ବ୍ରହ୍ମପୁର ଏବଂ କେନ୍ଦ୍ରୀୟ ଉତ୍ପାଦ ଶୁକ୍ଳ ବ୍ରହ୍ମପୁର ମଣ୍ଡଳ କାର୍ଯ୍ୟାଳୟରେ ସି.ଵି.ଆଇ ରେଡ

12 ଜଣିଆ ଟିମ ରେଡ କରୁଛନ୍ତି
ବ୍ରହ୍ମପୁର : ଜଣେ ଠିକାଦାରଙ୍କ ଠାରୁ ୧୫ ହାଜର ଟଙ୍କା ଲାଞ୍ଚ ନେବା ବେଳେ ସିଜିଏସଟିର ସୁପରିଟେଣ୍ଡେଣ୍ଟ ମନୋଜ କୁମାର ସୁବୁଦ୍ଧି ଙ୍କୁ ଧରିଛି ସିବିଆଇ ଟିମ | ଜୈନିକ ଠିକାଦାରଙ୍କ ଠାରୁ 1,76,000 ଟଙ୍କାର ଜିଏସଟି ବିଲ ରିଫଣ୍ଡ ନେଇ 20 ହଜାର ଟଙ୍କା ଲାଞ୍ଚ ମାଗିଥିନା ବେଳେ 15 ହଜାର ଟଙ୍କା ଦେଇଥିଲି. ଏହି ଟଙ୍କା ଦେବା ବେଳେ ଭିଜିଲାନ୍ସ ଧରିଛି. ଲାଞ୍ଚ ମାଗିଥିବାରୁ ଭୁବନେଶ୍ୱର ସିବିଆଇ ଟିମ ସହ ଯୋଗାଯୋଗ କରିଥିଲି. ପୂର୍ବ ଯୋଜନା ମୁତାବକ ସିବିଆଇ ଆଜି ଲାଞ୍ଚ ନେବା ବେଳେ ଧରିଥିବା ନେଇ ଠିକାଦାର କହିଛନ୍ତି l

ad-week
Leave A Reply

Your email address will not be published.