କନ୍ଧମାଳ ଜିଲ୍ଲା ଯୋଜନା ବୋର୍ଡ଼ ସହରାଞ୍ଚଳର ସଦସ୍ୟ ଭାବେ ରାଜେନ୍ଦ୍ର ମନୋନୀତ

add-all

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଯୋଜନା ବୋର୍ଡ଼ର ସହରାଞ୍ଚଳର ସଦସ୍ୟ ଭାବରେ ଅପ୍ରତିଦ୍ବନ୍ଦି ଭାବରେ ରାଜେନ୍ଦ୍ର ପାଢୀ ନିର୍ବାଚିତ ହୋଇଥିବାରୁ ସେ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,ବିଜେଡ଼ି ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, କନ୍ଧମାଳ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ବିଜୟ ନାୟକ,କନ୍ଧମାଳ ସାଂସଦ ଅଚ୍ୟୁତାନନ୍ଦ ସାମନ୍ତ, କନ୍ଧମାଳ ଜିଲ୍ଲା ବିଜେଡି ସଭାପତି ସରୋଜ କର୍ଣ୍ଣ ,ଫୁଲବାଣୀ ବିଧାୟକ ଅଙ୍ଗଦ କହଁର , ବାଲିଗୁଡ଼ା ବିଧାୟକ ତଥା କନ୍ଧମାଳ ଜିଲ୍ଲା ଯୋଜନା ବୋର୍ଡ଼ ଅଧକ୍ଷ ଚକ୍ରମଣି କହଁର, ଘୁ ଉଦୟଗିରି ବିଧାୟକ ସାଲୁ ଗା ପ୍ରଧାନ,ବାଲିଗୁଡ଼ା ଏନ ଏ ସି ଅଧ୍ୟକ୍ଷ ଗୋବିନ୍ଦ ପ୍ରଧାନ, ଏବଂ ଫୁଲବାଣୀ, ବାଲିଗୁଡ଼ା,ଘୁ. ଉଦୟଗିରି ର ସମସ୍ତ କାଉନସିଲର ଭାଇ ଓ ଭଉଣୀ ମାନଙ୍କୁ କୃତଜ୍ଞତା ଜଣାଇଛନ୍ତି । ସେ ପୌର ପରିଷଦର କାଉନସିଲର ଭାବେ ନିର୍ବାଚିତ ପରେ ଯେପରି ନିଷ୍ଠାର ସହ ତାଙ୍କ ୱାର୍ଡ ପ୍ରତି କାର୍ଯ୍ୟ କରିଛନ୍ତି ସେହି ପରି ଉକ୍ତ ପଦବୀ ପାଇବା ପରେ ମଧ୍ଯ ନିଷ୍ଠାର ସହ କାର୍ଯ୍ୟ କରିବି ବୋଲି କହିଛନ୍ତି l

ad-week
Leave A Reply

Your email address will not be published.