ଦୁର୍ଘଟଣା ରୁ ଅଳ୍ପକେ ବର୍ତିଲେ ଯବାନ ନିଷ୍କ୍ରିୟ କଲେ ସୁରକ୍ଷାବାହିନୀ ଯବାନ…

add-all

ମାଲକାନଗିରି ଜିଲ୍ଲା ସୀମାନ୍ତ ରାଜ୍ୟ ଛତିଶଗଡର ବିଜାପୁର ଜିଲ୍ଲା ଆୱାପଲ୍ଲୀ ଥାନା ଅନ୍ତର୍ଗତ ବାସାଗୁଡା ସଡ଼କରେ ମାଓବାଦୀ ଦ୍ୱାରା ଖଞ୍ଜାଯାଇଥିବା ଆଇଇଡିକୁ ଉଦ୍ଧାର କରି ସୁରକ୍ଷାବାହିନୀ ଯବାନମାନେ ନିଷ୍କ୍ରିୟ କରିଛନ୍ତି l ମିଳିଥିବା ସୂଚନା ଅନୁଯାଇ ସୁରକ୍ଷାବାହିନୀ ଯବାନମାନଙ୍କୁ କ୍ଷତି ପହଞ୍ଚାଇବା ଉଦେଶ୍ୟରେ ମାଓବାଦୀ ସଂଗଠନ ଦ୍ୱାରା ଦୁଇଟି 25କିଲୋ ଆଇଇଡି ଖଞ୍ଜା ଯାଇଥିଲା ଏହାର ଖବର ମିଳିବା ପରେ ସିଆରପିଏଫ 168ବାହିନୀ ଏବଂ ବିଡିଏସ ଦଳ ଏହାର ସନ୍ଧାନ ପାଇବା ପରେ ମୁଖ୍ୟ ସଡ଼କରେ ପ୍ରାୟ ଚାରି ଫୁଟ ଖୋଳି ଆଇଇଡି କୁ ସାବଧାନ ସହ ଉଦ୍ଧାର କରିବା ପରେ ନିଷ୍କ୍ରିୟ କରିଥିଲେ ।

ad-week
Leave A Reply

Your email address will not be published.