Sign in
Sign in
Recover your password.
A password will be e-mailed to you.
Browsing Category
ଅପରାଧ
ମମିତା ମେହେର ହତ୍ୟା ଘଟଣା: କଣ୍ଟାବାଞ୍ଝି ଏଡିଜେ କୋର୍ଟରେ ହାଜର ହେଲେ ଗୋବିନ୍ଦ, ରାଧେ
ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଘଟଣାରେ କଣ୍ଟାବାଞ୍ଝି ଏଡିଜେ କୋର୍ଟରେ ହାଜର ହେଲେ ଦୁଇ ଅଭିଯୁକ୍ତ ଗୋବିନ୍ଦ ସାହୁ ଏବଂ ରାଧେ ଚଣ୍ଡୀ । ଗତ ଏପ୍ରିଲ ୫ ରେ ସାଇଣ୍ଟିଫିକ ଟେଷ୍ଟିଙ୍ଗ ରିପୋର୍ଟ ମିଳିନଥିବା ନେଇ ଏକ ପିଟିସନ୍ ଫାଇଲ କରିଥିଲେ ଗୋବିନ୍ଦଙ୍କ ଓକିଲ । ଏହା ଉପରେ ଶୁଣାଣି ପାଇଁ!-->…
ବରଗଡ ଥାନାରେ ହାଜତ ମୃତ୍ୟୁ ଅଭିଯୋଗ
ଭୁବନେଶ୍ୱର : ଭୁବନେଶ୍ୱର ବରଗଡ ଥାନାରେ ହାଜତ ମୃତ୍ୟୁ ଅଭିଯୋଗ । ମୃତକ ଜଣକ ହେଉଛନ୍ତି କପିଳପ୍ରସାଦ ଅଞ୍ଚଳର ଦେବେନ୍ଦ୍ର ଚୌଧୁରୀ । ଦେବେନ୍ଦ୍ର ରସୁଲଗଡରୁ ଘରକୁ ଫେରୁଥିବା ସମୟରେ ପୋଲିସ ତାଙ୍କୁ ଉଠାଇନେଇଥିଲା । ଥାନା ହାଜତରେ ସେ ଗୁରୁତର ହୋଇପଡିଥିଲେ । ସେଠାରୁ ତାଙ୍କୁ ହସ୍ପିଟାଲରେ!-->…
ସୀମାରେ ଜବାନଙ୍କ କ୍ୟାମ୍ପ ଉପରେ ମାଓବାଦୀଙ୍କ ଗୁଳିବର୍ଷଣ : 4 ଜବାନ ଆହତ…
ମାଲକାନଗିରି : ମାଲକାନଗିରି ଛତିଶଗଡ ସିମାନ୍ତ ବିଜାପୁର ଜିଲ୍ଲାରେ ପୋଲିସ କେମ୍ପ ଉପରେ ନକ୍ସଲ ହାମଲା । କୁଟରୁ ଥାନା ଅନ୍ତର୍ଗତ ଦରଭା ପୋଲିସ କେମ୍ପ ଉପରେ ଗତକାଲି ରାତିରେ ଶତାଧିକ ମାଓବାଦୀ ଆକ୍ରମଣ କରିଥିଲେ । ମାଓବାଦୀଙ୍କ ପକ୍ଷରୁ ଗୁଳି ଚାଳନା କରାଯିବା ସହ ବୋମା ବିସ୍ଫୋରଣ ମଧ୍ୟ!-->!-->!-->…
କାରଗାର ପାଚେରୀ ଡେଇଁ ବିଚାରାଧୀନ କଏଦୀ ଫେରାର
ଜଗତସିଂହପୁର: ଆଳି ପିଙ୍ଗଳ ଜେଲରୁ ଜଣେ ବିଚାରାଧୀନ କଏଦୀ ଚମ୍ପଟ ମାରିଛି। ଚମ୍ପଟ ମାରିଥିବା କଏଦୀ ଜଣକ ହେଲା ଜୀବନଜ୍ୟୋତି ସାହୁ (୨୪)। ତାର ଘର ବାଲିକୁଦା ଥାନା ଗଦେଇଗିରି ଗାଁ। ଏକ ନାବାଳିକାକୁ ଦୁଷ୍କର୍ମ ମାମଲାରେ ୨୦୨୦ ଡିସେମ୍ବର ୩୦ରୁ ଜେଲରେ ରହୁଥିଲେ। ଆଜି ଦିନ ୧୦ଟାରୁ ୧୨ଟା!-->…
୫ ଦିନିଆ ରିମାଣ୍ଡରେ ଠକ ଡାକ୍ତର ରମେଶ ସ୍ବାଇଁର ଅସଲି ପତ୍ନୀ
ଭୁବନେଶ୍ୱର: ଠକ ଡାକ୍ତର ରମେଶ ସ୍ବାଇଁ ଗିରଫ ମାମଲା । ସ୍ତ୍ରୀ ଖୋଲିବେ ସ୍ୱାମୀର ଠକେଇ ଗୁମର । ପାଞ୍ଚ ଦିନିଆ ରିମାଣ୍ଡରେ ରମେଶ ସ୍ବାଇଁର ଅସଲି ଡାକ୍ତରାଣୀ ପତ୍ନୀ କମଳା ସ୍ବାଇଁ । ବିଭିନ୍ନ ଦିଗକୁ ନେଇ ତାଙ୍କୁ ଝାଳ ବୁହା ପ୍ରଶ୍ନ କରିଛି ପିଙ୍କ ଟିମ୍ । ରମେଶକୁ କେବେ ଠାରୁ ବିବାହ!-->…
ରାତ୍ରିକାଳୀନ ଗାଡ଼ି ଯାଞ୍ଚରେ୨୧୬ ମଦୁଆ ଗାଡ଼ି ଚାଳକ ଗିରଫ, ୧୩୮ ଲାଇସେନ୍ସ ରଦ୍ଦ
ଭୁବନେଶ୍ୱର: ରାଜ୍ୟରୁ କୋଭିଡ କଟକଣା ହଟାଇ ଦିଆଯିବା ପରେ ପରିବହନ ବିଭାଗ ଓ ପୁଲିସ ରାଜପଥରେ ଯାନବାହନଗୁଡ଼ିକର ଯାଞ୍ଚ ପୁଣି ଥରେ ଆରମ୍ଭ କରିଦେଇଛନ୍ତି। ଏଥି ସହିତ ଗାଡ଼ିଚାଳକମାନେ ଗାଡ଼ି ଚଳାଇବା ସମୟରେ ମଦ ପିଉଛନ୍ତି କି ନାହିଁ ତାହା ମଧ୍ୟ ତଦନ୍ତ ହେଉଛି। ଓଡ଼ିଶା ପୁଲିସ ଓ ପରିବହନ!-->…
ଅଣ୍ଟା ବ୍ୟଥା ହେଉଥିବା ମଣିଷକୁ ଦେଲେ ପଶୁ ଇଞ୍ଜେକସନ
ମୟୁରଭଞ୍ଜ: ମଣିଷ ଦେହରେ ପଶୁଙ୍କ ଇଞ୍ଜେକ୍ସନ ଦେଲା ନକଲି ଡାକ୍ତର । ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକରୁ ଏପରି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଠାକୁରମୁଣ୍ଡା ବ୍ଲକ ମହୁଲଡିହାରେ ଜଣେ ବ୍ୟକ୍ତିଙ୍କୁ ଅଣ୍ଟା ବ୍ୟଥା ପାଇଁ ପଶୁଙ୍କ ପାଇଁ ବ୍ୟବହୃତ ଇଞ୍ଜେକ୍ସନ ବ୍ୟବହାର କରିବା ନେଇ!-->…
ଭୁବନେଶ୍ବର ଲିଙ୍ଗିପୁର ଏଟିଏମ ଲୁଟ୍ ଘଟଣା: ଡେମୋ ଦେଖାଇଲା ଲୁଟେରା
ଭୁବନେଶ୍ୱର: ଭୁବନେଶ୍ବର ଲିଙ୍ଗିପୁର ଏଟିଏମ ଲୁଟ୍ ଘଟଣାରେ କ୍ରାଇମ୍ ସିନ୍ ରିକ୍ରିଏଟ କରିଛି ପୁଲିସ । ୨ ଲୁଟେରାଙ୍କୁ ନେଇ ଲୁଟର ଡେମୋ କରିଛି ପୁଲିସ । ଏଟିଏମ୍ ସ୍ଥଳ, ଶିଶୁଭବନ, ଲିଙ୍ଗିପୁର ପେଟ୍ରୋଲ ପମ୍ପ, ଦୟାନଦୀ କୂଳକୁ ନେଇ ଡେମୋ କରିଛି ପୁଲିସ । ଏଟିଏମ୍ ଭାଙ୍ଗିଥିବା ସ୍ଥାନରୁ ଶାବଳ,!-->…
ମାହାଙ୍ଗା ଗଣହତ୍ୟା ଘଟଣା: ରିମାଣ୍ଡ ପରେ ଜେଲ ଗଲା ଅଭିଯୁକ୍ତ ଶିବ
ମାହାଙ୍ଗା: ମାହାଙ୍ଗା ଗଣହତ୍ୟା ମାମଲା । ଜେଲ୍ ଗଲା ଅଭିଯୁକ୍ତ ଶିବ ସାହୁ । ୩ ଦିନିଆ ରିମାଣ୍ଡ ପରେ ସାଲେପୁର କୋର୍ଟରେ ହାଜର କରିଥିଲା ପୋଲିସ । କୋର୍ଟ ଅଭିଯୁକ୍ତ ଶିବକୁ ସାଲେପୁର ସବଜେଲକୁ ପଠାଇ ଦେଇଛି । ଗତକାଲି ଶିବର ୩ ଦିନିଆ ରିମାଣ୍ଡ ଅବଧି ଶେଷ ହୋଇଥିଲା । ଆଜି ସ୍ୱାସ୍ଥ୍ୟ!-->…
ଢେଙ୍କାନାଳ ଗୁଳିମାଡ ଘଟଣା: ଗୋଡାଇ ଗୋଡାଇ ମାଆ ଓ ୩ ବର୍ଷର ପୁଅକୁ ହାଣିଲେ ମୃତକଙ୍କ ସମ୍ପର୍କୀୟ
ଢେଙ୍କାନାଳ: ଉଗ୍ର ରୂପ ନେଉଛି ଢେଙ୍କାନାଳରେ ଘଟିଥିବା ପୋଖରୀ ଖୋଳାକୁ ନେଇ ଗୁଳିମାଡ ଘଟଣା । ପ୍ରାଣ ହରାଇଥିବା ମୃତକଙ୍କ ପରିବାର ଲୋକ ନେଉଛନ୍ତି ପ୍ରତିଶୋଧ । ଗୋଡାଇ ଗୋଡାଇ ମୁଖ୍ୟ ଅଭିଯୁକ୍ତଙ୍କ ମାଆ ଓ ୩ ବର୍ଷର ପୁଅକୁ ହାଣିଲେ ମୃତକଙ୍କ ସମ୍ପର୍କୀୟ। ଗୁରୁତର ଅବସ୍ଥାରେ ୨ ଜଣଙ୍କୁ!-->…