ବିଜେଡି ସାଙ୍ଗଠନିକ ବୈଠକରେ କଂଗ୍ରେସ କର୍ମୀମାନେ ବିଜେଡିରେ ଯୋଗଦାନ…

add-all


ଆର,ଉଦୟଗିରି-୪/୩/ ଆର, ଉଦୟଗିରି ଗ୍ରାମର କଲ୍ୟାଣମଣ୍ଡପ ଠାରେ ବିଜେଡି ସାଙ୍ଗଠନିକ ବୈଠକରେ
ଆଜି ଆର, ଉଦୟଗିରି ବ୍ଲକର ବସ୍ତ୍ରୀଗୁଡା ସରପଞ୍ଚ ଶ୍ରୀମତି ରିତାନି ମଣ୍ଡଳ ତାଙ୍କ ସ୍ୱାମୀ ଉଦିପ ମଣ୍ଡଳ, ଆର. ଉଦୟଗିରି 10ନମ୍ବର ୱାର୍ଡ ମେମ୍ବର ଦେବରାଜ ସୁବୁଦ୍ଧି ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶ ଏବଂ ସ୍ୱଚ୍ଛତାରେ ଅନୁପ୍ରାଣିତ ହୋଇ ମନ୍ତ୍ରୀ ଶ୍ରୀ ଅତୁନ ସବ୍ୟସାଚୀ ନାୟକ , ଜିଲ୍ଲା ସଭାପତି ଜଗବନ୍ଧୁ ଦାସ, ମହିଳା ଜିଲ୍ଲା ସଭାପତିପୂର୍ଣ୍ଣବାସି ନାୟକ , ଉପସଭାପତି ଦଣ୍ଡସୀ ସାହୁ, ବ୍ଲକ ଅଧକ୍ଷା ରାୟଗଡ),ତିଡ଼ିସିସି ସଭାପତି ଅନ୍ତର୍ଯ୍ୟାମୀ ଗମାଙ୍ଗ,ଆର. ଉଦୟଗିରି ବ୍ଲକ ଅଦକ୍ଷ ଲଷ୍ମୀ ନାରାୟଣ ଶବର, ରଞ୍ଜିବ ଶବର, ଚାରି ଗୋଟି ବ୍ଲକ ସଭାପତି ବିଜେଡି ଏବଂ ନେତା ଓ କର୍ମୀଙ୍କ ତତ୍ୱବଧନରେ ବିଧିବଦ୍ଧ ଭାବେ ବିଜେଡିରେ ଯୋଗଦାନ କଲେ l

ad-week
Leave A Reply

Your email address will not be published.