୨୭୪ଟି ବ୍ଲକରେ ସରିଛି ଷ୍ଟାଡିୟମ୍: ମନ୍ତ୍ରୀ

add-all

ଭୁବନେଶ୍ୱର: ରାଜ୍ୟର ମୋଟ୍ ୩୧୪ରୁ ୨୭୪ ବ୍ଲକରେ ଷ୍ଟାଡିୟମ୍ କାମ ଶେଷ ହୋଇଛି। ଆଜି ଗୃହରେ ବିଧାୟକ ଚକ୍ରମଣି କହଁରଙ୍କ ପ୍ରଶ୍ନରେ ଏହି ଉତ୍ତର ରଖିଛନ୍ତି କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ।

ଏନେଇ ମନ୍ତ୍ରୀ କହିଛନ୍ତି, ୩୦ଟି ଷ୍ଟାଡିୟମ୍ କାମ ଚାଲିଛି, ୧୦ଟିର ଆଦୌ କାମ ଆରମ୍ଭ ହୋଇନି। ସେହିପରି ବ୍ଲକସ୍ତରୀୟ ଓପନ୍ ଜିମ୍ ୯୨ରୁ ୬୨ଟି ସମ୍ପୂର୍ଣ୍ଣ ହୋଇଛି ଆଉ ୧୫ଟିରେ କାମ ଚାଲିଛି। ଏଥିସହିତ ମିନି ଷ୍ଟାଡ଼ିୟମ୍‌ ପାଇଁ ସାମଗ୍ରୀକ ଯୋଜନା ଆବଶ୍ୟକ । ୨୫ ଲକ୍ଷରେ ମିନି ଷ୍ଟାଡିୟମ୍ ସମ୍ପୂର୍ଣ୍ଣ କରିବା ଚିନ୍ତା ନିର୍ବୋଧତା ବୋଲି କହିଛନ୍ତି ମନ୍ତ୍ରୀ।

ad-week
Leave A Reply

Your email address will not be published.