ନିସର୍ତ୍ତରେ ଖବର ପ୍ରସାରଣ ପରେ ଟିକିରି ଝୋଡିଆ ସାହିରେ ସଚେତନତା ପାଇଁ ପହଞ୍ଚିଲେ WHO

add-all

ରାୟଗଡା : ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଟିକିରି ଝୋଡିଆ ସାହିରେ ଆଜି WHO ର ଅଧିକାରୀମାନେ ପରିଦର୍ଶନ କରିବା ସହ ଲୋକଙ୍କୁ ସଚେତନ କରିଥିଲେ । ପୂର୍ବ ବର୍ଷ କଲେରା ହୋଇ ବହୁ ଲୋକଙ୍କ ଜୀବନ ଚାଲି ଯାଇଥିଲାବେଳେ ଏବେ କିଛି ଦିନ ହେବ କାଶିପୁର ରେ ଲଗାଣ ବର୍ଷା ଲାଗି ରହିଥିବା ବେଳେ ଗତ ଦୁଇ ଦିନ ତଳେ ଯେପରି କଲେରା ନବ୍ୟାପିବ ସେଥିପାଇଁ ସମାଜ ସେବୀ ହରପ୍ରସାଦ ନାୟକ ଲୋକଙ୍କୁ ସଚେତନ କରିବା ସହ ବ୍ଲିଚିଙ୍ଗ୍ ପାଉଡର ସାହି ଓ ରାସ୍ତାରେ ପକାଇବା ଖବର ନିସର୍ତ୍ତରେ ପ୍ରକାଶ ପାଇବା ପରେ ଆଜି ,WHO ରାୟଗଡାରୁ ମମତା ଚୈଧୁରି , ଜ୍ଞାନ ସାହୁ ସହ କାଶିପୁର ମେଡିକାଲ ଇନଚାର୍ଜ ନେତାନଦ ନାୟକ ପହଞ୍ଚି ଗାଁ ରେ ବୁଲି ଲୋକ ଙ୍କୁ ସଚେତନତା କରିଥିଲେ।

ad-week
Leave A Reply

Your email address will not be published.