ଇଣ୍ଡିଆନ୍ ସୋସାଇଟି ଅଫ୍ ଅର୍ଗାନ ଟ୍ରାନ୍ସପ୍ଲାଣ୍ଟ” ର ବାର୍ଷିକ ସମ୍ମିଳନୀରେ ଯୋଗଦେଲେ ଆଇଜିକେସି ମଲ୍ଟିସ୍ପେସାଲିଟୀ ର ଚେୟାରମ୍ୟାନ୍

add-all

କୋଲକାତା : କୋଲକାତାର ପ୍ରତିଷ୍ଠିତ “ଇଣ୍ଡିଆନ୍ ସୋସାଇଟି ଅଫ୍ ଅର୍ଗାନ ଟ୍ରାନ୍ସପ୍ଲାଣ୍ଟ” ର ବାର୍ଷିକ ସମ୍ମିଳନୀରେ ଯୋଗଦେଇଛନ୍ତି ଆଇଜିକେସି ମଲ୍ଟିସ୍ପେସାଲିଟୀ ହସ୍ପିଟାଲ ର ଚେୟାରମ୍ୟାନ୍ ତଥା କିଡନୀ ଟ୍ରାନ୍ସପ୍ଲାଣ୍ଟ ସର୍ଜନ ଡାକ୍ତର ସୁବୋଧ ଦାସ। ଉକ୍ତ ସମ୍ମିଳନୀ ରେ ଯୋଗଦେଇ ଡାକ୍ତର ଦାସ କିଡନୀ ପ୍ରତିରୋପଣର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। ଏହାସହ ନେଫ୍ରୋଲୋଜିଷ୍ଟ ତଥା ଟ୍ରାନ୍ସପ୍ଲାଣ୍ଟ ଚିକିତ୍ସକ ଡକ୍ଟର ସୁକାନ୍ତ ଦାସ ମଧ୍ୟ ଉକ୍ତ ସମ୍ମିଳନୀ ରେ ଯୋଗ ଦେଇଥିବା ଜଣା ପଡ଼ିଛି। ଆଇଜିକେସି ହସ୍ପିଟାଲ ଅତ୍ୟାଧୁନିକ ଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ସହିତ ରୋଗୀଙ୍କୁ ଉପକାର କରିବାର ଉଦ୍ଦେଶ୍ୟ ସହିତ ଆମେ ସର୍ବଦା ଆଗକୁ ବଢୁଥିବା ହସ୍ପିଟାଲ ତରଫ ରୁ କୁହାଯାଇଛି।

ad-week
Leave A Reply

Your email address will not be published.