ଉତ୍କଳ ଆଶ୍ରମ ରୋଡ ଦୁର୍ଗାପୂଜା କମିଟି ତରଫରୁ ଶୁଭଖୁଣ୍ଟି ସ୍ଥାପନ

add-all

ବ୍ରହ୍ମପୁର : ବ୍ରହ୍ମପୁର ଉତ୍କଳ ଆଶ୍ରମ ରୋଡ ଦୁର୍ଗାପୂଜା କମିଟି ତରଫରୁ ଆଜି ଶୁଭଖୁଣ୍ଟି ସ୍ଥାପନ ହୋଇ ଯାଇଛି l ଓ ପଣ୍ଡିତ ପ୍ରିୟବ୍ରତଙ୍କ ଦ୍ବାରା ଶୁଭ ଦିଆଯାଇଛି l ପ୍ରତେକ ବର୍ଷ ପରି ଏ ବର୍ଷ ମଧ୍ୟ ମାଁଙ୍କ ଆଗମନ ନେଇ ୫୧ ତମ ଅବସରରେ ଶୁଭଖୁଣ୍ଟି ସ୍ଥାପନ ହୋଇଛି | ମାଁଙ୍କ ପ୍ରତେକ ବର୍ଷ ପରି ଏ ବର୍ଷ ମଧ୍ୟ ୫ଦିନ ପୂଜା ହେବ ବୋଲି ସ୍ଥିର କରାଯାଇଛି l ପୂଜା ରେ କର୍ତା ଥିଲେ ଟିପକ କୁମାର ପୂଜାରୀ ଏହି ଅବସରରେ ଉତ୍କଳ ଆଶ୍ରମ ରୋଡ ଦୁର୍ଗାପୂଜା କମିଟିର ସଭାପତି ଶ୍ରୀ ହୃଷିକେଶ ମହାପାତ୍ର, ଉପସଭାପତି ପ୍ରଦୀପ କୁମାର ଶତପଥୀ,ସମ୍ପାଦକ ନାରସୁ ଜେନା,ସହ ସମ୍ପାଦକ ଅଶୋକ ପାଠୀ, ଉପାଜେଷ୍ଟl ବୈଷ୍ଟମ ଚରଣ ରାଉତରାୟ, ପ୍ରବୀର କୁମାର ପାତ୍ର, ଜଗଦିଶ ସାହୁ ଏବଂ କମିଟିର କାର୍ଯ୍ୟ କର୍ତା ଧନୁଧର ସାହୁ,କପିଳ ପାଢ଼ୀ,ସୋରଜ କୁମାର ବାଡ଼ତିଆ, ଜିତେଶ ପଟ୍ଟନାୟକ, ନିଲୁ ବେହେରା, ଗୋପାଳ ବେହେରା, ଦିନେଶ ପଟ୍ଟନାୟକ, କାହ୍ନ ପାଢ଼ୀ, ଅନନ୍ତ ମହାରଣା, ଚିତ ସାହୁ, ସୁବ୍ରଂଶୁ ପଣ୍ଡା, ଜାଗା ଗୌଡ଼, ରାଧା ପ୍ରଧାନ, ଆଲୋକ ଗୌଡ଼, ଆଶିଷ ପାଣିଗ୍ରାହୀ ଏବଂ କର୍ମକର୍ତା ଉପସ୍ଥିତ ଥିଲେ l

ad-week
Leave A Reply

Your email address will not be published.