Browsing Category

ଅପରାଧ

ପାରାଦୀପରେ ନକଲି ମଶାଧୂପ କାରଖାନାରେ ଚଢ଼ାଉ, ଜଣେ ଅଟକ

ପାରାଦୀପ: ମଶାଧୂପ ବି ନକଲି । ପାରାଦୀପ ଆଦର୍ଶ ଥାନା ସ୍ଥିତ ତାରିଣୀଗଡ଼ାରେ ନକଲି ସ୍ଲିପ୍ ଓ୍ବେଲ ମଶାଧୂପ କାରଖାନା ଉପରେ ମୁମ୍ବାଇ ଆଇଟି ଇନଭେଷ୍ଟିଗେଟିଭ ବିଭାଗର ୫ ଜଣିଆ ଟିମ୍ ଓ ପୋଲିସର ଚଢାଉ । ବିପୁଳ ପରିମାଣର ନକଲି ସ୍ଲିପ ଓ୍ବେଲ ମଶାଧୂପ, ପ୍ୟାକିଂ ଜରି, ଧୂପ ତିଆରି ମେସିନ,କେମିକାଲ…

ରାଜଧାନୀରେ ଭିନ୍ନକ୍ଷମ ନାବାଳିକାଙ୍କୁ ଚକୋଲେଟ ଦେବାକୁ ଡାକି ଦୁଷ୍କର୍ମ

ଭୁବନେଶ୍ୱର : ଦୁଷ୍କର୍ମ କାରି ପାଇଁ ସଜା ଜେତେ କଠୋର ହେଉଛି । ଦୁଷ୍କର୍ମ କାରିଙ୍କ ପାଦୁର୍ଭାବ ସେତେ ବଢି ଚାଲିଛି । ଶୁକ୍ରବାର ସନ୍ଧ୍ୟା ସମୟରେ ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ଘଟିଛି ଏକ ଜଘନ୍ୟ ଦୁଷ୍କର୍ମ ଘଟଣା । ଜଣେ ୪୮ ବର୍ଷିୟ ଯୁବକ ନିଜ ଘରର ପଡୋଶୀରେ ରହୁଥିବା ଜଣେ ଭିନ୍ନକ୍ଷମ…

ମମିତା ମେହେର ହତ୍ୟା ମାମଲାରେ ୨ହଜାର ପୃଷ୍ଠାର ଚାର୍ଜସିଟ୍‌ ଦାଖଲ

ବଲାଙ୍ଗିର: ବହୁଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାରେ ବଲାଙ୍ଗିର ପୁଲିସ ଶୁକ୍ରବାର ଚାର୍ଜସିଟ ଦାଖଲ କରିଛି । ଅଭିଯୁକ୍ତ ଗୋବିନ୍ଦ ସାହୁ ଓ ତାର ସହଯୋଗୀ ରାଧେଶ୍ୟାମ ଚଣ୍ଡୀଙ୍କ ନାମରେ କେବଳ ୩ଟି ଦଫା ଲଗାଯାଇଛି । ପୂର୍ବ ଯୋଜନା ମୁତାବକ ସେମାନେ ମମିତାଙ୍କୁ ହତ୍ୟା କରିଥିଲେ ଏବଂ ପରେ…

ଭିଜିଲାନ୍ସ ଜାଲରେ ଗଜପତି ଜିଲ୍ଲା ନୂଆଗଡ଼ ବିଇଓ

ମୋହନା: ଭିଜିଲାନ୍ସ ଜାଲରେ ଗଜପତି ଜିଲ୍ଲା ନୂଆଗଡ ବ୍ଲକ ଶିକ୍ଷାଧିକାରୀ ବ୍ରଜ କୁମାର ନାୟକ । ଜଣେ ଶିକ୍ଷକଙ୍କ ଠାରୁ ୩୦ ହଜାର ଟଙ୍କା ଲାଞ୍ଚ ନେବାବେଳେ କାବୁ କଲା ଭିଜିଲାନ୍ସ। ଶିକ୍ଷକ ଫିରୋଜ ଚନ୍ଦ୍ର ନାୟକଙ୍କ ବକେୟା ଦରମା ପାଇଁ ଲାଞ୍ଚ ମାଗିଥିଲେ ବ୍ଲକ ଶିକ୍ଷାଧିକାରୀ । ଏଥିପାଇଁ ଶିକ୍ଷକ…

ସରକାରୀ କ୍ବାଟରରୁ OUAT ମହିଳା ପ୍ରଫେସରଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ବର:ଓୟୁଏଟିର ଆସିଷ୍ଟାଣ୍ଟ ପ୍ରଫେସର ଆତ୍ମହତ୍ୟା କରିଥିବା ଜଣାପଡିଛି । ତାଙ୍କ ଝୁଲନ୍ତା ମୃତ ଦେହ ଭୁବନେଶ୍ବରର ଗୋପବନ୍ଧୁ ଛକରେ ଥିବା ତାଙ୍କ ସରକାରୀ କ୍ୱାର୍ଟର V(F)_9ରୁ ଉଦ୍ଧାର କରାଯାଇଛି । ମୃତଦେହକୁ ପୋଲିସ ସଂରକ୍ଷଣ ଗୃହକୁ ପଠାଇଛି । ମୃତ ଆସିଷ୍ଟାଣ୍ଟ ପ୍ରଫେସର ହେଉଛନ୍ତି…

ରାଜଧାନୀରୁ ମୋଷ୍ଟ ଓ୍ଵାଣ୍ଟେଡ୍‌ ହାଇପ୍ରୋଫାଇଲ ଠକ ପ୍ରଭାକର ଗିରଫ

ଭୁବନେଶ୍ବର: ରାଜଧାନୀରୁ ମୋଷ୍ଟ ଓ୍ଵାଣ୍ଟେଡ୍‌ ଠକ ଗିରଫ। ପୁଣି ଥରେ ଚନ୍ଦକା ପୋଲିସ ହାତରେ ମୋଷ୍ଟ ୱାଣ୍ଟେଡ଼ ହାଇପ୍ରୋଫାଇଲ ଠକ। ଠକ ପ୍ରଭାକର ଜେନାକୁ ରାଜଧାନୀରୁ ଗିରଫ କଲା ଚନ୍ଦକା ଥାନା ପୋଲିସ । ୨୦ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ପ୍ରଭାକରକୁ ଗିରଫ କରାଯାଇଛି। କମ୍‌ ଦିନରେ ଅଧିକ ସୁଧର…

ଭିଜିଲାନ୍ସ ଜାଲରେ ସୁନ୍ଦରଗଡ଼ ଅତିରିକ୍ତ ଜିଲ୍ଲାପାଳ

ସୁନ୍ଦରଗଡ: ଭିଜିଲାନ୍ସ ଜାଲରେ ସୁନ୍ଦରଗଡ଼ ଏଡିଏମ୍‌ । ଚାକରିରୁ ଅବସର ନେବା ପାଇଁ ଆଉ ମାତ୍ର ୧୭ ଦିନ ବାକି ଥିବାବେଳେ ଆଜି ସକାଳୁ ସକାଳୁ ସୁନ୍ଦରଗଡ଼ର ଅତିରିକ୍ତ ମାଜିଷ୍ଟ୍ରେଟ ବିଶ୍ବଜିତ ମହାପାତ୍ରଙ୍କ ଘରେ ଚଢ଼ାଉ କରିଛି ଭିଜିଲାନ୍ସ ଟିମ୍ । ଆୟ ବହିର୍ଭୂକ୍ତ ସମ୍ପତ୍ତି ଠୁଳ ଅଭିଯୋଗରେ…

କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍ ପଞ୍ଝାରେ ବନ୍ଧୁକ ବ୍ୟବସାୟୀ

ଭୁବନେଶ୍ବର ୧୦।୨: କ୍ରାଇମବ୍ରାଞ୍ଚ ଏସଟିଏଫ୍ ପଞ୍ଝାରେ ବନ୍ଧୁକ ବ୍ୟବସାୟୀ । ବନ୍ଧୁକ କାରବାର ଅଭିଯୋଗରେ କଟକ ସଦର ଅଞ୍ଚଳର କିଶୋର କୁମାର ମହାରଣାକୁ ଏସଟିଏଫ୍ ଗିରଫ କରିଛି । ଅଭିଯୁକ୍ତଙ୍କ ନିକଟରୁ ଗୋଟିଏ ୯ ଏମ୍‌ମ୍‌ ପିସ୍ତଲ, ୫ ରାଉଣ୍ଡ ଅଫୁଟା ଗୁଳି ଜବତ କରାଯାଇଛି । ୨୦୧୪ ଜୁନ୍…

ସୋରରୁ କୋଟିଏରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ

ସୋର : ବାଲେଶ୍ବର ଜିଲ୍ଲା ସୋର ୧୬ନମ୍ବର ଜାତୀୟ ରାଜପଥରରୁ ବ୍ରାଉନସୁଗାର ଜବତ । କ୍ରାଇମବ୍ରାଞ୍ଚ ଏସଟିଏଫ ଅଧିକାରୀମାନେ ଏକ କିଲୋ ଶହେ ଗ୍ରାମ ବ୍ରାଉନସୁଗାର ଜବତ କରିଛନ୍ତି । ଏହି ଘଟଣାରେ ବାବୁ ଓରଫ କଲିମ ନାମକ କୁଖ୍ୟାତ ବେପାରୀକୁ ଗିରଫ କରାଯାଇଛି । ଜବତ ବ୍ରାଉନସୁଗାରର ମୂଲ୍ୟ ଏକ କୋଟି…

ବ୍ରହ୍ମଗିରିରେ ପ୍ରାକ୍‌ ନିର୍ବାଚନୀ ହିଂସା

ବ୍ରହ୍ମଗିରି: ବ୍ରହ୍ମଗିରିରେ ପ୍ରାକ୍‌ ନିର୍ବାଚନୀ ହିଂସା । ଦୁଇ ରାଜନୈତିକ ଦଳ ମଧ୍ୟରେ ଗୋଷ୍ଠୀ ସଂଘର୍ଷ । ଜଣେ ମହିଳାଙ୍କ ସମେତ ୬ ଜଣ ଗୁରୁତର ହୋଇଥିବା ସୂଚନା । ବ୍ରହ୍ମଗିରି ବ୍ଳକ ମଣପଡା ପଞ୍ଚାୟତ ଦଣ୍ଡୁଆସିପଡା ଗାଁରେ ସଂଘର୍ଷ । ସମସ୍ତ ଗୁରୁତର ଗୋଟିଏ ଦଳର ହୋଇଥିବା ସୂଚନା ମିଳିଛି । …