ଉଦଘାଟିତ ହେଲା ଟିକିରି ଉଚ୍ଚବିଦ୍ୟାଳୟରୁ ରୂପାନ୍ତରିତ ହୋଇଥିବା +୨ ମହାବିଦ୍ୟାଳୟ

add-all


କାଶିପୁର : ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଅନ୍ତର୍ଗତ ଟିକିରି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ରୂପାନ୍ତରିଣ ହେଇ ଯୁକ୍ତ ଦୁଇ କଳା ବିଭାଗ ପ୍ରଥମ ବର୍ଷ ର ଛାତ୍ରଛାତ୍ରୀ ମାନଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହେଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାୟଗଡ଼ା ବିଧାୟକ ମକରନ୍ଦ ମୁଦୁଲି, ଜିଲ୍ଲା ସ୍ବତତନ୍ତ୍ର ଉନ୍ନୟନବର୍ଡ ଅଧ୍ୟକ୍ଷା ଅନୁସୟା ମାଝୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀ ସରଶ୍ଵତି ମାଝୀ, କାଶିପୁର ତସିଲଦାର ବିଶ୍ଵ ବିଶୃତ ତ୍ରିପାଠୀ ଉପସ୍ଥିତ ଥିବାବେଳେ। ବିଦ୍ୟାଳୟ ପରିଚାଳନା କମିଟି ର ସଭାପତି ସୁରେଶ ଚନ୍ଦ୍ର ପାତ୍ର, ମୋ ସ୍କୁଲର ସଭାପତି ରାମ ମୋହନ ମହାନ୍ତି, ସମାଜ ସେବୀ ହରପ୍ରସାଦ ନାୟକ, ଅମିତ କୁମାର ନାୟକ,ଏବଂ ଉକ୍ତ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ସହ ଅନ୍ୟାନ୍ୟ ମାନ୍ୟଗଣ୍ୟ ଉପସ୍ଥିତ ଥିଲେ। ତେବେ ଏଥିରେ ରାୟଗଡ଼ା ବିଜେଡି ପୁର୍ବ ତନ ରାଜ୍ୟ ସଭାପତି ଏନ୍ ଭାସ୍କର ରାଓ ଙ୍କ ଆଦିତ୍ୟ ଲଜିଷ୍ଟିକ କମ୍ପାନୀ ତୋରଫରୁ ଯୁକ୍ତ ଦୁଇ କଳା ବିଭାଗ ପ୍ରଥମ ବର୍ଷ ର ୧୨୮ ଜଣ ଛାତ୍ରଛାତ୍ରୀ ମାନଙ୍କୁ ୟୁନିଫର୍ମ ପୋଷାକ ବିନା ମୁଲ୍ୟରେ ବଣ୍ଟନ କରିଥିଲେ।ଏଥିରେ ଆଦିତ୍ୟ ଲଜିଷ୍ଟର ଅଧିକାରୀ ବିଜୟ ସାହୁ,ଆର,ବି ସିଂ ଓ ଅମର ନାୟକ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.