Sign in
Sign in
Recover your password.
A password will be e-mailed to you.
Browsing Category
ଅପରାଧ
ରାଜଧାନୀରୁ ଜବତ ହେଲା ୨ କେଜିରୁ ଅଧିକ ବ୍ରାଉନସୁଗାର
ଭୁବନେଶ୍ୱର: ଭୁବନେଶ୍ବର ଏମ୍ମ୍ସ ନିକଟରୁ ସୋମବାର ୨ କେଜି ୫୮ ଗ୍ରାମ ଓଜନର ବ୍ରାଉନସୁଗାର ଜବତ ହୋଇଛି। ବେଆଇନ ଚାଲାଣ ବେଳେ ଏସଟିଏଫ୍ ଟିମ୍ ଚଢ଼ାଉ କରି ଏହି ବ୍ରାଉନସୁଗାର ଜବତ କରିଛି। ଯାହାର ଆନୁମାନିକ ମୂଲ୍ୟ ୨ କୋଟି ଟଙ୍କା ହେବ। ଘଟଣାରେ ସମ୍ପୃକ୍ତ ୩ ଜଣଙ୍କୁ ଗିରଫ କରାଯାଇଛି। ଗିରଫ!-->…
ମର୍ମନ୍ତୁଦ ସଡକ ଦୁର୍ଘଟଣା, ଭାଇ ଓ ଭଉଣୀ ଦୁହିଁଙ୍କର ମୃତ୍ୟୁ
ଯାଜପୁର: ଯାଜପୁର ଜିଲ୍ଲା ୧୬ନଂ ଜାତୀୟ ରାଜପଥ ବାରବାଟୀ ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏଥିରେ ଭାଇ ଓ ଭଉଣୀ ଦୁହିଁଙ୍କର ମୃତ୍ୟୁ ଘଟିଛି । ସୂଚନା ମୁତାବକ କୁଆଖିଆ ଥାନା ପ୍ରଥମାଖଣ୍ଡ ପଂଚାୟତ ଦାମୋଦରପୁର ଗ୍ରାମର ପ୍ରତାପ ଲେଙ୍କାଙ୍କ ପୁଅ ରଂଜିତ (୨୩) ଓ ଆଶିଷ ଲେଙ୍କାଙ୍କ ଝିଅ!-->…
ନିଶା ମାଫିଆଙ୍କ ଠାରୁ ମୋଟା ଅଙ୍କର ଟଙ୍କା ନେଉଛି ପୁରୀ ପୋଲିସ, ସାଙ୍ଘାତିକ ଅଭିଯୋଗ ଆଣିଲେ ଅବକାରୀ ଇନସ୍ପେକ୍ଟର…
ପୁରୀ: ପୋଲିସ ବିରୋଧରେ ଅବକାରୀ ବିଭାଗର ଅଭିଯୋଗ। ପୁରୀ ଜିଲ୍ଲା ପୋଲିସ ବିରୋଧରେ ଅଭିଯୋଗ ଆଣିଛି ଅବକାରୀ ବିଭାଗ। ଅବକାରୀ କମିସନରଙ୍କୁ ଏଭଳି ଚିଠି ଲେଖି ଖୁଲମଖୁଲା ଅଭିଯୋଗ ଆଣିଛନ୍ତି ପୁରୀ ଅବକାରୀ ଇନସ୍ପେକ୍ଟର ସଞ୍ଜୟ କୁମାର ପଣ୍ଡା। ଜିଲ୍ଲାର ଥାନାଅଧିକାରୀ ମାନେ ନିଶା ମାଫିଆଙ୍କ ଠାରୁ!-->…
ନଦୀକୁ ଡେଇଁ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ, ପଠାରେ ପଡି ବଞ୍ଚିଗଲା ଜୀବନ
ଭଦ୍ରକ: ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରୁଥିଲେ ଯୁବତୀ । କିନ୍ତୁ ପଠାରେ ପଡିଗଲେ, ବଞ୍ଚିଗଲା ଜୀବନ । ଗୁରୁତର ଅବସ୍ଥାରେ ଯୁବତୀଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।
ସୂଚନାଯୋଗ୍ୟ ଯେ, ଭଦ୍ରକ ସହର ବାଇପାସ୍ ନିକଟ ରାଜଘାଟ ବ୍ରିଜରୁ ଡେଇଁ ଯୁବତୀ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ତେବେ!-->!-->!-->…
ଆଠଗଡ ଅଞ୍ଚଳରୁ ଏକାଧିକ ହାତୀ କଙ୍କାଳ ମିଳିବା ଘଟଣା : ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚକୁ ଚିଠି
ଭୁବନେଶ୍ବର : ଆଠଗଡ ଅଞ୍ଚଳରୁ ଏକାଧିକ ହାତୀ କଙ୍କାଳ ମିଳିବା ଘଟଣାର ତଦନ୍ତ ପାଇଁ ଚିଠି । କ୍ରାଇମବ୍ରାଞ୍ଚ ଏସଟିଏଫ ଘଟଣାର ତଦନ୍ତ ପାଇଁ ଆନିମଲ ଓ୍ବେଲଫେୟାର ଟ୍ରଷ୍ଟର ପୁରବୀ ପାତ୍ର କ୍ରାଇମବ୍ରାଞ୍ଚ ଏଡିଜିଙ୍କୁ ଚିଠି ଲେଖିଛନ୍ତି । ବାରମ୍ବାର ହାତୀ କଙ୍କାଳ ମିଳିଥିଲେ ସୁଦ୍ଧା ବନ ବିଭାଗ!-->…
କ୍ରାଇମ ପାଟ୍ରୋଲ ଦେଖି ଲୁଟ୍ ଯୋଜନା, ମହିଳାଙ୍କ ସହ ପ୍ରେମିକ ଗିରଫ
କଟକ: ପ୍ରେମିକ ସହ ମିଶି ଲୁଟ୍ ଯୋଜନା, ପଡ଼ିଲା ମହଙ୍ଗା । ଗିରଫ ହେଲେ ଘରୋଇ ଫାଇନାନ୍ସ କମ୍ପାନିର ମହିଳା ଏଜେଣ୍ଟ । ମହିଳାଙ୍କ ସହ ପ୍ରେମିକ ଗିରଫ, ଜଣେ ନାବାଳକ ଅଟକ । ଘରୋଇ ଚ୍ୟାନେଲରେ କ୍ରାଇମ ପାଟ୍ରୋଲ ଦେଖି ଲୁଟ୍ ଯୋଜନା କରିବା ପରେ ଗିରଫ ହେଲେ ଘରୋଇ ଫାଇନାନ୍ସ କମ୍ପାନୀର ମହିଳା!-->…
ରାଜଧାନୀରେ ବିଳମ୍ବିତ ରାତିରେ ୧୯ଟି ବାରରେ ପୋଲିସର ଚଢ଼ାଉ
ଭୁବନେଶ୍ୱର: ରାଜଧାନୀର ବାରରେ କମିଶନରେଟ ପୋଲିସର ଚଢ଼ାଉ । ଜୋନ୍-୪ ଓ ଜୋନ୍-୬ ଅଞ୍ଚଳରେ ୧୯ଟି ବାରରେ ରେଡ୍ କରିଛି ପୋଲିସ । ବାରଗୁଡ଼ିକ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲୁଥିବା ଖବର ପାଇ ଗତକାଲି ରାତିରେ ଦୁଇଟି ଜୋନକୁ ନେଇ ଡିସିପିଙ୍କ ନେତୃତ୍ବରେ ଅଚାନକ ଚଢ଼ାଉ ହୋଇଥିଲା । ଏସିପି ଜୋନ-୪!-->…
ଜୁଆ ଆଡ୍ଡାରେ ପୋଲିସର ଚଢାଉ, ୪ ଗିରଫ
ଅନୁଗୋଳ: ଛେଣ୍ଡିପଦା ପୋଲିସକୁ ସଫଳତା । ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ୪ଜଣଙ୍କୁ ଗିରଫ କରିବା ସହ ଟଙ୍କା ଓ ବାଇକ ଜବତ କଲା ପୋଲିସ । ନୂଆଁପଡା ଗାଁର ପେଟ୍ରୋଲ ଟାଙ୍କି ପଛ ପାଖରେ ଥିବା ଏକ ପରିତ୍ୟକ୍ତ ସ୍ଥାନରେ ଅନେକ ଦିନ ହେଲା ଜୁଆ ଆଡ୍ଡା ଚାଲିଥିବା ବେଳେ ଏନେଇ ଖବର ପାଇ ଶନବାର ରାତିରେ!-->…
ସାଇବର ପୋଲିସ ପଞ୍ଝାରେ ସାଇବର ଠକ, ଚାକିରି ଦେବାକୁ ଠକିଥିଲେ ଲକ୍ଷାଧିକ ଟଙ୍କା
ଭୁବନେଶ୍ଵର: ରାଜ୍ୟରେ ଦିନକୁ ଦିନ ସାଇବର ଠକଙ୍କ ଠକେଇ ବଢୁଥିବା ବେଳେ ଦୁର୍ବୁତ୍ତଙ୍କୁ ଧରିବା ପୋଲିସ୍ ପ୍ରତି ଏକ ଚ୍ୟାଲେଞ୍ଜିଂ ହୋଇପଡ଼ିଯାଇଛି । କିନ୍ତୁ ବର୍ତ୍ତମାନ ସାଇବର ଥାନା ପୋଲିସ ହାତରେ ଧରାପଡ଼ିଛି ଜଣେ ସାଇବର ଠକ । ବିଭିନ୍ନ ବଡ଼ ବଡ଼ କମ୍ପାନୀରେ ଚାକିରୀ କରାଇ ଦେବାକୁ!-->…
ବେକକାଟି ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ, ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର
କେନ୍ଦୁଝର: କେନ୍ଦୁଝର ଜିଳ୍ଲା ଘଷିପୁରା ଥାନା କଇନିପୁରା ଗ୍ରାମରେ ଜଣେ ୨୦ ବର୍ଷିୟ ଯୁବତୀ ନିଜ ବେକ କାଟି ଆତ୍ମହତ୍ଯା ଉଦ୍ଯମ କରିଥିବା ଜଣାପଡିଛି । ଗୁରୁତର ଅବସ୍ଥାରେ ତାଙ୍କୁ ପରିବାର ଲୋକେ ପ୍ରଥମେ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ମାତ୍ର ଅବସ୍ଥା ସଙ୍କଟାପନ୍ନ ଥିବାରୁ!-->…