Browsing Category

ଅପରାଧ

ଦେହରେ ନିଆଁ ଲଗାଇ ଜୀବନ ହାରିଲେ ଛାତ୍ରୀ..!

ଭଞ୍ଜନଗର: ଦେହରେ ନିଆଁ ଲଗାଇ ଜୀବନ ହାରିଲେ ଛାତ୍ରୀ । ଭଞ୍ଜନଗର କୋଟିନଡା ଥାନା ଅର୍ନ୍ତଗତ ଭେଟନଇ ଗାଁର ଘଟଣା । ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଥିବା ସନ୍ଦେହ କରାଯାଉଛି । ତେବେ ଏଯାଏ କାରଣ ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ କୋଟିନଡା ଥାନା ପୋଲିସ ପହଞ୍ଚି ତଦନ୍ତ…

ଭୁବନେଶ୍ୱର ଲିଙ୍ଗରାଜ ଥାନା ହାଟ ସାହିରେ ଏଟିଏମ ତାଡି ଲୁଟିନେଲେ ୧୫ଲକ୍ଷ ଟଙ୍କା…

ଭୁବନେଶ୍ୱର : ଏଟିଏମ ତାଡି ଲୁଟିନେଲେ ୧୫ଲକ୍ଷ ଟଙ୍କା । ଭୁବନେଶ୍ୱର ଲିଙ୍ଗରାଜ ଥାନା ହାଟ ସାହିରେ SBI ଏଟିଏମ ତାଡି ଲୁଟ । ବିଳମ୍ବିତ ରାତିରେ ଗ୍ୟାସ କଟରରେ କାଟି ଲୁଟିନେଲେ ଲକ୍ଷାଧିକ ଟଙ୍କା । ଘଟଣାସ୍ଥଳରେ ଲିଙ୍ଗରାଜ ଥାନା ପୋଲିସ ଦ୍ୱାରା ଛାନବିନ୍ ଜାରି ।…

ଜମିବାଡିକୁ କେନ୍ଦ୍ର କରି ଏସିଡ୍ ମାଡ, ବାପା ପୁଅ ଗୁରୁତର…

ବ୍ରହ୍ମଗିରି : ଏସିଡ୍ ମାଡରେ ବାପା ପୁଅ ଗୁରୁତର । ବ୍ରହ୍ମଗିରି କୃଷ୍ଣପ୍ରସାଦ ବ୍ଳକ ଗୋମୁଣ୍ଡିଆ ଉଆସପଦର ଗାଁରେ ଅଭାବନୀୟ ଘଟଣା । ଜମିବାଡିକୁ କେନ୍ଦ୍ର କରି ଏସିଡ୍ ମାଡ ହୋଇଥିବା ଜଣାପଡିଛି । ଗୁରୁତର ଅବସ୍ଥାରେ ଉଭୟ ବାପା ପୁଅଙ୍କୁ ପ୍ରଥମେ କୃଷ୍ଣପ୍ରସାଦ ଗୋଷ୍ଠୀ…

ଜିନ୍ସ ଓ ଜ୍ୟାକେଟ ପିନ୍ଧା ସମ୍ଭ୍ରାନ୍ତ ଚୋର, ମୁହଁରେ ମାସ୍କ ପିନ୍ଧି ସରକାରୀ କ୍ଵାଟର୍ସରୁ କଲେ ଚୋରି

ଭୁବନେଶ୍ବର : ସାବଧାନ୍ ! ରାଜଧାନୀବାସୀ । ବୁଲୁଛନ୍ତି ଜିନ୍ସ ଓ ଜ୍ୟାକେଟ ପିନ୍ଧା ସମ୍ଭ୍ରାନ୍ତ ଚୋର । ମୁହଁରେ ମାସ୍କ ପିନ୍ଧି ଘରେ ନଥିବାବେଳେ କଳା କନା ବୁଲାଉଛନ୍ତି । ଏଭଳି କିଛି ଘଟଣା ଘଟିଛି ରାଜଧାନୀର ମଞ୍ଚେଶ୍ବର ରେଲଓ୍ବେ କଲୋନୀରେ । ସୂଚନା ଅନୁସାରେ…

ଜମିବାଡ଼ି ବିବାଦକୁ ନେଇ ସାନ ଭାଇ ଆକ୍ରମଣରେ ବଡ ଭାଇର ମୃତ୍ୟୁ

ଯାଜପୁର: ଜମିବାଡ଼ି ବିବାଦକୁ କେନ୍ଦ୍ର କରି ସାନ ଭାଇ ଆକ୍ରମଣରେ ବଡ ଭାଇର ମୃତ୍ୟୁ । ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ବରି ରାମଚନ୍ଦ୍ରପୁର ଥାନା ବାଲିବିଲି ଗାଁରେ । ମୃତକ ହେଲେ ମନୋଜ କବି । ଏହି ଘଟଣାରେ ଆକ୍ରମଣକାରୀ ସାନ ଭାଇ ସନାତନ କବି ଫେରାର ରହିଛି । ସୂଚନା…

ଦ୍ବିତୀୟ ବିବାହ କରିବାକୁ ଯାଇ ସ୍ତ୍ରୀ ଓ ଝିଅଠୁଁ ଛେଚା ଖାଇଲା ବାପା…

ଭୁବନେଶ୍ବର : ବାହା ବେଦୀରେ ହଙ୍ଗାମା । ଲୁଚି ଲୁଚି ଦ୍ବିତୀୟ ବିବାହ କରିବା ମହଙ୍ଗା ପଡିଛି । ଦୁଇ ଝିଅଙ୍କ ସହ ବାହାବେଦୀରେ ପହଁଞ୍ଚି ଯାଇଛନ୍ତି ସ୍ତ୍ରୀ । ଏମିତି କିଛି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱର ଉପକଣ୍ଠ ବାଳକାଟି ଅଂଚଳରେ ।…

ଦୀର୍ଘ ଦୁଇମାସ ତଳୁ ନିଖୋଜ ଥିଲେ ଛାତ୍ର…

କନ୍ଧମାଳ: ଜଳପ୍ରପାତରୁ ଗଳିତ କଙ୍କାଳ ଉଦ୍ଧାର । ଦୀର୍ଘ ଦୁଇମାସ ଦୁଇ ଦିନ ପରେ କନ୍ଧମାଳ ଜିଲ୍ଲା ଉର୍ମଗଡ ଜଳପ୍ରପାତରୁ ନିଖୋଜ ଆଦର୍ଶ ବିଦ୍ୟାଳୟର ଛାତ୍ରର ମିଳିଲା ଗଳିତ କଙ୍କାଳ । ଜଳପ୍ରପାତର ପାଞ୍ଚଶହ ମିଟର ବ୍ୟବଧାନରେ ଥିବା ପଥର ତଳୁ ମିଳିଛି ଛାତ୍ରଙ୍କ ଗଳିତ…

ମୋବାଇଲ ଦୋକାନରୁ ଚୋରି ଅଭିଯୋଗ…

କୁଆଁରମୁଣ୍ଡା : ସୁନ୍ଦରଗଡ଼ ଜିଲ୍ଲାର ରାଏବୋଗା ଥାନା ଅଧୀନରେ ଥିବା ପରତାପୂର ପଞ୍ଚାୟତ ଅନ୍ତର୍ଗତ ଇନ୍ଦରପୁରର ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ସମ୍ମୁଖରେ ଥିବା ଆଦିତି ମୋବାଇଲ ରିପେରିଙ୍ଗ ଇଲେକ୍ଟ୍ରୋନିକ୍ସ ଦୋକାନରୁ କାଲି ରାତିରେ ଚୋରି ହୋଇଥିବା ନେଇ ଆଜି ରାଏବୋଗା ଥାନାରେ ଅଭିଯୋଗ

ସୌରୀନ ଭଟଙ୍କ ବିରୋଧରେ ଜାରି ହେଲା ଏନ ବି ଡବ୍ଲ୍ୟୁ

କଣ୍ଠଶିଳ୍ପୀ ସୌରୀନ ଭଟଙ୍କ ପାଇଁ ବଢ଼ିଲା ଅଡ଼ୁଆ । ସୌରୀନ ଭଟଙ୍କ ବିରୁଦ୍ଧରେ ଜାରି ହେଲା ଏନ ବି ଡବ୍ଲ୍ୟୁ ବା ଜାମିନ ବିହୀନ ଗିରଫ ପରବାନା। ଜାମିନ ବିହୀନ ଗିରଫ ପରୱାନା ପାଇଁ ପୋଲିସ ପକ୍ଷରୁ କୋର୍ଟରେ କରାଯାଇଥିବା ଆବେଦନକୁ ଅନୁମତି ଦେଇଛନ୍ତି କଟକ ଏସ.ଡି.ଯେ.ଏମ…

ଗାଡି ଚଢ଼ାଇ ହତ୍ୟା ଅଭିଯୋଗରେ ସରପଞ୍ଚଙ୍କ ସମେତ ୩ ଗିରଫ…

ସମ୍ବଲପୁର : ଗାଡି ଚଢ଼ାଇ ହତ୍ୟା ଅଭିଯୋଗରେ ସରପଞ୍ଚଙ୍କ ସମେତ ୩ ଗିରଫ। ଏପରି ବୀଭତ୍ସ ଘଟଣା ସମ୍ୱଲପୁର ଜିଲ୍ଲା ନାକଟିଦେଉଳ ଥାନା ଅଞ୍ଚଳରେ ଘଟିଥିଲା। ଏନେଇ ଅଭିଯୋଗ ହେବା ପରେ ପୁଲିସ ଅଭିଯୁକ୍ତ ସରପଞ୍ଚଙ୍କୁ ଭୁବନେଶ୍ୱରରୁ ଗିରଫ କରିଛି। ଡିସେମ୍ୱର ୧ ତାରିଖ ସନ୍ଧ୍ୟା ବେଳେ ବାଟଗାଁର…