ମୋଟୁ ଗ୍ରସ୍ତକରି ବନ୍ୟାକ୍ଷୟକ୍ଷତି ଆକଳନ ସହ ସୀମାରେ ଅଟକି ଥିବା ଟ୍ରକଚାଳକଙ୍କୁ ଖାଦ୍ୟସାମଗ୍ରୀ ବାଣ୍ଟିଲେ ଜିଲ୍ଲାପାଳ…

add-all

ମାଲକାନଗିରି : ବର୍ଷା ଯୋଗୁ ଦୀର୍ଘ ଦିନ ହେବ ଜିଲ୍ଳାରେ ଉପୁଜି ଥିବା ବିଭିନ୍ନ ସମସ୍ଯା କୁ ଆଖି ଆଗରେ ରଖି ଆଜି ଜିଲ୍ଲାପାଳ ସଚିନ ପାୱାର ସୀମନ୍ତ ମୋଟୁ ଅଂଚଳ ଗ୍ରସ୍ତ କରିବା ସହ ବନ୍ୟା ଅଞ୍ଚଳ ଘୁରିବୁଲିବା ସହ ଲୋକଙ୍କ ସମସ୍ୟା ବିଷୟରେ ଆଲୋଚନା ମାନ କରିଥିଲେ । ଦୀର୍ଘ ଦିନଧରି ବର୍ଷା ଯୋଗୁ କ୍ଷୟକ୍ଷତି ବାବଦରେ ସଜ୍ଞାନ ନେବ ଶହ ସୀମାନ୍ତରେ ବନ୍ୟା ଯୋଗୁ ରାସ୍ତା ଧସି ଯିବା ସହ ପୋଡଶୀ ରାଜ୍ୟ ତେଲେଙ୍ଗାନା,ଛତିଶଗଡ ଓ ଆନ୍ଧ୍ର ପ୍ରଦେଶ କୁ ଯାଉଥିବା ଯାନଗୁଡିକ ଅଟକି ରହି ଥିବାରୁ ସେମାନଙ୍କୁ ବିକଳ୍ପ ରାସ୍ତା ରେ ଯିବାକୁ କହିବା ସହ ଶୁଷ୍କ ଖାଦ୍ୟ ସାମଗ୍ରୀ ଓ ପାଣି ବାଣ୍ଟିଥିଲେ ।

ad-week
Leave A Reply

Your email address will not be published.