ଭୋକ ବିକଳରେ ତାଟିଆ କାମୁଳିଲାଭକି ନୀତି କରୁଛି ଟାଉନ ଥାନା ପୋଲିସ

add-all

ବ୍ରହ୍ମପୁର : ବ୍ରହ୍ମପୁର ପୋଲିସର ବିଭିନ୍ନ ଥାନାକୁ ନୂଆ କରି ବଦଳି ହୋଇ ଆସିଥିବା କିଛି ପୋଲିସ ଅଫିସର ନିଜର ପତିଆରା ଜାହିର କରିବା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ନେଇ ଥିବା ନଜିର ରହିଛି | ୟା ଭିତରେ ନିରୀହ ଲୋକମାନେ ପୋଲିସ ଆକ୍ରୋଶର ଶିକାର ହେଉଛନ୍ତି ଏଭଳି ଏକ ଘଟଣା ଘଟିଛି ଲୋଚାପଡା ରୋଡ ଧୋବା ନାଳ ନିକଟରେ ଥିବା ଵେଦେଶୀ ମଦ ଦୋକାନ ଭିତରେ ଜଣେ ବୋତଲ ଗୋଟଳିକୁ ଟାଉନ ଥାନା SI ନିରଧୂମ ବାଡେଇଛନ୍ତି |ସେ ମୁଁ ବୋତଲ ଗୋଟେଇ ସଫା କରୁଛି କହିବା ପରେ ମଧ୍ୟ ତାକୁ ବାଡେଇ ତାର ହାତ ଫୁଲେଇ ଦେଇଛନ୍ତି | ଏହି ଦୋକାନକୁ ବାରମ୍ବାର ଚଢ଼ାଉ କରାଯାଉଛି ଓ ଲୋକମାନଙ୍କୁ ମାରିବା ସହ କିଛି ଗାଡିକୁ ଗୋଇଠା ମାରି ତଳେ ପଯାଉଥିବା ଦେଖା ଯାଇଛି ଏଠି ପ୍ରଶ୍ନ ଉଠୁଛି ସେହି ମଦ ଦୋକାନ ସହିତ କିଛି ଅନ୍ୟ ଦୋକାନ ଅଛି କିଛି ଲୋକ ସେହି ଅଫିସ କିମ୍ବା ଦୋକାନ ଯାଇ ମଧ୍ୟ ମାଡ ଓ ଗାଡି ଭାଙ୍ଗି ଯାଇଛି ଏହାକୁ ବୁଦ୍ଧିଜୀବୀମାନେ ନିନ୍ଦା କରିବା ସହ ବୁଝି ସୁଝି ପଦକ୍ଷେପ ନେଲେ ଭଲ ହୁଅନ୍ତା ବୋଲି ମତାମତ ଦେଇଛନ୍ତି |

ad-week
Leave A Reply

Your email address will not be published.