Browsing Category

ଅପରାଧ

ନଦୀ କୂଳ ରୁ ଯୁବକ ଙ୍କ ମୃତ ଦେହ ଉଦ୍ଧାର : ହତ୍ୟା ନା ଆତ୍ମହତ୍ୟା ସନ୍ଦେହ…

ବାଲିଗୁଡା :,କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦର ନୂତନ ହାଟ ନିକଟ ନଦୀ ତୋଠ ଠାରେ ୧୩ ନମ୍ବର ୱାର୍ଡ ବୁଲୁସୁଗା ଗ୍ରାମର ଅଶୋକ ବେହେରା ନାମକ ଜଣେ ବ୍ୟକ୍ତିଙ୍କ ଶରୀର ନଦୀରେ ଭାସୁଥିବା ଅବସ୍ଥାରେ ନିକଟସ୍ଥ ଲୋକ ଦେଖି ପୋଲିସ ଓ ଅଗ୍ନିଶମ…

ଡକାୟତି କରି ଦଣ୍ଡବତ ହେଲେ ଡକାୟତ

ଭୁବନେଶ୍ୱର: ଡକାୟତି କରି ଦଣ୍ଡବତ ହେଲେ ଡକାୟତ । ରାଜଧାନୀ ଭୁବନେଶ୍ୱରରେ ଘରେ ପଶି ଡକାୟତି କରିବା ପରେ ପରେ ମୁଣ୍ଡିଆ ମାରିଲେ ଲୁଟେରା । 15 ଲକ୍ଷ ଟଙ୍କା ଗହଣା ଲୁଟି ନେଇଛନ୍ତି ଡକାୟତ ଦଳ । ଧଉଳି ଥାନା ନୂଆଗାଁର ବଳରାମ ବିହାରରେ ଘଟିଛି ଘଟଣା । ଡକାୟତି କରି ଫେରାର ହେଉଥିବା ବେଳେ…

ମୂଲଚାଲ କରିବାରୁ ରାଗିଯାଇ ଗ୍ରାହକଙ୍କ ବେକ କାଟିଦେଲେ ଫଳ ଦୋକାନୀ

ଯାଜପୁର: ଫଳ କିଣିବା ବେଳେ ଗ୍ରାହକ ମୂଳଚାଲ କରିବାରୁ ଏହାକୁ ନେଇ ଫଳ ଦୋକାନୀ ଉତ୍ତ୍ୟକ୍ତ ହୋଇଯାଇଥିଲେ। ୨ ଜଣ ଗ୍ରାହକଙ୍କ ବେକ କାଟି ଦେଇଛନ୍ତି। ଯାଜପୁର ସଦର ଥାନା ଅନ୍ତର୍ଗତ ଖଣ୍ଡରାଛକ ନିକଟରେ ଏଭଳି ଘଟଣା ଘଟିଛି। ଯାଜପୁର ସଦର ଥାନା ଅନ୍ତର୍ଗତ ଖଣ୍ଡରାଛକ ନିକଟରେ ଥିବା ଏକ ଫଳ…

ଡ୍ରାଇଭର ସହ ୪ ଲୁଟେରା ଗିରଫ, ଲୁଟ ଟଙ୍କା ଉଦ୍ଧାର

ଚୌଦ୍ୱାର: ନିଜେ ଚଳାଉଥିବା ଗାଡ଼ିରୁ ଟଙ୍କା ଲୁଟ କରିଥିବା ଡ୍ରାଇଭର ଓ ତାର ୩ଜଣ ସହଯୋଗୀଙ୍କୁ ଚୌଦ୍ୱାର ପୁଲିସ ଗିରଫ କରିବାରେ ସଫଳ ହୋଇଛି । ଗିରଫ ଅଭିଯୁକ୍ତମାନେ ହେଲେ ଡ୍ରାଇଭର ଗୁରୁଡ଼ିଝାଟିଆ ଥାନା ବଳିପୁର ଗ୍ରାମର ରବୀନ୍ଦ୍ର ସ୍ୱାଇଁ(୨୨) ଓ ଶଂକର୍ଷଣ ସ୍ୱାଇଁ(୧୯), ନୟାଗଡ଼ ଜିଲ୍ଳା…

କୋଟିପତି ପ୍ରାଣୀଧନ ନିରୀକ୍ଷକ ଜଗନ୍ନାଥ ରାଉତ ଗିରଫ

ଭୁବନେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ କଳାରାହାଙ୍ଗର ପ୍ରାଣୀଧନ ନିରୀକ୍ଷକ (ଏଲ୍ଆଇ) ଜଗନ୍ନାଥ ରାଉତ ଗିରଫ ହୋଇଛନ୍ତି। ଭିଜିଲାନ୍ସ ପକ୍ଷରୁ ତାଙ୍କୁ ଆଜି ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା। କଟକ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ତାଙ୍କୁ ମେ' ୧୯ ତାରିଖ…

ଚାଲାଣ ବେଳେ ଭୁବନେଶ୍ବରରେ ଧରାପଡ଼ିଲା ୫ କୁଇଣ୍ଟାଲ ଗଂଜେଇ ସହ ଟ୍ରକ୍‌

ଭୁବନେଶ୍ବର: ଆନ୍ଧ୍ରପ୍ରଦେଶରୁ ହରିୟାଣା ଗଂଜେଇ ଚାଲାଣ ହେଉଥିବା ବେଳେ ଏହା ଭୁବନେଶ୍ବରରେ ଧରାପଡ଼ିଛି। ଏନ୍‌ସିବି ଭୁବନେଶ୍ବର ଜୋନ୍‌ ୫ କୁଇଣ୍ଟାଲ ୬ କିଲୋ ଗଂଜେଇ ଚାଲାଣ ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବଲୱାନ ସିଂହ (୩୧), ଜସପ୍ରୀତ ସିଂହ (୩୫) ଓ ଜସନୁର…

ରାସ୍ତା ମଝିରେ ଯୁବକଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ ସହ ମାଡ଼ ମାରିଲେ ବ୍ଲକ ଉପାଧ୍ୟକ୍ଷ

ବଲାଙ୍ଗୀର: ରାତିରେ ରାସ୍ତାର ଲାଇଟ କିଏ ବନ୍ଦ କରୁଛି ? କାହିଁକି ରାସ୍ତାର ଲାଇଟ ବନ୍ଦ କରୁଛ? ମତେ ଜାଣିଛ ମୁଁ କିଏ ? ମୋତେ ଜାଣିନ, ଚିରିକି ଫାଡ଼ି ଦେବି । ମୋ କଲର ଧରିବାକୁ ସାହସ ହେଲା କିପରି ? ମାର ତାକୁ । ଏଭଳି କିଛି କହି ଅନର୍ଗଳ ଅସଭ୍ୟ ଭାଷାରେ ଗାଳି ଦେବା ସହ କେତେ ବେଳେ ଗୋଇଠା ତ…

ରାସ୍ତାକଡ଼ରୁ ମିଳିଲା କନିଷ୍ଠ ଯନ୍ତ୍ରୀଙ୍କ ମୃତଦେହ

ପାଟଣାଗଡ଼: ପାଟଣାଗଡ଼ ବ୍ଲକ କନିଷ୍ଠ ଯନ୍ତ୍ରୀ ସୁରେଶ ସାହୁଙ୍କ ମୃତ ଦେହ ଉଦ୍ଧାର । ବାଙ୍କବାହାଲ ରାସ୍ତା କଡ଼ରୁ ମିଳିଲା ମୃତଦେହ । ଗତକାଲିଠାରୁ ନିଖୋଜ ଥିଲେ ସୁରେଶ୍ । ଘଟଣା ସ୍ଥଳରେ ପାଟଣାଗଡ଼ ପୋଲିସ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି । ସୂଚନା ଅନୁସାରେ, ପାଟଣାଗଡ଼ ବ୍ଲକରେ…

ଚିଲିକା ଡଙ୍ଗା ବୁଡ଼ି ଘଟଣା: ମିଳିଲା ନିଖୋଜ ରାଜକିଶୋରଙ୍କ ମୃତଦେହ

ଚିଲିକା: ଚିଲିକା ଡଙ୍ଗା ବୁଡ଼ି ଘଟଣାରେ ମିଳିଲା ନିଖୋଜ ରାଜକିଶୋରଙ୍କ ମୃତଦେହ । ଖାରିବନ୍ଧ ନିକଟରୁ ରାଜକିଶୋରଙ୍କ ମୃତଦେହ ଉଦ୍ଧାର କରିଛି ଟିମ୍ । ଭାରତୀୟ ନୌସେନା, ଓଟିଡିସି, ବାଲୁଗାଁ ପୋଲିସ୍ ଓ ଅଗ୍ନିଶମ ବାହିନୀ ପକ୍ଷରୁ ମିଳିତ ଭାବେ ଚିଲିକାରେ ଚାଲିଥିଲା ଉଦ୍ଧାର କାର୍ଯ୍ୟ । ନିଖୋଜ…

ଏମାର ମଠରୁ ମଙ୍ଗଳଗିରି ପ୍ରଭା ଗାଏବ

ପୁରୀ: ପୁରୀ ଏମାର ମଠରୁ ଗାଏବ ହୋଇଯାଇଛି ମଙ୍ଗଳଗିରି ପ୍ରଭା। ଗତକାଲି ରାମାନୁଜାଚାର୍ଯ୍ୟଙ୍କ ଜୟନ୍ତୀରେ ଏହି ଘଟଣା ସାମ୍ନାକୁ ଆସିଛି। ରାମାନୁଜଙ୍କ ମୂର୍ତ୍ତି ଉପରେ ଥିବା ଏହି ମୂଲ୍ୟବାନ ପ୍ରଭା ଦେଖିବାକୁ ମିଳିନଥିଲା। ତେବେ ସେ ପ୍ରଭା ସୁନା କି ପିତ୍ତଳ ତାହା ସ୍ପଷ୍ଟ ହୋଇନାହିଁ। ଏହି…