Browsing Category

ଅପରାଧ

ଆଉ ୬ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସରଦେଲେ ସରକାର

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ଆଉ ୬ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି। ଏଥିରେ ୩ ଜଣ ଏକଜିକ୍ୟୁଟିଭ୍ ଇଞ୍ଜିନିୟରଙ୍କ ସମେତ ପୋଲିସ ଇନ୍ସପେକ୍ଟର, ଅତିରିକ୍ତ ଯୋଗାଣ ଅଧିକାରୀ ଓ ଜିଲ୍ଲା କଲ୍ୟାଣ ଅଧିକାରୀ ରହିଛନ୍ତି । ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ୧୫୮ ଜଣ ଅଧିକାରୀଙ୍କୁ…

ଡ୍ରେନେଜ ବିଭାଗ ନିର୍ବାହୀ ଯନ୍ତ୍ରୀ ମନୋଜ ବେହେରା ଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

କଟକ: ଭିଜିଲାନ୍ସ ଜାଲରେ ଫସିଛନ୍ତି କଟକ ଡ୍ରେନେଜ୍ ଡିଭିଜନର ନିର୍ବାହୀ ଯନ୍ତ୍ରୀ । ନିର୍ବାହୀ ଯନ୍ତ୍ରୀ ମନୋଜ ବେହେରାଙ୍କ ଘରେ ଚଢ଼ାଉ ପରେ ଜବତ ହୋଇଛି ବିପୁଳ ସମ୍ପତ୍ତି । ଯନ୍ତ୍ରୀଙ୍କ ଫ୍ରିଜର ପରିବା ଟ୍ରରେ ଲୁଚାଯାଇଥିବା ୭୫ ହଜାର ଟଙ୍କା ଜବତ କରାଯାଇଛି । ଘର ଭିତରୁ ନଗଦ ୩ ଲକ୍ଷ ୩୧…

ସ୍କୁଲ ଗାଡ଼ିର ଫାଟିଲା ରେଡିଏଟର: ୩ ଛାତ୍ର ଗୁରୁତର

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ାରେ ଆଜି ଘଟିଯାଇଛି ଏକ ଅଭାବନୀୟ ଘଟଣା । ସ୍କୁଲ ଗାଡ଼ିର ରେଡିଏଟର ଫାଟିଯିବା କାରଣରୁ ୩ ଛାତ୍ର ଗୁରୁତର ଆହତ ହୋଇଛନ୍ତି । କେନ୍ଦ୍ରାପଡ଼ା ମାର୍ଶାଘାଇର ଏକ ଘରୋଇ ଇଂଲିଶ ମିଡିଅମ ସ୍କୁଲର ୩ ଛାତ୍ର ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ସ୍କୁଲରୁ ଘରକୁ…

ଦିନ ଦ୍ୱିପହରରେ ଜୁଏଲାରୀ ଦୋକାନରୁ ଲୁଟ୍‌

ଭୁବନେଶ୍ୱର: ପୋଲିସକୁ ପୁଣି ଖୋଲା ଚ୍ୟାଲେଞ୍ଜ । ଦିନ ଦ୍ୱିପହରରେ ଜୁଏଲାରୀ ଦୋକାନରୁ ଲୁଟ୍‌ ହୋଇଛି । ଭୁବନେଶ୍ୱର ନିକଟସ୍ଥ ଜାଆଁଳା ରାସ୍ତା କଡ଼ରେ ଥିବା ସାଗରିକା ଜୁଏଲାରୀରୁ ଲୁଟ୍‌ ହୋଇଛି । ଖବର ଅନୁଯାୟୀ, ବୁଧବାର ଦିନ ହଠାତ୍‌ ଲୁଟେରାମାନେ ଆସି ସୁନା ଦୋକାନରେ ବନ୍ଧୁକ ଦେଖାଇ…

ରାଜଧାନୀର ୨ ଦୃଷ୍ଟିହୀନ ନାବାଳିକା ମଥୁରାରୁ ଉଦ୍ଧାର

ଭୁବନେଶ୍ୱର: ଶେଷରେ ଉଦ୍ଧାର ହେଲେ ରାଜଧାନୀରୁ ଅପହରଣ ହୋଇଥିବା ୨ ଦୃଷ୍ଟିହୀନ ନାବାଳିକା । ୨ ଦୃଷ୍ଟିହୀନ ନାବାଳିକାଙ୍କୁ ଉଦ୍ଧାର କରିଛି ମଥୁରା ରେଲୱେ ପୋଲିସ । ନାବାଳିକାଙ୍କୁ ଉଦ୍ଧାର କରି ନିଜ ହେପାଜତକୁ ନେଇଛି ରେଲୱେ ପୋଲିସ । କମିଶନରେଟ୍ ପୋଲିସ ଯୋଗଯୋଗରେ ଅଛି ମଥୁରା ରେଲୱେ ପୋଲିସ…

ପୁରୀରେ ବରିଷ୍ଠ ସେବାୟତ କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କୁ ଗୁଳି କରି ହତ୍ୟା

ପୁରୀ: ଶ୍ରୀକ୍ଷେତ୍ରରେ ଖେଳିଯାଇଛି ଚାଞ୍ଚଲ୍ୟ | ଆଜି ପୁରୀରେ ବରିଷ୍ଠ ସେବାୟତ କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କୁ ଗୁଳି କରି ହତ୍ୟା କରାଯାଇଛି | ଦୃବୁର୍ତ୍ତଙ୍କ ଗୁଳିମାଡରେ ଶ୍ରୀମନ୍ଦିର ପରିଚାଳନା କମିଟିର ପୂର୍ବତନ ସଦସ୍ୟ ତଥା ସୁଆର ମହାସୁଆର ନିଯୋଗର ସମ୍ପାଦକ କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କ…

ଭିଜିଲାନ୍ସ ଜାଲରେ ମାଲକାନଗିରି କୃଷି ଅଧିକାରୀ…

ମାଲକାନଗିରି: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ମାଲକାନଗିରି ଜିଲ୍ଲା କୃଷି ଅଧିକାରୀ ଏମ୍‌. ଆନନ୍ଦ ରାଓଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି । ଏକକାଳୀନ ୬ଟି ସ୍ଥାନରେ ଚଢ଼ାଉ ଚାଲିଛି l ନବରଙ୍ଗପୁର ସହରର ୩ଟି ସ୍ଥାନରେ ଚାଲିଛି ଭିଜିଲାନ୍ସ ଚଢାଉ । ଅଫିସ ସମେତ ତାଙ୍କ ସରକାରୀ…

ମହିଳା ଥାନାରେ ହାଜର ହେଲେ ନକଲି ଡାକ୍ତର ରମେଶର ପ୍ରଥମ ପତ୍ନୀ

ଭୁବନେଶ୍ୱର: ନକଲି ଡାକ୍ତର ରମେଶର ଗୁମର ଖୋଲିବେ ଶାନ୍ତିଲତା । ମହିଳା ଥାନାରେ ରମେଶଙ୍କ ପ୍ରଥମ ପତ୍ନୀ ଶାନ୍ତିଲତା ହାଜର ହୋଇଛନ୍ତି । ପ୍ରଥମ ପତ୍ନୀ ଶାନ୍ତିଲତା ସ୍ୱାଇଁଙ୍କୁ ପଚରାଉଚରା କରୁଛି କମିଶନରେଟ ପୋଲିସ । ରମେଶଙ୍କ ଉପରେ ଆହୁରି ତଥ୍ୟ ପାଇଁ ପୋଲିସ ତାଙ୍କୁ ଜେରା କରୁଥିବା…

ଦାଦାର ଟାଙ୍ଗିଆ ଚୋଟରେ ଝିଆରୀ ମୃତ

ଦେବଗଡ଼: ମାନସିକ ବିକୃତ ଦାଦାର ଟାଙ୍ଗିଆ ଚୋଟରେ ୪ ବର୍ଷର ଝିଆରୀ ମୃତ। ଏଭଳି ଘଟଣା ଘଟିଛି ଦେବଗଡ଼ ଜିଲ୍ଲାର ରିଆମାଳ ଥାନା ଅନ୍ତର୍ଗତ ହେଟଖମାର ଗ୍ରାମରେ। ମୃତକ ଜଣକ ହେଲେ ରେ।ଜାଲିନ ଭଇଁଷ।। ମିଳିଥିବା ସୂଚନା ଅନୁଯାୟୀ, ହେଟଖମାର ଗ୍ରାମର ସୁଶାନ୍ତ ଭଇଁଷ।ଙ୍କ ୪ ବର୍ଷର ଝିଅ ରେ।ଜାଲିନ…

ଭିଜିଲାନ୍ସ ଜାଲରେ ମାଲକାନଗିରି ଜିଲ୍ଲା କୃଷି ଅଧିକାରୀ, ଏକକାଳୀନ ୬ଟି ସ୍ଥାନରେ ରେଡ୍

ମାଲକାନଗିରି: ଭିଜିଲାନ୍ସ ଜାଲରେ ଜିଲ୍ଲା କୃଷି ଅଧିକାରୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମାଲକାନଗିରି ଜିଲ୍ଲା କୃଷି ଅଧିକାରୀ ଏମ୍‌. ଆନନ୍ଦ ରାଓଙ୍କ ଘରେ ଭିଜିଲାନ୍ସ ରେଡ୍ । ଏକକାଳୀନ ୬ଟି ସ୍ଥାନରେ ଚଢ଼ାଉ ଚାଲିଛି l ନବରଙ୍ଗପୁର ସହରର ୩ଟି ସ୍ଥାନରେ ଚାଲିଛି ଭିଜିଲାନ୍ସ ଚଢାଉ…