Browsing Category

ଅପରାଧ

ଭିଜିଲାନ୍ସ ଜାଲରେ ସିନିୟର ଆସିଷ୍ଟାଣ୍ଟ କ୍ଲର୍କ…

ଅନୁଗୁଳ : ଭିଜିଲାନ୍ସ ଜାଲରେ ସିନିୟର ଆସିଷ୍ଟାଣ୍ଟ କ୍ଲର୍କ ନିତ୍ୟାନନ୍ଦ ଗାଇଗରିଆ । ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ବିଭାଗ କାବୁ କରିଥିଲା । ସୂଚନା ଅନୁସାରେ ଅନୁଗୋଳ ଜିଲ୍ଲା କିଶୋରନଗର ବ୍ଲକରେ ପୂର୍ବରୁ ପିଅନ ଥିବା ପୂର୍ଣ୍ଣଚନ୍ଦ୍ର ଭୁକ୍ତା ଏବେ ଅନୁଗୁଳ

ଭଡ଼ା ଘରୁ ସାମ୍ବାଦିକଙ୍କ ମୃତଦେହ ଉଦ୍ଧାର

ବ୍ରହ୍ମପୁର: ଭଡ଼ା ଘରୁ ସାମ୍ବାଦିକଙ୍କ ମୃତଦେହ ଉଦ୍ଧାର । ଗଞ୍ଜାମ ଜିଲ୍ଲା ଗୋପାଳପୁର ଥାନା ରେଡିକା ସାହିର ଏକ ଭଡ଼ା ଘରୁ ମୃତଦେହ ମିଳିଛି। ମୃତକ ଗାଙ୍ଗପୁର ଥାନା ଖଇରପୁଟି ଗାଁର ଜଗନ୍ନାଥ ନାୟକ । ସେ ଏକ ଖବରକାଗଜରେ କାମ କରିବା ସହ ଏକ ଫାଷ୍ଟଫୁଡ୍ ଦୋକାନ କରିଥିଲେ। ଗତ

ଅର୍ଚ୍ଚନା ନାଗଙ୍କୁ ମିଳିଲା ଜାମିନ…

ଭୁବନେଶ୍ବର: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ କୁ ଆଜି ଜାମିନ ମିଳିଛି । ହାଇକୋର୍ଟ ଅର୍ଚ୍ଚନାଙ୍କୁ ଏହି ଜାମିନ ପ୍ରଦାନ କରିଛନ୍ତି । ଯାହାଫଳେ ଖୁବ୍ ଶୀଘ୍ର ଜେଲରୁ ମୁକୁଳି ପାରନ୍ତି ଅର୍ଚ୍ଚନା ନାଗ । ପୂର୍ବରୁ ୨ଟି ମାମଲାରେ ଅର୍ଚ୍ଚନାଙ୍କୁ ଜାମିନ ମିଳିସାରିଥିବାବେଳେ, ଏବେ ଆଉ ଗୋଟିଏ

୧୪ଟି ବୁଲେଟ ସମେତ ୨୩ଟି ଗାଡି ଜବତ, ୩ ଲୁଟେରା ଗିରଫ…

ଭୁବନେଶ୍ୱର: ପୋଲିସ୍ କବଜାରେ ଆନ୍ତଃରାଜ୍ୟ ବାଇକ ଲୁଟେରା ଗ୍ୟାଙ୍ଗ। ୩ ଲୁଟେରାଙ୍କୁ ଗିରଫ କଲା ଖଣ୍ଡଗିରି ପୋଲିସ୍ । ସେମାନଙ୍କ ନିକଟରୁ ୧୪ଟି ବୁଲେଟ ସମେତ ୨୩ଟି ବାଇକ ଜବତ ହୋଇଛି। ଗିରଫ ଲୁଟେରା ନୟାଗଡ଼ ଅଞ୍ଚଳର । ସେମାନଙ୍କ ଙ୍କ ଟାର୍ଗେଟରେ ଥିଲା ଦାମୀ ବାଇକ। ଓଡ଼ିଶା ସମେତ ଆନ୍ଧ୍ରର

ସ୍ତ୍ରୀର ତଣ୍ଟି ଚିପି ହତ୍ୟା ପରେ ଥାନାରେ ସ୍ୱାମୀର ଆତ୍ମସମର୍ପଣ…

କଣିହାଁ: ସ୍ତ୍ରୀର ତଣ୍ଟି ଚିପି ହତ୍ୟା ପରେ ଥାନାରେ ସ୍ୱାମୀର ଆତ୍ମ ସମର୍ପଣ । ଅନୁଗୋଳ ଜିଲ୍ଲା କଣିହାଁ ବ୍ଳକ ଅନ୍ତର୍ଗତ ରେଙ୍ଗାଳି ପ୍ରୋଜେକ୍ଟ ଫାଣ୍ଡି ଛକ ଅଞ୍ଚଳରେ ଘଟିଛି ଘଟଣା । ପାରିବାରିକ କଳହରୁ ଶରତ ଖୁଣ୍ଟିଆ ନାମକ ବ୍ୟକ୍ତି ନିଜ ସ୍ତ୍ରୀ ଇନ୍ଦିରା ଖୁଣ୍ଟିଆଙ୍କୁ ଗାମୁଛାରେ

ସମସ୍ତଙ୍କୁ ପର କରି ଜୀବନ ହାରିଲେ ପ୍ରଦୀପ

ପଟ୍ଟାମୁଣ୍ଡାଇ: ଘରର ସମସ୍ତ ସଦସ୍ୟଙ୍କ ଆଖିରେ ଲୁହ ଦେଇ ଅଫେରା ରାଇଜକୁ ଚାଲିଗଲେ ପ୍ରଦୀପ । ସବୁଦିନ ଭଳି ସେଦିନ ବି ଘରେ ଭଲରେ କଥା ହୋଇ ବାହାରକୁ ଯାଇଥିଲେ । କିନ୍ତୁ ହଠାତ ସକାଳେ ଘରକୁ ଖବର ଆସିଲା ପୁଅ ଜୀବନ ହାରି ଦେଇଛି । ଆଉ ଏକଥା ଶୁଣିବା ପରେ ଘର ଲୋକଙ୍କ ପାଦ ତଳୁ ମାଟି ଖସିଗଲା ।

ସାଲେପୁରରେ କୁଖ୍ୟାତ ଅପରାଧୀ ସୁଶାନ୍ତ ସାହୁକୁ ଏନକାଉଣ୍ଟର, ଗୁରୁତର ଅବସ୍ଥାରେ ଏସସିବିରେ ଭର୍ତ୍ତି

ସାଲେପୁର : ଜଗତସିଂପୁର ତିର୍ତ୍ତୋଲ ଅଞ୍ଚଳର କୁଖ୍ୟାତ ଅପରାଧୀ ସୁଶାନ୍ତ ସାହୁକୁ ପୋଲିସ ଏନକାଉଣ୍ଟର କରିଛି । ତାହାର ବାମ ଜଙ୍ଘରେ ଗୋଡ଼ରେ ଗୁଳି ବାଜିଛି। ସୁଶାନ୍ତ ଓ ତାର ସହଯୋଗୀ ଅସୁରେଶ୍ୱର ଖେଳ ପଡ଼ିଆ ପାଖରେ ଆସୁଥିବା ଗତକାଲି ବିଳମ୍ବିତ ରାତିରେ ନିଶ୍ଚିନ୍ତକୋଇଲି ପୁଲିସ

ରାଜଧାନୀରେ ବସକୁ ପିଟିଲା କାର୍, ଜଣେ ମୃତ

ଭୁବନେଶ୍ୱର: ଭୁବନେଶ୍ୱରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଚନ୍ଦ୍ରଶେଖରପୁର ଥାନା ନିକଟ ପେଟ୍ରୋଲ ପମ୍ପ ପାଖରେ ଦୁର୍ଘଟଣା ହୋଇଛି l ଫଳରେ ଏଥିରେ ଜଣେ ମୃତ, ୨ ଜଣ ଗୁରୁତର ହୋଇଛନ୍ତି। ସୂଚନା ଅନୁସାରେ ଭାରସାମ୍ୟ ହରାଇ ଦ୍ରୁତଗାମୀ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଡିଭାଇଡର ଉପରକୁ

ଘଟଗାଁ ନିକଟରେ ଦୁର୍ଘଟଣାରେ ୮ ଜଣଙ୍କର ମୃତ୍ୟୁ ଘଟଣା : NHAI ପାଟ୍ରୋଲିଂ ଇନଚାର୍ଜ ଗିରଫ

ଆନନ୍ଦପୁର : ଘଟଗାଁ ନିକଟରେ ଦୁର୍ଘଟଣାରେ ୮ ଜଣଙ୍କର ମୃତ୍ୟୁ ଘଟଣା । ଏନଏଚଏଆଇର ପାଟ୍ରୋଲିଂ ଇନଚାର୍ଜଙ୍କୁ ଗିରଫ କଲା ଘଟଗାଁ ପୋଲିସ । ଏନଏଚ୍ ୨୦ ଦରଖଳାରୁ ନେଙ୍କଡାଘର ଯାଏଁ ସେ ପାଟ୍ରୋଲିଂ ଦାୟିତ୍ବରେ ଥିଲେ । ଗତକାଲି ଏନଏଚଏଆଇ ବିରୋଧରେ ପୋଲିସ ମାମଲା ରୁଜ୍ଜୁ କରିଥିଲା ।

ଚାଲିଛି ପିସି କାରବାର, ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ନିମ୍ନମାନର ରାସ୍ତା ନିର୍ମାଣ…

ନୂଆପଡା: ପିସି ରେ ପେଷି ହେଉଛି ନୂଆପଡା ଗ୍ରାମ୍ୟ ନିର୍ମାଣ ବିଭାଜନ କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କ କାର୍ଯ୍ୟାଳୟ । ପ୍ରଧାନ ମନ୍ତ୍ରୀ ସଡ଼କ ଯୋଜନାରେ କୋଟିକୋଟି ଟଙ୍କାର ରାସ୍ତା କାମରେ ନିମ୍ନମାନର ରାସ୍ତା ନିର୍ମାଣ କରି ସ୍ଥାୟୀତ୍ୱ ଉପରେ ପ୍ରଶ୍ନ ଛାଡି ଯାଇଛନ୍ତି ଉଭୟ ବିଭାଗ ଓ