Browsing Category

ଅପରାଧ

ଓଡ଼ିଶା-ଆନ୍ଧ୍ର ସୀମାନ୍ତ କୁର୍ମାନୁର ଜଙ୍ଗଲରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ…

ମାଲକାନଗିରି: ମାଲକାନଗିରି ପୋଲିସକୁ ମିଳିଛି ବଡ଼ ସଫଳତା । ଆଜି ମାଟିତଳୁ ଉଦ୍ଧାର କଲା ବିପୁଳ ପରିମାଣର ମାଓ ସାମଗ୍ରୀ । ଆନ୍ଧ୍ର ଓ ଓଡ଼ିଶା ସୀମା କାଳିମେଳା ଥାନା ଅନ୍ତର୍ଗତ କୁର୍ମାନୁର ଜଙ୍ଗଲରେ ସର୍ଚ୍ଚ ଅପରେସନରେ ନିୟୋଜିତ ଏସ୍‌ଓଜି ଓ ଡିବିଏଫ୍‌ ଯବାନମାନେ ମାଟି…

ନିଶା କାରବାର ଅଭିଯୋଗ, ୨ ବେପାରୀଙ୍କୁ କୋର୍ଟ ଚାଲାଣ

ପୁରୀ : ନିଶା କାରବାର ଅଭିଯୋଗରେ ପୁରୀ କୁମ୍ଭାରପଡ଼ା ଥାନା ପୋଲିସ ଦୁଇ ଜଣ ନିଶା ବେପାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଦୁଇ ବେପାରୀ ବାଘଆଖଡ଼ା ମଠ ଲେନର ସଞ୍ଜୟ କୁମାର ସାହୁ ଓ ମୋହନ ଭୋଇ। ସେମାନଙ୍କ ଠାରୁ ୪୬ଟି କଫ ସିରଫ ବୋତଲ ,ଗୋଟିଏ…

ରାଜଧାନୀରେ ୨ ଯୁବକଙ୍କୁ ମରଣାନ୍ତର ଆକ୍ରମଣ ଘଟଣାରେ ୮ ଗିରଫ…

ଭୁବନେଶ୍ୱର: ଗତକାଲି (ରବିବାର) ଏୟାରପୋର୍ଟ ଛକ ନିକଟରେ ଧାରୁଆ ଅସ୍ତ୍ରରେ ଦୁଇ ଜଣ ଯୁବକଙ୍କୁ ଆକ୍ରମଣ ଘଟଣା । ଏଥିରେ ୮ ଜଣଙ୍କୁ ଗିରଫ କରିଛି କମିଶନରେଟ ପୁଲିସ । ବର୍ତ୍ତମାନ ୮ ଅଭିଯୁକ୍ତଙ୍କୁ ଫରେଷ୍ଟ ପାର୍କ ଓ କେଦାରପଲ୍ଲୀ ବସ୍ତିରୁ ଗିରଫ କରାଯାଇଥିବା ବେଳେ, ଏଥିରେ…

ମା’କୁ ଖୁଣ୍ଟିରେ ବାନ୍ଧିଥିବା ନିଷ୍ଠୁର ପୁଅକୁ ଗିରଫ କଲା ପୋଲିସ…

କେନ୍ଦୁଝର: କୋବି ଚୋରି ଅଭିଯୋଗରେ ମାକୁ ଖୁଣ୍ଟିରେ ବାନ୍ଧି ପକାଇଥିବା ନିଷ୍ଠୁର ପୁଅ ଶତ୍ରୁଘ୍ନ ମହନ୍ତ ଗିରଫ। ପୋଲିସ ନିଜ ଆଡୁ ମାମଲା ରୁଜୁ କରି ଏହି ଗିରଫ କରିଛି। ପରେ ଶତ୍ରୁଘ୍ନକୁ କୋର୍ଟରେ ହାଜର କରାଯାଇଥିବା ଜଣାପଡ଼ିଛି। ସଂପୃକ୍ତ ଖବରଟି ସୋଶିଆଲ ମିଡିଆରେ…

ଖଣ୍ଡା ବୁଲାଇ ଡରାଉଥିଲା ଯୁବକ, ନିଜେ ହେଲା ଗୁରୁତର…

ଭୁବନେଶ୍ୱର : ଏବେ ଚାଲିଆଡେ ନୂଆବର୍ଷ ପାଇଁ ସେଲିବ୍ରେସନର ମାହୋଲ । ଯେପରି କିଛି ଅଘଟଣ ନଘଟେ ସେଥିପାଇଁ ସଜାଗ କମିସନରେଟ ପୋଲିସ୍ । ଆଇନଶୃଙ୍ଖଳାକୁ ଦୃଷ୍ଟିରେ ରଖି ଯେପରି କୌଣସି ଅଘଟଣ ନଘଟେ ସେଥିପାଇଁ ଗାଇଡଲାଇନ୍ ପ୍ରସ୍ତୁତ କରାଯାଇଛି । କିନ୍ତୁ ଏତେ ସବୁ ପରେ ବି…

ବିଲରୁ ମିଳିଲା କଟା ପାପୁଲି, ତଦନ୍ତ କରୁଛି ପୋଲିସ…

ଖୋର୍ଦ୍ଧା : କାହାର କଟା ପାପୁଲି? ଖୋର୍ଦ୍ଧା ଜଙ୍କିଆ ଥାନା ମାନପୁର ଗାଁ ନିକଟ ବିଲରୁ ଏକ ବାମ ହାତର କଟା ପାପୁଲି ଦେଖିବାକୁ ମିଳିବା ପରେ ଏହାକୁ ନେଇ ଚର୍ଚ୍ଚା ବଢ଼ିଛି । ଜବତ କଟା ପାପୁଲିକୁ ନେଇ ଛାନ୍‌ଭିନ୍‌ ଆରମ୍ଭ ଜଙ୍କିଆ ଥାନା ପୋଲିସ । ଖବର ଅନୁଯାୟୀ,…

ବଲାଙ୍ଗୀରରେ ଦାଦନ ଚାଲାଣ: ୭ ନାବାଳକଙ୍କ ସମେତ ୧୫ ଉଦ୍ଧାର…

ବଲାଙ୍ଗୀର: ଜିଲ୍ଲା ପୁଲିସ ରବିବାର ୭ ଜଣ ନିରୀହ ଶିଶୁଙ୍କ ସମେତ ୧୫ ଜଣ ଦାଦନ ଶ୍ରମିକଙ୍କୁ ବେଆଇନ ଭାବେ ବାହାର ରାଜ୍ୟକୁ ଚାଲାଣ ବେଳେ ଦଲାଲଙ୍କ କବଳରୁ ଉଦ୍ଧାର କରିଛି। ଏହି ଗରିବ ଲୋକଙ୍କୁ ବେଆଇନ ଭାବେ ହାଇଦ୍ରାବାଦ ନିଆଯାଉଥିବା ବେଳେ କର୍ତ୍ତୃପକ୍ଷ ହସ୍ତକ୍ଷେପ…

ରୋଗୀ ମୃତ୍ୟୁ ପରେ କଟକ SCBରେ ଉତ୍ତେଜନା…

କଟକ: କଟକ SCBରେ ଉତ୍ତେଜନା। ରୋଗୀ ମୃତ୍ୟୁ ପରେ ମେଡିକାଲ ପରିସରରେ ଉତ୍ତେଜନା ଦେଖାଦେଇଛି। ଅଭିଯୋଗ ଅନୁୟାୟୀ ପୁରୀ ଚନ୍ଦନପୁର ଅଞ୍ଚଳର ଜଣେ ଯୁବତୀ ଙ୍କ ଦେହ ଖରାପ ହେବାରୁ ପରିବାରଲୋକେ ତାଙ୍କୁ କଟକ ବଡ଼ ମେଡିକାଲକୁ ଆଣିଥିଲେ। ହେଲେ ଡାକ୍ତର ତାଙ୍କୁ ଯାଞ୍ଚ କରିବା ପରେ…

IAS ବାବା ନାମକ ଆପରେ ପୁରୀ ନାମ ଅପଭ୍ରଂଶ ଅଭିଯୋଗ ଆଣିଲେ ସେବାୟତ…

ଚାଲିଛି ଶ୍ରୀମନ୍ଦିର ନାଁରେ ଅପପ୍ରଚାର । ଆପରେ ଭୁଲ ତଥ୍ୟ ଦେଖାଇ କରୁଛନ୍ତି ସନାତନ ଧର୍ମ ଉପରେ କୁଠାରଘାତ । ତେବେ ଏହିଭଳି ଅଧର୍ମ ଆଉ କେଉଁଠି ନୁହେ ପୁରୀରେ ହିଁ ହେଉଛି । ଏଭଳି ଅଭିଯୋଗ ଆଣିଛନ୍ତି ପୁରୀର ଜଣେ ସେବାୟତ । ପୁରୀରେ IAS ବାବା ନାମକ ଏକ ଆପ ନାମରେ ଆସିଛି…

ଦେବଗଡ଼ରୁ ୬ ବର୍ଷର ଶିଶୁ କନ୍ୟାକୁ ଅପହରଣ ଘଟଣାରେ ୪ ଗିରଫ

ଦେବଗଡ଼ରୁ ୬ ବର୍ଷର ଶିଶୁ କନ୍ୟା ପିହୁ ଅଗ୍ରୱାଲ ଅପହରଣ ଘଟଣାରେ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ। ସେମାନଙ୍କଠାରୁ ଅପହରଣରେ ବ୍ୟବହାର ହୋଇଥିବା ୨ଟି ବାଇକ୍ ଓ ଗୋଟିଏ କାର୍ ମଧ୍ୟ ଜବତ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଉଛନ୍ତି ଦେବଗଡ଼ ଥାନା ନୂଆଗାଁର ହିମାଂଶୁ…