କନ୍ଧମାଳ ସଂସାଦଙ୍କୁ ଭେଟିଲା ପ୍ରାଥମିକ ଶିକ୍ଷକ ସଂଘ…

add-all

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ସାଂସଦ ମାନ୍ୟବର ସୁକାନ୍ତ କୁମାର ପାଣିଗ୍ରାହୀ ଙ୍କ ସହିତ କନ୍ଧମାଳ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ସଭାପତି ସନ୍ତୋଷ କୁମାର ଦିଗାଲ,ଉପଦେଷ୍ଟା ରାଧାନାଥ ସାହୁଙ୍କ ସମେତ ଶିକ୍ଷକ ମାନେ ସୌଜନ୍ୟ ମୂଳକ ସାକ୍ଷାତ କରି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଶିକ୍ଷା ସମ୍ବନ୍ଧିୟ ବିଷୟରେ ଆଲୋଚନା କରିଥିଲେ l ସାଂସଦ ମହୋଦୟ ତୁରନ୍ତ ଏହାର ସମାଧାନ କରିବା ପାଇଁ ଚେଷ୍ଟା କରିବେ ବୋଲି ମତ ଦେଇଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ରବିନାରାୟଣ ତ୍ରିପାଠୀ,କୁନୁ ଭୋଇ, ରବୀନ୍ଦ୍ର କୁମାର ଦିଗାଲଙ୍କ ସମେତ ଆଦିତ୍ୟ କୁମାର ସାହାଣୀ ପ୍ରମୁଖ ଉପସ୍ଥିତ ଥିଲେ l

ad-week
Leave A Reply

Your email address will not be published.