ଦାରିଙ୍ଗବାଡିରେ ଉତ୍କଳ ଗ୍ରାମୀଣ ବ୍ୟାଙ୍କର ନୂତନ କାର୍ଯ୍ୟାଳୟ ଉଦଘାଟନ

add-all

ଦାରିଙ୍ଗବାଡି,୨୬/୬ : ଉତ୍କଳ ଗ୍ରାମୀଣ ବ୍ୟାଙ୍କର ନୂତନ କାର୍ଯ୍ୟାଳୟ ଗୃହ ଦାରିଙ୍ଗବାଡି ମହକୁମାରେ ଠାରେ ଉଦଘାଟନ ହୋଇଯାଇଛି। ମୁଖ୍ୟ ଅତିଥିଭାବେ ବିଡିଓ ଗଦାଧର ପାତ୍ର ଯୋଗ ଦେଇ ଉଦ୍ଘା ଉତ୍କଳ ଗ୍ରାମୀଣ ବ୍ୟାଙ୍କର ସୁଭ ଉଦ୍ଘାଟନ କରିଛନ୍ତି। ଉଦ୍ଘାଟନି ଉତ୍ସବରେ ରେଜିଆନାଲ ମ୍ୟାନେଜର ସୁରଜ୍ ନାହାକ , ଅପରେସନ ମ୍ୟାନେଜର ବାଲାଜୀ ଚୌଧୁରୀ, ଦାରିଙ୍ଗବାଡି ଶାଖାର ମ୍ୟାନେଜର ସାନ୍ତୁନୁ ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ଏହି ନୂତନ ଶାଖାଟି ଦାରିଙ୍ଗବାଡି ବ୍ୟାଙ୍କ କ୍କମ୍ପ୍ଲେକ୍ସର ଉପର ମହଲକୁ ସ୍ଥାନାନ୍ତରିତ ହୋଇ ଉଦଘାଟନ ହୋଇଛି

ad-week
Leave A Reply

Your email address will not be published.