ଗଞ୍ଜାମ ବରିଷ୍ଠ ନାଗରିକ ପରିଷଦର ନୂତନ କର୍ମକର୍ତ୍ତା

add-all

ଗଞ୍ଜାମ : ଗଞ୍ଜାମ ପୌରାଞ୍ଚଳ ବରିଷ୍ଠ ନାଗରିକ ପରିଷଦର ସାଧାରଣ ପରିଷଦ ସଭାପତି ଲିଙ୍ଗରାଜ ପଟ୍ଟନାୟକଙ୍କ ଅଧ୍ୟକ୍ଷତା ରେ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା l ଏହି ବୈଠକ ରେଉପଦେଷ୍ଟା ଇଂ ବିନୋଦ କୁମାର ପାଢ଼ୀ ସମ୍ପାଦକ ଗୌରୀ ଶଙ୍କର ପାଢ଼ୀଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ l ଏଥିରେ ଆସନ୍ତା 3ବର୍ଷ ପାଇଁ ନୂତନ କର୍ମକର୍ତ୍ତା ଚୟନ କରିଥିଲେ ସଦସ୍ୟମାନେ l ଉପଦେଷ୍ଟା ଭାବେ ଇଂ ବିନୋଦ କୁମାର ପାଢ଼ୀ, ଲିଙ୍ଗରାଜ ପଟ୍ଟନାୟକ,ରବୀନ୍ଦ୍ର କୁମାର ପଣ୍ଡା ସଭାପତି, ଅରୁଣ କୁମାର ପଣ୍ଡା ଉପସଭାପତି ବିନୋଦ ଚନ୍ଦ୍ର ମହାପାତ୍ର ସମ୍ପାଦକ, ଶରତ ଚନ୍ଦ୍ର ପଣ୍ଡା ଯୁଗ୍ମ ସମ୍ପାଦକ, ବିପ୍ର ଚରଣ ମହାପାତ୍ର କୋଷାଧକ୍ଷ ଭାବେ ମନୋନୀତ ହୋଇଛନ୍ତି l ଏଥିସହ ନୂତନ କାର୍ଯ୍ୟକାରୀ ସଦସ୍ୟ ଭାବେ ଗୌରୀ ଶଙ୍କର ପାଢ଼ୀ, କିଶୋର ଚନ୍ଦ୍ର ମହାପାତ୍ର, ଦଣ୍ଡପାଣି ସାବତ, ଦେବନ୍ଦ୍ର ପଣ୍ଡା, ବିଶ୍ୱ ନାଥ ବେହେରା, ଉପେନ୍ଦ୍ର ଆଚାର୍ଯ୍ୟ, ଙ୍କ ସମେତ ଅନ୍ୟ ମାନେ କାର୍ଯ୍ୟକାରୀ ସଦସ୍ୟ ଭାବେ ମନୋନୀତ ହୋଇଥିଲେ l ପୂର୍ବତନ ସଭାପତି ଓ ସମ୍ପାଦକ ତାଙ୍କ ସମୟର କାର୍ଯ୍ୟକଣ କରିଥିଲେ ମତ ବ୍ୟକ୍ତ କରିଥିଲେ l ଅନୁଷ୍ଠାନ ର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ l

ad-week
Leave A Reply

Your email address will not be published.