ଦୁଇ ବାଇକ ଧକ୍କାରେ ଜଣେ ମୃତ ୩ ଗୁରୁତର

add-all

ମାଲକାନଗିରି : ମାଲକାନଗିରି ମର୍ମନ୍ତୁତ ସଡ଼କ ଦୁର୍ଘଟଣା ରେ ଜଣେ ମୃତ ୩ ଗୁରୁତର। ମାଲକାନଗିରି ଜିଲ୍ଲାର ଟିଟିବେରୀ ଗ୍ରାମରେ ଦୁଇଟି ବାଇକ ଦ୍ରୁତ ଗତିରେ ଆସୁଥିବା ସମୟରେ ପରସ୍ପର ମଧ୍ୟରେ ଧକ୍କା ହେବା ଫଳରେ ୪ ଜଣ ବାଇକ ଅରହି ଦୁର୍ଘଟଣା ର ଶିକାର ହୋଇଥିଲେ। ସେଠାରେ ଲୋକେ ଆମ୍ବୁଲାନ୍ସ କୁ ସୂଚନା ଦେବା ପରେ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟକୁ ଅଣୁଥିବା ସମୟରେ ଜଣେ ମୃତ୍ୟୁ ବରଣ କରିଥିଲେ। ଅନ୍ୟ ତିନି ଜଣ ମଧ୍ୟରୁ ଦୁଇ ଜଣ ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ଅନ୍ୟତ୍ର ପଠାଇବାକୁ ଡକ୍ଟର ନିର୍ଦେଶ ଦେଇଥିଲେ । ଜଣଙ୍କ ଅବସ୍ଥା ଭଲଥିବା ଜଣାପଡିଥିବା ବେଳେ ଚିକିତ୍ସା ଜାରି ରହିଛି।

ad-week
Leave A Reply

Your email address will not be published.