Browsing Category

ଅପରାଧ

ଦାଦାବଟି ମାଗି ବନ୍ଧା ହେଲେ ଶ୍ରୀମନ୍ଦିର ସେବାୟତ

ପୁରୀ: ଦାଦାବଟି ମାଗି ଗିରଫ ହେଲେ ସେବାୟତ । ଶ୍ରୀମନ୍ଦିର ସେବାୟତ ଲୋକଙ୍କୁ ଦାଦାବଟି ମାଗୁଥିବା ପୁରୀ ଟାଉନ ଥାନାରେ ଅଭିଯୋଗ ହୋଇଛି । ଏନେଇ ପୋଲିସ ଏକ ମାମଲା ରୁଜୁ କରି ସେବାୟତଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି । ଗିରଫ ସେବାୟତ ଜଣକ ହେଉଛନ୍ତି ପୁରୀ ଟାଉନ ଥାନା ଅଧିନ…

ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଅଭିଯୁକ୍ତ ଗିରଫ

ଯାଜପୁର: ବହୁ ଚର୍ଚ୍ଚିତ ବରୀ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ନାବାଳିକା ମୃତଦେହ ଉଦ୍ଧାର ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ ।ନାବାଳିକା ଜଣକୁ ପ୍ରଥମେ ଦୁଷ୍କର୍ମ ଓ ପରେ ନିର୍ମମ ଭାବେ ତଣ୍ଟି କାଟି ହତ୍ୟା କରାଯାଇଥିଲା । ଏହି ହତ୍ୟାକାଣ୍ଡର ଅଭିଯୁକ୍ତ ସୁବ୍ରତ ବେହେରାଙ୍କୁ…

ଭୀମ ଭୋଇ ମେଡିକାଲ କଲେଜ ହଷ୍ଟେଲ ଛାତରୁ ଖସି ଡାକ୍ତରୀ ଛାତ୍ର ମୃତ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ମେଡିକାଲ କଲେଜରେ ଘଟିଯାଇଛି ଏକ ଅଘଟଣ । ହଷ୍ଟେଲ ଛାତରୁ ପଡି ଜଣେ ଛାତ୍ର ପ୍ରାଣ ହରାଇଥିବା ଜଣାପଡିଛି । ମୃତକ ଛାତ୍ର ଜଣକ ହରିୟାଣାର ନିଶାନ୍ତ କୁମାର ବୋଲି ତାଙ୍କ ପରିଚୟ ମିଳିଛି । ନ୍ୟୁ ବଏଜ ହଷ୍ଟେଲରେ ରହୁଥିବା ବେଳେ ଆଜି ଛାତରୁ ପଡି ନିଶାନ୍ତଙ୍କର…

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ୭ ଦିନ ପାଇଁ ଅନ୍ତରୀଣ ଜାମିନ୍

କଟକ: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଆଜି ମିଳିଛି ଜାମିନ୍ । ୭ ଦିନ ପାଇଁ ଅନ୍ତରୀଣ ଜାମିନ୍ ପ୍ରଦାନ କରିଛନ୍ତି ହାଇକୋର୍ଟ । ଲୋକଙ୍କ ଉପରେ ଗାଡ଼ି ଚଢ଼ାଇ ଦେବା ମାମଲାରେ ପ୍ରଶାନ୍ତଙ୍କୁ ମିଳିଛି ଜାମିନ୍ । ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ଅନ୍ତରୀଣ ଜାମିନ୍ ଦେଇଛନ୍ତି ହାଇକୋର୍ଟ ।…

ଦୁଷ୍କର୍ମ ଅଭିଯୁକ୍ତକୁ ୫ ବର୍ଷ ଜେଲ, ୧୦ ହଜାର ଜରିମାନା…

ଫୁଲବାଣୀ, :ଫୁଲବାଣୀ ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ବିଚାରପତି ଭାସ୍କର ଚନ୍ଦ୍ର ସାହୁ ଗୁରୁବାର ଦିନ ଫୁଲବାଣୀ ଟାଉନ ଥାନା ଅଞ୍ଚଳର ଏକ ନାବାଳିକା ଦୁଷ୍କର୍ମ ମାମଲାର ବିଚାରଣ କରି ଘଟଣାର ୧୦ ଜଣ ସାକ୍ଷୀ ପୀଡ଼ିତାଙ୍କ ବୟାନ ଓ ଡାକ୍ତରୀ ରିପୋର୍ଟକୁ ଆଧାର କରି ଅଭିଯୁକ୍ତ ଗଗନ ନାୟକ(୩୪)କୁ ୫…

ମାନସ ସ୍ୱାଇଁ ହତ୍ୟା ମାମଲା, ଚାନ୍ଦବାଲି କୋର୍ଟରେ ହାଜର ହେଲେ ଶର୍ମିଷ୍ଠାଙ୍କ ସମେତ ୮ ଅଭିଯୁକ୍ତ

ଚାନ୍ଦବାଲି ୨୨।୦୪ : ମାନସ ସ୍ୱାଇଁ ହତ୍ୟା ମାମଲା । କୋର୍ଟରେ ହାଜର ହେଲେ ୮ ଅଭିଯୁକ୍ତ । ଘଟଣାରେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ, ନିରଞ୍ଜନ ସେଠୀଙ୍କ ସମେତ ୮ଜଣଙ୍କୁ ଚାନ୍ଦାବାଲି କୋର୍ଟରେ ହାଜର କରାଯାଇଛି । ଖବର ଅନୁଯାୟୀ, କ୍ୟାମେରମ୍ୟାନ୍‌ ମାନସ ସ୍ୱାଇଁ ହତ୍ୟା ଘଟଣାକୁ…

ଭୁବନେଶ୍ୱରରୁ କୋକେନ୍‌ ଜବତ ଘଟଣା: ସରିଲା ପେଡଲର ସନ୍ନି ଓ ରବିର ରିମାଣ୍ଡ ଅବଧି

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ୱରରୁ କୋକେନ୍‌ ଜବତ ଘଟଣାରେ ପେଡଲର ସନ୍ନି ଓ ରବିର ସରିଲା ରିମାଣ୍ଡ ଅବଧି। ରିମାଣ୍ଡ ସରିବା ପରେ ତାଙ୍କୁ ଗତକାଲି ଜେଲ୍‌ ପଠାଯାଇଛି। ସନ୍ନି ଓ ରବିଙ୍କଠାରୁ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପାଇଛି ଏସ୍‌ଟିଏଫ୍‌। ତାର ବହୁତ ବଡ ନେଟୱର୍କ ରହିଛି। ଦିଲ୍ଲୀ…

୨ ହାଇଓ୍ୱେ ଲୁଟେରା ଗିରଫ

ଭୁବନେଶ୍ୱର: ପୋଲିସ ପଞ୍ଜାରେ ଦୁଇ ହାଇୱେ ଲୁଟେରା । ଲୁଟ ପାଟ ବେଳେ ସପ୍ତଶତୀ ମନ୍ଦିର ପାଖରୁ ଦୁଇ ଅଭିଯୁକ୍ତଙ୍କୁ ଧରିଲା ପିସିଆର୍‌ ଭ୍ୟାନ୍‌ । ଥାନାରେ ପଚରାଉଚରା କରୁଛି ପୋଲିସ । ଖବର ଅନୁଯାୟୀ, ଭୁବନେଶ୍ୱର-କଟକ ରାସ୍ତାରେ ଗାଡି ଅଟକାଇ ଲୁଟ୍‌ କରୁଥିଲେ । ଏପିରିକି ଲୋକଙ୍କୁ ନିଶା…

ସାମାନ୍ୟ ଯୁକ୍ତିତର୍କରୁ ଡବଲ ମର୍ଡର

କୋରାପୁଟ: କୋରାପୁଟ ଜିଲ୍ଲା ଦାମନଯୋଡି ଥାନା ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଯାଇଛି। ସାମାନ୍ୟ ବଚସାରୁ ହତ୍ୟାକାଣ୍ଡ ଘଟିଛି। ସଂଘବଦ୍ଧ ଆକ୍ରମଣରେ ସିନ୍ଧିପାର ଗାଁର ୨ ଯୁବକ ମୃତ ମୃତ୍ଯୁ ଘଟିଥିବା ବେଳେ ଜଣେ ଗୁରୁତର ହୋଛନ୍ତି। ମୃତକ ହେଲେ ଦେବେନ୍ଦ୍ର ଜାନୀ ଓ ପୂର୍ଣ୍ଣ ନାୟକ। ଗୁରୁତରଙ୍କୁ…

ମହଙ୍ଗା ପଡ଼ିଲା କବାଡ଼ିଆକୁ ସ୍କୁଲ ବହି ବିକିବା, ନିଲମ୍ବିତ ହେଲେ ପ୍ରଧାନ ଶିକ୍ଷକ

ରାଉରକେଲା: ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଅନ୍ଧାରକୁ ଠେଲି କବାଡିଆକୁ ବହି ବିକିବା ପ୍ରଧାନ ଶିକ୍ଷକଙ୍କୁ ମହଙ୍ଗା ପଡିଛି। ତଦନ୍ତ ପରେ ବ୍ଲକ ଶିକ୍ଷା ଅଧିକାରୀ କୋଇଡା ବ୍ଲକ ସର୍ଗିଗଡ଼ ସରକାରୀ ପ୍ରକଳ୍ପ ବିଧ୍ୟାଳୟ ପ୍ରଧାନ ଶିକ୍ଷକ ଛନ୍ଦା ଚରଣ ସିଂଙ୍କୁ ଚକାରୀରୁ ନିଲମ୍ବିତ କରିଛନ୍ତି ।…