୁ ନିଲମ୍ବିତ କରିଛି। ଏଥିସହ ତାଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି ବନ ବିଭାଗ। ଗତ ୧୪ ତାରିଖରେ ଆଠଗଡ ବନ ବିଭାଗ ପକ୍ଷରୁ ହାତୀ କଙ୍କାଳ ଉଦ୍ଧାର!-->…
ମାହାଙ୍ଗା ଡବଲ ମର୍ଡର ଘଟଣା, କୋର୍ଟରେ ଅପ୍ ଟୁ ଡେଟ୍ କେସ୍ ଡାଏରୀ ଦାଖଲ !
ସାଲେପୁର: ମାହାଙ୍ଗା ଡବଲ ମର୍ଡର ଘଟଣା। ଜେଏମ୍ଏଫସି କୋର୍ଟଙ୍କ ନିର୍ଦ୍ଦେଶ ମୁତାବିକ ମାହାଙ୍ଗା ଥାନା ପକ୍ଷରୁ ସାଲେପୁର ଏସ୍ଡିପିଓ ଅପ ଟୁ ଡେଟ କେସ୍ ଡାଏରି ଦାଖଲ କରିଛନ୍ତି । କୋର୍ଟରେ ଏହିସବୁ ଦସ୍ତାବିଜ ଦାଖଲ କରାଯାଇଛି ।
ଖବର ଅନୁଯାୟୀ, ଗତ ୧୩ ଜୁନରେ ସାଲେପୁର ଜେଏମ୍ଏଫ୍ସି!-->!-->!-->…
ରଥଖଳା ନିକଟରେ ଦୁର୍ଘଟଣା : ପିକଅପ୍ ଭ୍ୟାନ୍ ମାଡିଯାଇ ୨ ପର୍ଯ୍ୟଟକ ଆହତ
ପୁରୀ : ପୁରୀ ରଥଖଳା ନିକଟରେ ଦୁର୍ଘଟଣା। ଭାରସାମ୍ୟ ହରାଇ ନନ୍ଦିଘୋଷ ରଥ ଆଡ଼କୁ ମାଡ଼ିଗଲା ପିକଅପ୍ ଭ୍ୟାନ୍। ଫଳରେ ୨ ଜଣ ପର୍ଯ୍ୟଟକ ଆହତ ହୋଇଛନ୍ତି। ପିକଅପ୍ ଭ୍ୟାନ୍ ଡ୍ରାଇଭରକୁ ଫିଡସ୍ ମାରିବାରୁ ଭାରସାମ୍ୟ ହରାଇ ଗାଡିଟି ମାଡିଯାଇଥିବା ଜଣାପଡିଛି ।
ସୂଚନାନୁଯାୟୀ, ଗୁରୁତର ଆହତ!-->!-->!-->…
ଓଡ଼ିଆ ଟେଲି ଅଭିନେତ୍ରୀଙ୍କ ଆତ୍ମହତ୍ୟା
ଭୁବନେଶ୍ବର : ''ମିସ୍ ୟୁ ବାବା। ମୁଁ ଉପରେ ଥାଇ ତୁମକୁ ବହୁତ ମିସ୍ କରିବି। ମୁଁ କାହା କଥା କେବେ ଶୁଣେନି। ମୁଁ ଗୋଟେ ବହୁତ ଖରାପ ଝିଅ। ମୋ ମୃତ୍ୟୁକୁ ନେଇ କାହାକୁ ଦାୟୀ କରିବନି। ଆଉ ଯଦି କାହା ନାଁରେ ଅଭିଯୋଗ ଦେବ ମୁଁ କାହାରିକୁ ଛାଡ଼ିବିନି।''
ଓଡ଼ିଆ ଧାରାବାହିକ ଅଭିନେତ୍ରୀ!-->!-->!-->…
ଟ୍ରକ ଡାଲାରୁ ହାତଗୋଡ଼ ବନ୍ଧା ଯୁବକକୁ ଉଦ୍ଧାର କଲା ପୋଲିସ
ମାର୍ଶାଘାଇ: ୫୩ ନମ୍ବର ଜାତୀୟ ରାଜପଥରେ ନୀଳାଞ୍ଚଳ ବଜାର ନିକଟରୁ ଚୋରି ଅଭିଯୋଗରେ ଜଣେ ଯୁବକକୁ ଟ୍ରକ ଆଗରେ ବାନ୍ଧି ଗାଡ଼ି ଚଲାଇ ନେବା ଭିଡିଓ ଭାଇରାଲ୍ ଘଟଣାକୁ ମାସେ ନ ପୂରୁଣୁ ଆଉ ଏକ ଘଟଣା ଚର୍ଚ୍ଚା ଜୋର ଧରିଛି । ଟ୍ରକ ଡାଲାରୁ ଜଣେ ଯୁବକଙ୍କୁ ମାର୍ଶାଘାଇ ପୁଲିସ ହାତ ବନ୍ଧା ଅବସ୍ଥାରେ!-->…
କୋଟିପତି ବିଡିଓ ଅଶ୍ବିନୀ କୁମାର ଦାସ ଗିରଫ
କଟକ: କୋଟିପତି ବିଡିଓ ଅଶ୍ବିନୀ କୁମାର ଦାସଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ଓଡ଼ିଶା ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହେଲେ ଜଳେଶ୍ଵର ବିଡିଓ ଅଶ୍ବିନୀ କୁମାର ଦାସ । ସେ ତାଙ୍କ ଆୟ ଠାରୁ ୪୫୦ ପ୍ରତିଶତ ଅଧିକ ଆୟ କରିଥିଲେ ।
ବର୍ତ୍ତମାନ ତାଙ୍କୁ!-->!-->!-->…
ପୋଷ୍ଟାଲ ସ୍କିମ୍ରେ ବିନିଯୋଗ କରିବାକୁ କହି ଠକିନେଲେ ୧୧ ଲକ୍ଷ, ଜଣେ ଗିରଫ
ଭୁବନେଶ୍ବର: ପୋଷ୍ଟାଲ ସ୍କିମରେ ଟଙ୍କା ବିନିଯୋଗ କରିବାକୁ କହି ୧୧ ଲକ୍ଷ ୮୫ ହଜାର ଟଙ୍କା ଠକେଇ କରିଥିବା ଅଭିଯୋଗରେ ଜଣେ ପୋଷ୍ଟାଲ ଏଜେଣ୍ଟଙ୍କୁ ବିଭୂତି ଭୂଷଣ ମହାପାତ୍ର ଖାରବେଳ ନଗର ଥାନା ପୋଲିସ ଗିରଫ କରିଛି । ଗିରଫ ପୋଷ୍ଟାଲ ଏଜେଣ୍ଟ ଜଣକ ହେଲେ ବିଭୂତି ଭୂଷଣ ମହାପାତ୍ର ।
ପୋଷ୍ଟାଲ!-->!-->!-->…
ପ୍ରେମିକାଙ୍କ ଅଭିଯୋଗ ପରେ ବିବାହ କରିବାକୁ ରାଜି ଥିବା କହିଲେ ତିର୍ତ୍ତୋଲ ବିଧାୟକ
ତିର୍ତ୍ତୋଲ: ଦିନକୁ ଦିନ ବିଧାୟକ ଭାବେ କମ୍ ବିବାହକୁ ନେଇ ଚର୍ଚ୍ଚିତ ହେଉଛନ୍ତି ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାଶ । କେତେବେଳେ କଥା ଦେଇ ବିବାହ ପାଇଁ ଆସୁନାହାନ୍ତି ତ ଆଉ କେତେବେଳେ ଦିନ ଗଡ଼ାଉଛନ୍ତି । ଯାହାକୁ ନେଇ ବାରମ୍ବାର ଥାନାରେ ଦ୍ୱାରସ୍ଥ ହେଉଛନ୍ତି ପ୍ରେମିକା । ଗତ ୧୭!-->…
ପିତୃ ଦିବସରେ ଶ୍ୱଶୁରକୁ କାଠ ଫାଳିଆରେ ମାରିଦେଲା ବୋହୂ
ଗଞ୍ଜାମ: ପିତୃ ଦିବସରେ ଶ୍ୱଶୁରକୁ ହତ୍ୟା । ବୋହୂର କାଠ ଫାଳିଆ ମାଡ଼ରେ ଶ୍ୱଶୁର ମୃତ । ଗଞ୍ଜାମ ଜିଲ୍ଲା ଆସିକା ଥାନା କିଶୋରଚନ୍ଦ୍ର ପଲ୍ଲୀରେ ଏଭଳି ଅଭାବନୀୟ ଘଟଣା ଘଟଛି । ମୃତ ଶ୍ୱଶୁର ହେଲେ 55 ବର୍ଷର ସୀମାଞ୍ଚଳ ନାୟକ । ସୀମାଞ୍ଚଳଙ୍କ ଦୁଇ ପୁଅ ଓ ଗୋଟିଏ ଝିଅ । ବଡ଼ପୁଅ ବିବାହିତ ଓ ସେ!-->…