ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଲାଗିଲା ସିଟି ସ୍କାନ ମେସିନ, ମିଳିବ ମାଗଣାଟେଷ୍ଟିଂ ସୁବିଧା

add-all

ମାଲକାନଗିରି : ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗୁରୁତର ରୋଗିଙ୍କର ଚିକିତ୍ସା ନିମନ୍ତେ ସିଟି ସ୍କାନ ମେସିନ । ଏଣିକି ମାଗଣାରେ ହେବ ବ୍ୟୟବହୁଳ ଟେଷ୍ଟିଂ। ବିନା ଦେୟରେ ରୋଗୀ କରିବେ ସିଟି ସ୍କାନ, ଏମଆରଆଇ ସିଟି ସ୍କାନ। ଆଜିଠୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଏହିଭଳି ମାଗଣା ଟେଷ୍ଟିଂ ସୁବିଧା ମିଳିପାରିବ । ଏହି ସିଟି ସ୍କାନ ମେସିନ ସେବାର ଶୁଭାରମ୍ଭ ଆଜି ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ, ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ବାକା, ମାଲକାନଗିରି ବିଧାୟକ ଆଦିତ୍ୟ ମାଢି, ଜିଲ୍ଲା ସ୍ଵତନ୍ତ୍ର ଉନ୍ନୟନ ପରିଷଦର ଅଧକ୍ଷ ଆଡମା ରାବା। ପୂର୍ବତନ ବିଧାୟକ ମାନସ ମାଡକାମି,ଜିଲ୍ଲା ପରିଷଦ ଅଧକ୍ଷା ଶ୍ରୀମତୀ ସମାରି ତାଙ୍ଗୁଲ, ପୌରପରିଷଦ ଅଧକ୍ଷ ମନୋଜ୍ ବାରିକ, ପୌରପରିଷଦ ଉପ ଅଧକ୍ଷ ଶ୍ରୀମତୀ କବିତା ମହନ୍ତ, ମାଲକାନଗିରି ଜିଲ୍ଲା ଚିକିତ୍ସା କ୍ଷେତ୍ର ରେ ରାଜ୍ୟ ସରକାର ଙ୍କର ଯୁଦ୍ଧଦେହିଂ ଡ଼ାକରା। ଅର୍ଥାଭାବ ରୁ ଗୁରୁତର ରୋଗୀ ଜିଲ୍ଲା ବାହାରକୁ ନଯାଇ ଏବେ ମାଲକାନଗିରି ରେ ଏହି ମାଗଣା ଚିକିତ୍ସା ସୁବିଧାପାଇ ପାରିବେ ଆଜିର ଏହି ସିଟି ସ୍କାନ ମେସିନ ଉଦ୍ଘାଟନ ଯୋଗୁ ଜିଲ୍ଲା ବାସୀ ଓ ଚିକିତ୍ସକଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।

ad-week
Leave A Reply

Your email address will not be published.