Sign in
Sign in
Recover your password.
A password will be e-mailed to you.
Browsing Category
ଅପରାଧ
ରାଜଧାନୀରୁ ଧରାପଡ଼ିଲା ସୁନା ଚେନ ଲୁଟେରା ଗ୍ୟାଙ୍ଗ
ଭୁବନେଶ୍ବର: ରାଜଧାନୀରୁ କୁଖ୍ୟାତ ଲୁଟେରା ଗ୍ୟାଙ୍ଗ ଧରାପଡ଼ିଛି। ପୁଲିସ ଏହି ଗ୍ୟାଙ୍ଗର ସଦସ୍ୟମାନଙ୍କୁ ଗିରଫ କରିଛି। ଦୀର୍ଘଦିନ ଧରି ରାଜଧାନୀରେ ଚୋରି, ଲୁଟ ଓ ଛିନତାଇ କରୁଥିଲେ। ଏମାନେ ଚୋରି ଗାଡ଼ିରେ ଅପରାଧ ଭିଆଉଥିଲେ ବୋଲି ଜଣାଯାଇଛି।
ସେମାନଙ୍କ ପାଖରୁ ସୁନା ଚେନ, ମୋବାଇଲ ଓ!-->!-->!-->…
ଜିଏସଟି ଚଢାଉ ଭୟରେ ପୋଡି ଦେଲେ ବିଡ଼ା ବିଡ଼ା ଟଙ୍କା
ଚଢଉ ଭୟରେ ପୋଡ଼ିଦେଲେ ଟଙ୍କା । ଦରପୋଡ଼ା ଟଙ୍କାର ଫଟୋ ସୋସିଆଲ ମିଡିଆରେ ଭାଇରାଲ। ଜିଏସଟି ଚଢାଉ ଭୟରେ ପୋଡି ଦେଲେ ବିଡ଼ା ବିଡ଼ା ଟଙ୍କା । ମୟୂରଭଞ୍ଜ କରଞ୍ଜିଆ ରରୁଆଁ ଅଞ୍ଚଳରୁ ଏପରି ଅଭିଯୋଗ ଆସିଛି ।
ଗୋଟିଏ ପରିବାରର ତିନି ଭାଇ ସୁନୀଲ, ପ୍ରଭାତ ଓ ସୌରଭ ସୁଲତାନିଆଙ୍କ ଗୋଦାମରେ ଚଢଉ!-->!-->!-->…
ପୁରୀରୁ ୩ କୋଟିର ବ୍ରାଉନସୁଗାର ଜବତ, ୩ ଗିରଫ
ପୁରୀ : ପୁରୀ ମଙ୍ଗଳାଘାଟ ଛକରୁ ୩ କୋଟି ଟଙ୍କାର ୩ କେଜି ବ୍ରାଉନସୁଗାର ଜବତ କରିଛି। ଏହି ଘଟଣାରେ କଣାସ ଥାନା ଅନ୍ତର୍ଗତ କେଶରପୁର ଗ୍ରାମର ଲଣ୍ଡା ଓରଫ ପଟନାୟକ, ରାଜକିଶୋର ସାହୁ ଓରଫ ରାଜୁ ଏବଂ ମାନସ ସାହୁ ଓରଫ ଗୁଣ୍ଠା ଗିରଫ କରାଯାଇଛି ବୋଲି ଏସପି ସୂଚନା ଦେଇଛନ୍ତି। କିଙ୍ଗପିନ ନଣ୍ଡାକୁ!-->…
ଦୁଇ ବ୍ରାଉନସୁଗର ବେପାରୀକୁ ଗଛରେ ବାନ୍ଧି ନିସ୍ତୁକ ମାଡ଼
ବାଲେଶ୍ୱର: ଦୁଇ ବ୍ରାଉନସୁଗର ବେପାରୀକୁ ଗଛରେ ବାନ୍ଧି ନିସ୍ତୁକ ମାଡ। ନିସ୍ତୁକ ମାଡ ମାରି ପୋଲିସରେ ଜିମା ଦେଲେ ସ୍ଥାନୀୟ ଲୋକ। ବାଲେଶ୍ୱର ଜିଲ୍ଲା ତାଳସାରୀ ମେରାଇନ୍ ଥାନା ଉଦୟପୁର ବେଳାଭୂମି ଅଞ୍ଚଳର ଘଟଣା। ଆଜି ସକାଳ ୯ଟାରେ ପଶ୍ଚିମବଙ୍ଗ ଦିଘା ଥାନା ଅଞ୍ଚଳର ଦୁଇ ଜଣ ଯୁବକ ଏକ କାର୍!-->…
ଭିଜିଲାନ୍ସ ଜାଲରେ ରାୟଗଡ଼ା ଅବକାରୀ ଅଧୀକ୍ଷକ
ରାୟଗଡ଼ା: ଭିଜିଲାନ୍ସ ଜାଲରେ ରାୟଗଡ଼ା ଅବକାରୀ ଅଧିକ୍ଷକ । ନଗଦ ୬ ଲକ୍ଷ ଟଙ୍କା ସହ ଧରାପଡ଼ିଲେ ଅବକାରୀ ଅଧିକ୍ଷକ ନିନା ବେଉରା । ରାୟଗଡ଼ାରୁ ଭୁବନେଶ୍ୱର ଯିବା ସମୟରେ ଧରିଲା ଭିଜିଲାନ୍ସ । ଟଙ୍କା ବିଷୟରେ ସନ୍ତୋଷଜନକ ଉତ୍ତର ଦେଇନପାରିବାରୁ ନିନାଙ୍କୁ ଗିରଫ କରିଛି ଭିଜଲାନ୍ସ । ଏହାପରେ!-->…
ରାଜଧାନୀରେ ବିପୁଳ ପରିମାଣର ଦେଶୀ ମଦ ଜବତ, ୫ ଗିରଫ
ଭୁବନେଶ୍ବର: ରାଜଧାନୀରେ ବିପୁଳ ପରିମାଣର ଦେଶୀ ମଦ ଜବତ କରାଯିବା ସହ ଏହି ଘଟଣାରେ ଜଡ଼ିତ ୫ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।ରାଜଧାନୀର ସାଲିଆ ସାହି ବସ୍ତିରେ କେନ୍ଦ୍ରାଞ୍ଚଳ ଗୁଇନ୍ଦା ବିଭାଗ ସହ ଅବକାରୀ ବିଭାଗର ମିଳିତ ଚଢାଉ କରାଯାଇଛି। ଏଠାରୁ ବିପୁଳ ପରିମାଣରେ ଦେଶୀ ମଦ ଜବତ!-->…
ରାତି ଅଧିଆ ପୁଲିସ ଚଢ଼ାଉ, ଚୋର ଭାବି ଛେଚିଲେ ଗ୍ରାମବାସୀ
କୋରାପୁଟ: କୋରାପୁଟ ଜିଲ୍ଲା ମାଛକୁଣ୍ଡ ଥାନାର ମାଟିଖାଲ ଗ୍ରାମରେ ଗଞ୍ଜେଇ ଚାଲାଣ କରାଯାଉଥିବା ସୂଚନା ପାଇ ମାଥିଲି ଥାନା ପୋଲିସ ଗତକାଲି ବିଳମ୍ବିତ ରାତିରେ ଚଢାଉ କରିଥିଲେ । ଗ୍ରାମବାସୀ ମେଳି ହୋଇ ପୋଲିସକୁ ଘେରି ଅଟକ ରଖିଥିଲେ । ଏନେଇ ସୂଚନା ପାଇବାପରେ ମାଛକୁଣ୍ଡ ଥାନା ପୋଲିସ ଗ୍ରାମରେ!-->…
ଜଙ୍ଗଲ ମଧ୍ୟରେ ପୁଲିସ ର ଅତର୍କିତ ଚଢ଼ାଉ : ୪ କ୍ୟୁଣ୍ଟାଲ ଗଞ୍ଜେଇ ଜବତ, ଖସି ଗଲା ମାଫିଆ..!
ଫୁଲବାଣୀ ,: ସମଗ୍ର କନ୍ଧମାଳ ଜିଲ୍ଲାରେ ଗଞ୍ଜେଇ କାରବାର ଥମିବାର ନାଁ ଧରୁ ନଥିବା ବେଳେ ପୁଲିସ ପକ୍ଷରୁ ଗଞ୍ଜେଇ ଜବତ କରିବା ସହ ଏଥିରେ ସମ୍ପୃକ୍ତ ମାଫିଆ ଙ୍କୁ ମଧ୍ୟ ଜେଲ୍ ଯିବାକୁ ପଡୁଛି, ତଥାପି ଗଞ୍ଜେଇ ମାଫିଆ ମାନେ ବିଭିନ୍ନ ଉପାୟରେ ଗଞ୍ଜେଇ ଚୋରା ଚାଲାଣ କରାଯାଉଥିବା ଦେଖିବାକୁ!-->…
କଫ୍ ସିରଫ ଚାଲାଣ ବେଳେ ଜଣେ ଗିରଫ, ୧୨୮୦ ବୋତଲ ଜବତ
ଭୁବନେଶ୍ୱର: ଶୁକ୍ରବାର ସକାଳୁ କମିଶନରେଟ ପୋଲିସ ର ସ୍ପେଶାଲ ଟାସ୍କ ଫୋର୍ସ(ଏସଟିଏଫ) ବରମୁଣ୍ଡା ବସ୍ ଷ୍ଟାଣ୍ଡ ନିକଟରେ ଜଣେ ବ୍ୟକ୍ତିଙ୍କ ନିକଟରୁ ୧୨୮୦ ବୋତଲ ନିଷିଦ୍ଧ କଫ୍ ସିରଫ ଜବତ କରିଛି । ଏହି ବୋତଲ ସବୁକୁ ଚାଲାଣ କରିବାକୁ ଥିବା ଜଣେ ବ୍ୟକ୍ତିକୁ ଗିରଫ କରିଛି ଏସଟିଏଫ୍ ।
ଜବତ!-->!-->!-->…
ଟ୍ରକ୍ ଲୁଟ୍ ଉଦ୍ୟମ, ୭ ଡକାୟତ ଗିରଫ
ଖୋର୍ଦ୍ଧା: ଗତକାଲି ରାତିରେ ୫୭ ନମ୍ବର ଖୋର୍ଦ୍ଧା-ବଲାଙ୍ଗୀର ଜାତୀୟ ରାଜପଥ କଡ଼ର ଖୋର୍ଦ୍ଧା-ଜଟଣୀ ବାଇପାସ୍ ନିକଟରେ ରାସ୍ତା ଉପରେ ପଥର ପକାଇ ଟ୍ରକ୍ ଲୁଟ କରିବାକୁ ଉଦ୍ୟମ କରୁଥିବା ବେଳେ ଏକ ଡକାୟତ ଗ୍ୟାଙ୍ଗର ୭ଜଣ ସଦସ୍ୟ ପୁଲିସ ହାତରେ ଧରାପଡ଼ିଛନ୍ତି ।
ସୂଚନାନୁସାରେ, ଗତକାଲି ଭୋର!-->!-->!-->…