Browsing Category

ଅପରାଧ

ମୁଖ୍ୟ ଯୋଗାଣ ଅଧିକାରୀଙ୍କ ସମ୍ପତ୍ତି ଦେଖି ଭିଜିଲାନ୍ସ ଜଳକା

ଭୁବନେଶ୍ଵର: ମୁଖ୍ୟ ଯୋଗାଣ ଅଧିକାରୀ ପ୍ରଶାନ୍ତ କୁମାର ଗନ୍ତାୟତଙ୍କ ସମ୍ପତ୍ତି ଦେଖି ଭିଜିଲାନ୍ସ ଜଳକା । ବର୍ତ୍ତମାନ ସୁଦ୍ଧା ୨ଟି ବହୁତଳ ପ୍ରାସାଦ, ୫ଟି ପ୍ଲଟ୍, ୧ କୋଟି ୨୧ ଲକ୍ଷ ଟଙ୍କାର ଡିପୋଜିଟ, ୫୩୬ ଗ୍ରାମ୍ ସୁନା, ୧ ଲକ୍ଷ ୨୧ ହଜାର ନଗଦ ଟଙ୍କା, ଗୋଟିଏ ଚାରି…

ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀଙ୍କ ବିବାହ ବିଚ୍ଛେଦକୁ ଖାରଜ କଲେ ହାଇକୋର୍ଟ…

କଟକ : ସାଂସଦ ଅନୁଭବ ମହାନ୍ତି-ବର୍ଷାଙ୍କ ବିବାହ ବିଚ୍ଛେଦ ମାମଲାରେ ଆସିଛି ବଡ଼ ଖବର । ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀ ବିବାହ ବିଚ୍ଛେଦ ନେଇ ପରିବାର ଅଦାଲତଙ୍କ ରାୟ ଖାରଜ । କଟକ ପରିବାର ଅଦାଲତଙ୍କ ରାୟକୁ ଖାରଜ କଲେ ହାଇକୋର୍ଟ । ପରିବାର ଅଦାଲତ ରାୟ…

ଡିସକାଉଣ୍ଟରେ ଗାଡି ଦେବା ନାଁରେ ୪୦କୋଟି ଠକେଇ : ଦମ୍ପତ୍ତି ଅଟକ

ଭୁବନେଶ୍ବର : ଡିସକାଉଣ୍ଟରେ ଗାଡି ଦେବା ନାଁରେ ୪୦ କୋଟି ଠକେଇ । ଗଞ୍ଜାମ ଆସିକାର ଦମ୍ପତ୍ତିଙ୍କୁ ଅଟକ ରଖିଛି କମିଶନରେଟ୍ ପୋଲିସ । ନୟାପଲ୍ଲୀ ଥାନାରେ ଅକ୍ଷୟ ଗୌଡ ଓ ତାଙ୍କ ପତ୍ନୀଙ୍କୁ ପଚରାଉଚରା କରାଯାଉଛି । ଭୁବନେଶ୍ବରରେ ସମ୍ପୃକ୍ତ ଦମ୍ପତ୍ତିଙ୍କ ନାଁରେ…

ଭିଜିଲାନ୍‌ସ ଜାଲରେ ବିଦ୍ୟୁତ୍ ବିଭାଗର କନିଷ୍ଠଯନ୍ତ୍ରୀ, ୩୦ ହଜାର ଟଙ୍କା ଜବତ…

ସୁନ୍ଦରଗଡ଼: ଜଣେ ଅସ୍ଥାୟୀ କର୍ମଚାରୀଙ୍କୁ ସ୍ଥାୟୀ କରାଇଦେବା ପାଇଁ ଲାଞ୍ଚ ନେଉଥିବାବେଳେ ସୁନ୍ଦରଗଡ଼ ଭିଜିଲାନ୍ସ ବିଭାଗ ଟାଟାପାୱାର ବଡ଼ଗାଁ ସେକ୍ସନରେ କାର୍ଯ୍ୟରତ ଜଣେ କନିଷ୍ଠଯନ୍ତ୍ରୀଙ୍କୁ କାବୁ କରିଛି । ତାଙ୍କ ନିକଟରୁ ରାସାୟନିକ ପ୍ରଲେପବୋଳା ଟଙ୍କା ଜବତ କରାଯାଇଛି ।…

ଶିଶୁ ଶ୍ରମିକଙ୍କୁ ଉଦ୍ଧାର ପାଇଁ ଜିଲ୍ଲା ଟାସ୍କ ଫୋର୍ସ କମିଟିର ଚଢାଉ…

ବାଲିମେଳା,କୋରକୋଣ୍ଡା ୨୦/୧୨/୨୩: ଜିଲ୍ଲା ଟାସ୍କ ଫୋର୍ସ କମିଟି ଆଜି ବାଲିମେଳା ଏନଏସି ଏବଂ କରକୋଣ୍ଡା ବ୍ଲକ ର ବିଭିନ୍ନ ସଂସ୍ଥାରେ ଅଚାନକ ଚଢ଼ାଉ କରି ଶିଶୁ ଶ୍ରମିକ ମାନଙ୍କୁ ଉଦ୍ଧାର କରିଛନ୍ତି। ବିଭିନ୍ନ କାର୍ଯ୍ୟରେ ନିୟୋଜିତ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ଜିଲ୍ଲାପାଳ

ନାବାଳିକା ଦୁଷ୍କର୍ମୀକୁ ୨୦ ବର୍ଷ ଜେଲ୍‌ ଦଣ୍ଡାଦେଶ, ପୀଡିତାକୁ ୪ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଦେବାକୁ…

କଟକ : ଜନୈକା ନାବାଳିକାକୁ ଦୁଷ୍କର୍ମ ଘଟଣାରେ ଦୁଷ୍କର୍ମକାରୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ନିର୍ଦ୍ଦେଶ ଦେଇଛନ୍ତି କଟକ ସ୍ୱତନ୍ତ୍ର ଆଡ଼ହକ ପୋକସୋ କୋର୍ଟ। ଏହି କୋର୍ଟରେ ଦୁଷ୍କର୍ମକାରୀ ପାକୂଲ ସମତ ଦୋଷୀ ସାବ୍ୟସ୍ତ ହୋଇଛି। ଦୋଷୀକୁ ୨୦ ବର୍ଷର ସଶ୍ରମ କାରାଦଣ୍ଡ ସହିତ ୧୦ ହଜାର…

ରାଉରକେଲାରେ ସୁନା ଭର୍ତ୍ତି ବ୍ୟାଗ୍‌ ଲୁଟ୍‌ ଘଟଣା: ବନ୍ଧା ହେଲେ ୨ ଅଭିଯୁକ୍ତ, ୫୧୨ ଗ୍ରାମ୍‌ ଅଳଙ୍କାର ଜବତ

ରାଉରକେଲା: ଗତ ୧୫ ତାରିଖରେ ଉଦିତନଗର ଥାନା ବାସନ୍ତୀ କଲୋନିର ମାଲଗୋଦାମ କାଳୀମନ୍ଦିର ନିକଟରେ ଲୁଟ୍‌ କରିଥିବା ଲୁଟେରାମାନେ ପୁଲିସ ହାତରେ ଧରା ପଡ଼ିଛନ୍ତି। ଅଭିଯୁକ୍ତମାନେ ହେଲେ ଉଦିତନଗର ଥାନା ବାସନ୍ତୀ କଲୋନିର ଏଫ୍‌ସିଇ/୧୩୨ ନିବାସୀ ଉମାନାଥ ପ୍ରସାଦଙ୍କ ଦୁଇ ପୁଅ…

ଏକ କୋଟି ଠକେଇ ମାମଲାରେ ବନ୍ଧାହେଲେ IDBI ବ୍ୟାଙ୍କ ମ୍ୟାନେଜର

ନବରଙ୍ଗପୁର : ନବରଙ୍ଗପୁର ଆଇଡ଼ିବିଆଇ ବ୍ୟାଙ୍କରୁ ୧ କୋଟି ଠକେଇ ଘଟଣା। ଆଜି ବ୍ରାଞ୍ଚ ମ୍ୟାନେଜର ଅଞ୍ଜନ ଶତପଥୀଙ୍କୁ ଗିରଫ କରିଛି ପୁଲିସ। ଅଞ୍ଜନ ୮ ଜଣ ପରିଚିତ ବ୍ୟକ୍ତିଙ୍କ ଖାତାକୁ ୬୩ ଲକ୍ଷ ପଠାଇଥିଲେ। ଏମିତିକି ବ୍ୟାଙ୍କ ଲକରରୁ ମଧ୍ୟ ୩୭ ଲକ୍ଷ ନେଇ ଆଉ ଜମା…

ଆଇଙ୍କୁ ଧକ୍କା ମାରି ଶିଶୁଟିକୁ ନେଇଗଲେ ଦୁର୍ବୃତ୍ତ : ବ୍ୟବସାୟୀଙ୍କ ୬ ବର୍ଷର ଶିଶୁ କନ୍ୟାକୁ ଅପହରଣ..

କାରଣ ଅସ୍ପଷ୍ଟ: ଦେବଗଡରେ ଚାଞ୍ଚଲ୍ୟ .... ଦେବଗଡ଼,୧୮ା୧୨: ଦେବଗଡ ସହରର ଜନଗହଳି ପୂର୍ଣ୍ଣ ମୁଖ୍ୟ ବଜାରରୁ ତଥା ଦେବଗଡ ଷ୍ଟେଟ ବ୍ୟାଙ୍କ ଛକ ନିକଟ ଆଦର୍ଶ ଥାନାରୁ ମାତ୍ର ୩୦୦ ମିଟର ଦୂରରୁ ଟ୍ୟୁସନରୁ ଫେରୁଥିବା ଘୋର ନିକଟରୁ ବ୍ୟବସାୟୀଙ୍କ ୬ ବର୍ଷର ଶିଶୁ କନ୍ୟାକୁ ଅପହରଣ କରାଯାଇଥିବା

ଶକ୍ତି ମଲ୍ଟଏୟାର ପ୍ରାଇଭେଟ୍ ଲିମିଟେଡ ଉପରେ ଶେଷ ହେଲା ଆୟକର ରେଡ୍…

ଢେଙ୍କାନାଳ: ତୁମୁସିଂହା ଥାନା ଅନ୍ତର୍ଗତ ମଦ ପ୍ରସ୍ତୁତକାରୀ ସଂସ୍ଥା ଶକ୍ତି ମଲ୍ଟଏୟାର ଓ ଲେମୋନେଡସ୍ ପ୍ରାଇଭେଟ୍ ଲିମିଟେଡ୍ ଉପରେ ଆୟକର ବିଭାଗ ପକ୍ଷରୁ ୩ ଦିନ ଧରି ଚାଲିଥିବା ଚଢ଼ଉ ସୋମବାର ଶେଷ ହୋଇଛି। ଏହି ଚଢ଼ାଉ ସମୟରେ ଆୟକର ଅଧିକାରୀମାନେ ମଦ ପ୍ରସ୍ତୁତକାରୀଙ୍କ…