Browsing Category

ଅପରାଧ

ନୟାଗଡ଼ରେ ୬ ଡକାୟତ ଗିରଫ

ନୟାଗଡ଼: ଚୋରି, ଡକାୟତି ଏବଂ ଠକେଇ ଅଭିଯୋଗରେ ୬ ଗିରଫ । ଗତ ୨ ତାରିଖରେ ନୟାଗଡ଼ ଷ୍ଟେସନରେ ଲୁଟ୍‌ କରିବା ପାଇଁ ପ୍ରସ୍ତୁତି ଚଲାଇଥିବାବେଳେ ଟାଉନ ପୋଲିସ ଚଢାଉ କରି ୨ ଜଣଙ୍କୁ ଗିରଫ କରିଥିଲା । ତେବେ ଏ ଘଟଣାରେ ଖସିଯାଇଥିବା ଅନ୍ୟ ୩ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି । ସେମାନଙ୍କ ଠାରୁ…

ଛତ୍ରପୁର : କାଳୀ ମନ୍ଦିର ସମ୍ମୁଖରେ ପଡିଛି ମୃତ୍ୟୁ ଦେହ, କାରଣ ଅସ୍ପଷ୍ଟ ପୁଲିସ ର ଛାନଭିନ୍ନ…

ଛତ୍ରପୁର : କାଳୀ ମନ୍ଦିର ସମ୍ମୁଖରେ ପଡିଛି ଯୁବକଙ୍କ ମୃତଦେହ।ଛତ୍ରପୁର ଥାନା ଜାତୀୟ ରାଜପଥ କାଳୀ ଢ଼ାବା ନିକଟ କାଳୀ ମନ୍ଦିର ସମ୍ମୁଖରୁ ଠାବ ହୋଇଛି ମୃତଦେହ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତକ ଜଣକ ହେଲେ ଛତ୍ରପୁର ବିଦ୍ୟାଧର ନଗର ଅଂଚଳ ବାବୁଲା ବେହେରା ଏବଂ…

ଅଧ୍ୟାପକଙ୍କ ଆକାଉଂଟରୁ ୧ଲକ୍ଷ ହଡ଼ପ…

ହିଂଜିଳିକାଟୁ : ୧୩ା୬: ଗଂଜାମ ଜିଲା ସୋରଡ଼ାସ୍ଥିତ ଋଷିକୂଲ୍ୟା ଡ଼ିଗ୍ରୀ କଲେଜର ଜଣେ ଅଧ୍ୟାପକଙ୍କ ଆକାଉଂଟରୁ ୧ଲକ୍ଷ ଟଙ୍କା ଠକେଇ ହୋଇଥିବା ନେଇ ରବିବାର ହିଂଜିଳି ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗରୁ ପ୍ରକାଶ ଯେ, ଋଷିକୂଲ୍ୟା ଡ଼ିଗ୍ରୀ କଲେଜ ସୋରଡ଼ାର ଅଧ୍ୟାପକ ରମେଶ ଚନ୍ଦ୍ର ପାଢ଼ି…

ଜ୍ୱାଇଁଙ୍କ ଛୁରା ମାଡ଼ରେ ଶଶୁର ଗୁରୁତର…

ହିଂଜିଳିକାଟୁ, : ୧୩ା୬: ଏକ ଘରୋଇ ପାରିବାରିକ ମାମଲାରେ ଝିଅ ଓ ଜ୍ୱାଇଁଙ୍କ ମଧ୍ୟରେ ସମାଧାନ କରିବାକୁ ଆସି ଜ୍ୱାଇଁଙ୍କ ଛୁରା ମାଡ଼ରେ ଶଶୁର ଗୁରୁତର ଆହତ ହୋଇଛନ୍ତି । ଗଂଜାମ ଜିଲା ହିଂଜିଳି ଥାନା ଗଣ୍ଡଳାରେ ସୋମବାର ଘଟିଛି ଏହି ଘଟଣା । ଆହତ ହୋଇଛନ୍ତି କଙ୍କୋରଡ଼ା ଗ୍ରାମର ସୀମାଂଚଳ ଦାସ ।…

ଲାଞ୍ଚ ନେଉଥିବା ବେଳେ ସିବିଆଇ ହାତରେ ଧରାପଡିଲେ ପୋଷ୍ଟାଲ ଇନ୍ସପେକ୍ଟର

ସୁନ୍ଦରଗଡ଼: ସୁନ୍ଦରଗଡ ମୁଖ୍ୟ ଡାକଘରର ଇନ୍ସପେକ୍ଟର ଉଜ୍ଜ୍ବଳ କୁମାର ଲାଞ୍ଚ ନେଇ ସୋମବାର ସିବିଆଇ ହାତରେ ଧରାପଡିଛନ୍ତି। ଗ୍ରାମୀଣ ଡାକ ସେବକ ବିକାଶ କିସ୍‌ପଟ୍ଟାଙ୍କ ବକେୟା ଦରମା ବିଲ୍‌ କରିବା ପାଇଁ ଇନ୍ସପେକ୍ଟର ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଏ ସମ୍ପର୍କରେ ବିକାଶ ଭୁବନେଶ୍ବର…

ଭୁବନେଶ୍ୱରରେ ଯୁବକଙ୍କ ଉନ୍ମତ୍ତ କାଣ୍ଡ, ଛୁରାମାଡ଼ରେ ୨ ଆହତ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଜଣେ ମାନସିକ ଅନଗ୍ରସର ଯୁବକଙ୍କ ଉନ୍ମତ୍ତ କାଣ୍ଡ । ଭିଏସଏସ ନଗରରେ ଏକାଧିକ ବ୍ୟକ୍ତିଙ୍କୁ ଯୁବକ ଜଣକ ଆକ୍ରମଣ କରିଥିବା ଜଣାପଡିଛି । ଯୁବକଙ୍କ ଛୁରାମାଡ଼ରେ ୨ ଜଣ ଆହତ ହୋଇଥିବା ସୂଚନା ମିଳିଛି । ଘଟଣା ପରେ ଯୁବକଙ୍କୁ କାବୁ କରି ପୋଲିସକୁ ହସ୍ତାନ୍ତର…

ଅଜଣା ଗାଡି ଧକ୍କାରେ ୬ ଗାଈ ମୃତ

ଟାଙ୍ଗୀ: ୧୬ ନମ୍ବର ଜାତୀୟ ରାଜପଥ ଜଙ୍କିଆ ଥାନା ନିକଟରେ ଗତକାଲି ବିଳମ୍ବିତ ରାତିରେ ଏକ ଅଜଣା ଗାଡି ଧକ୍କାରେ ୬ଟି ଗାଈଙ୍କର ମୃତ୍ୟୁ ଘଟିଛିା ଘଟଣାରୁ ପ୍ରକାଶ ଯେ, ଗାଈଗୋରୁ ପାଳୁଥିବା ବ୍ୟକ୍ତିି ମାନେ ସେମାନଙ୍କର ଗୋ ସମ୍ପଦକୁ ଗୁହାଳରେ ରଖିବା ପରିବର୍ତ୍ତେ ବାହାରକୁ ଛାଡି ଦେଉଛନ୍ତି।…

ଲାଞ୍ଚ ନେଇ ଧରାପଡ଼ିଲେ ଆସିକା ବିଇଓ ଅଫିସର କନିଷ୍ଠ କିରାଣୀ

ବ୍ରହ୍ମପୁର: ଲାଞ୍ଚ ନେବା ବେଳେ ମାଡ଼ି ବସିଲା ଭିଜିଲାନ୍ସ । ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର କନିଷ୍ଠ କିରାଣି ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି । ଆସିକା ବିଇଓ ଅଫିସର କନିଷ୍ଠ କିରାଣି ମନୋଜ କୁମାର ପ୍ରଧାନ ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ଠାରୁ ୫…

ବୈଦ୍ୟନାଥପୁର ପୋଲିସ କୁ ଖୋଲା ଚାଲେଞ୍ଜ : ପୁଣି ଇଂଜିନିୟରିଂ ସ୍କୁଲ ଛକ ନିକଟରୁ ଚୋରୀ…

ବ୍ରହ୍ମପୁର :-ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଇଂଜିନିୟରିଂ ସ୍କୁଲ ଛକ ନିକଟରୁ ପନ୍ଦର ଦିନ ପରେ ପୁଣି ଥରେ ଦୁଇ ଟି ସ୍ଥାନରୁ ଲକ୍ଷାଧିକ ଟଙ୍କା ଚୋରି କରି ଚମ୍ପଟ ମାରିଲେ ଦୁର୍ବୃତ । ଯାହାକି ପୋଲିସ କୁ ଏହା ଖୋଲା ଚାଲେଞ୍ଜ କହିଲେ କିଛି ଭୁଲ ହେବ ନାହିଁ, ପୋଲିସ ର ପାରିବା ପଣ ଆଜି…

ପାରିବାରିକ କଳହର କରୁଣ ପରିଣତି: ନବଦମ୍ପତିଙ୍କ ଆତ୍ମହତ୍ୟା ଉଦ୍ୟମ, ସ୍ତ୍ରୀ ମୃତ ଓ ସ୍ୱାମୀ ଗୁରୁତର

ବାଲେଶ୍ୱର: ନବଦମ୍ପତିଙ୍କ ଆତ୍ମହତ୍ୟା ଉଦ୍ୟମ । ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର । ବାଲେଶ୍ୱର ଜିଲ୍ଲା ଖଇରା ଥାନା ରଇଁତରା ଗାଁରେ ଅଭାବନୀୟ ଘଟଣା ଘଟିଛି। ମୃତ ମହିଳା ହେଲେ ପୂଜା ଜେନା । ଗତ ଏକ ମାସ ତଳେ କୈଳାସ ଜେନାଙ୍କୁ ବିବାହ କରିଥିଲେ । ବାହାଘର ପରଠୁ କୌଣସି କାରଣରୁ ଉଭୟଙ୍କ…